Khana Bachana - ଖନା ବଚନ (ସର୍ବଶ୍ରେଷ୍ଠ ଜ୍ୟୋତିଷ ଗଣନା ) | Namita Agrawal | Sidharth Music
ଅକାଟ୍ୟ ବଚନ (ଖନା ବଚନ) - ପୃଥିବୀର ସର୍ବଶ୍ରେଷ୍ଠ ଜ୍ୟୋତିଷ ଗଣନା
ଜ୍ୟୋତିଷ ବିଦ୍ୟା ବିଶରଦ ବରାହମିହୀରଙ୍କ ପୁତ୍ରବଧୁ ଲୀଳାବତୀ କହିଥିବା ଜ୍ୟୋତିଷ ସାରକଥା ଖନା ବଚନ ଭାବେ ପ୍ରସିଦ୍ଧ । ଲୀଳାବତୀ ଜ୍ୟୋତିଷ ଶାସ୍ତ୍ରବିଦ୍ୟାରେ ପୃଥିବୀର ସର୍ବଶ୍ରେଷ୍ଠା , ତାଙ୍କର ଗଣନା ଅଭ୍ରାନ୍ତ ଏବଂ ଆଶ୍ଚର୍ଯ୍ୟ ଧରଣର ଥିଲା। ଶଶୁରଙ୍କ ଆଦେଶ ପାଳନ କରି ତାଙ୍କ ସ୍ୱାମୀ ମିହୀର ତାଙ୍କ ଜିହ୍ୱା ଛେଦନ କରିଥିଲେ । ଜିହ୍ୱା ଛେଦନ ପୂର୍ବରୁ ସେ କାଳ ନିରୂପଣ, ଶସ୍ୟ ବିଷୟର ଜ୍ଞାନ, କୃଷିତତ୍ତ୍ୱ ଜ୍ୟୋତିଷର ଅନେକ ସାରକଥା କହିଥିଲେ। ସେ ସବୁ ବଙ୍ଗଳା ଓ ଓଡ଼ିଆ ଭାଷାରେ ଖନା ବଚନ ଭାବେ ପ୍ରଚଳିତ।
ଲୀଳାବତୀ ଏକ ରାଜବଂଶରେ ଜନ୍ମ ଗ୍ରହଣ କରିଥିଲେ, କିନ୍ତୁ ସମୁଦ୍ର ମଧ୍ୟରେ କୈଣସି ଦ୍ୱୀପରେ ବାସ କରୁଥିବା କେତେକ ରାକ୍ଷସ ଲୀଳାବତୀଙ୍କର ପିତୃରାଜ୍ୟରେ ପ୍ରବେଶ କରି ତାଙ୍କୁ ସବଂଶରେ ମାରି ସେହି ରାଜ୍ୟରେ ବାସ କରୁଥିବା ପ୍ରଜାମାନଙ୍କୁ ବିନାଶ କରି ରାଜକୋଷର ସମସ୍ତ ଧନରତ୍ନ ଅପହରଣ କରିନେଲେ । ମାତ୍ର ଲୀଳାବତୀଙ୍କୁ ଅଳ୍ପବୟସ୍କା କୁମାରୀ ଦେଖି ଏବଂ ତାଙ୍କର ସୌନ୍ଦର୍ଯ୍ୟରେ ମୁଗ୍ଧହୋଇ ପ୍ରତିହିଂସା ପରାୟଣ ରାକ୍ଷସମାନଙ୍କ ହିଂସା ବିଦୂରିତ ହେଲା। ସେମାନେ ଧନରତ୍ନ ସହିତ ସୁକୁମାରୀ ଲୀଳାବତୀଙ୍କୁ ଅକ୍ଷର ଶରୀରରେ ନିଜ ଘରକୁ ନେଇ ଗଲେ । ସେଠାରେ ସୁକନ୍ୟାକୁ ଲାଳନ ପାଳନ କରି ନାନାଦି ଜ୍ୟୋତିଷ ଶାସ୍ତ୍ରଶିକ୍ଷା ଦେଲେ । ଯାହାଦ୍ୱାରା ସେ ପୃଥିବୀର ସର୍ବଶ୍ରେଷ୍ଠା ଜ୍ୟୋତିଷ ରୂପରେ ନିଜର ପରିଚୟ ଦେଇ ଯାଇଛନ୍ତି।
-----------------------------------------------------------------
Album : Khana Bachana
Album No. : SM-1412
Lyrics : Basantaraj Samal
Singer : Namita Agrawal
Music Director : Puratana
Video Director : Santosh Sahoo
----------------------------------------------------
♪ Full Song Available on ♪
JioSaavn : https://bit.ly/2r5DUDZ
Wynk : https://bit.ly/2sDUOd8
Gaana : https://bit.ly/2sD3ErB
Apple Music : https://apple.co/2Pz4yhL
Amazon Prime Music : https://amzn.to/2PAL3pk
iTunes : https://apple.co/2PxKix1
Spotify : https://spoti.fi/2sDDCVj
-----------------------------------------------------
Recorded At : Sidharth Studio
Voice Dubbing : Munna & Pappu
Mastering By : Sitaram Agrawal & Swapnajit Sabath
Producer : Sitaram Agrawal & Namita Agrawal
Music Label : Sidharth Music
Banner : Sidharth Music
-----------------------------------------------------
Set Caller Tune ; Operator Codes:
Airtel Users Dial 5432114121669
Vodafone Users Dial 5372637989
BSNL (South / East) Users sms BT 2637989 To 56700
Idea Users Dial 567892637989
Also available on Jio Tunes
-----------------------------------------------------
Sidharth TV ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Sidharth TV" ର YouTube Channelକୁ Subscribe କରନ୍ତୁ ଓ Bell ର Button 🔔 ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
-----------------------------------------------------------------
Watch & Subscribe to our other YouTube Channels:
👉 Sidharth Music: http://www.youtube.com/c/SidharthMusic
👉 Namita Agrawal : https://www.youtube.com/c/NamitaAgrawal
👉 Sidharth Bhakti : https://www.youtube.com/c/SidharthBhakti
-----------------------------------------------------------------
Enjoy & stay connected with us!
👉 Like us on Facebook : https://www.facebook.com/SidharthTVofficial/
👉 Follow us on Twitter : https://twitter.com/sidharth_tv
👉 Follow us on Instagram : https://www.instagram.com/sidharthtvofficial/
-----------------------------------------------------------------
#SidharthTV #SidharthMusic #SidharthBhakti #NamitaAgrawal #SitaramAgrawal
Видео Khana Bachana - ଖନା ବଚନ (ସର୍ବଶ୍ରେଷ୍ଠ ଜ୍ୟୋତିଷ ଗଣନା ) | Namita Agrawal | Sidharth Music канала Sidharrth TV

Показать
Комментарии отсутствуют
Информация о видео
Другие видео канала
![Khana Bachana(Akatya Bachana) ଖନା ବଚନ - ସର୍ବଶ୍ରେଷ୍ଠ ଜ୍ୟୋତିଷ ଗଣନା I Namita Agrawal | Sidharth Music](https://i.ytimg.com/vi/0urMHiWrTqE/default.jpg)
![](https://i.ytimg.com/vi/cvp_QB7eCDI/default.jpg)
![Best of Bhikari Bala All Time Hit Odia Bhajan Vol-2 | Full Audio Songs JUKEBOX | Sidharth Bhakti](https://i.ytimg.com/vi/6k2Q1Mjb8mQ/default.jpg)
![ପୁଣିଥରେ ବାଜିମାରିଲେ Soumyashree - ଗୀତ ଶୁଣି ସମସ୍ତେ କହିଲେ ଏ ହେଉଛି କୁନି ନମିତା - Mun Bi NamitaAgrawalHebi](https://i.ytimg.com/vi/RFLzAiTy3Nk/default.jpg)
![Soumyashreeର ଗୀତ ଶୁଣି ନମିତା MAM ଠିଆ ହୋଇ ତାଳି ମାରିଲେ - 1st time ଏମିତି ହେଲା - Mun B iNamitaAgrawalHebi](https://i.ytimg.com/vi/n4egdBpHY3E/default.jpg)
![Jibanku Kiaba Bharasa || Odia Bhajan || Full Video || Sarat Nayak || Pankaj Jal || Sabitree Music](https://i.ytimg.com/vi/ZwKmGxtFp3o/default.jpg)
![Akatya Bachana ଅକାଟ୍ୟ ବଚନ (ସର୍ବଶ୍ରେଷ୍ଠ ଜ୍ୟୋତିଷ ଗଣନା ) | Namita Agrawal | Sidharth Music](https://i.ytimg.com/vi/bP5DWLU8BcI/default.jpg)
![Chanakya Bachana ଚାଣକ୍ୟ ବଚନ( ଅଭୁଲା ନୀତି କଥା) | Pankaj Jal | Odia Bhaktidhara](https://i.ytimg.com/vi/xWK59wOme7g/default.jpg)
![Sri Hanuman Amrutabani | ଶ୍ରୀ ହନୁମାନ୍ ଅମୃତବାଣୀ | Namita Agrawal | Sidharth Music](https://i.ytimg.com/vi/kkwPYdzePd4/default.jpg)
![Na Pahu Rati Na Maru Pati (Gahani) ନ ପାହୁ ରାତି ନ ମରୁ ପତି | Geeta Dash | Sidharth Bhakti](https://i.ytimg.com/vi/JLgVuTW1uRQ/default.jpg)
![Chanakya Bachana ଚାଣକ୍ୟ ବଚନ || Singer - Pankaj Jaal || Sarthak Music | Sidharth Bhakti](https://i.ytimg.com/vi/VQQaiZPwkXM/default.jpg)
![କୁନି ନମିତା ଏମିତି ଗାଇଲେ , ସମସ୍ତେ ଗୀତ ଶୁଣି କାନ୍ଦିଲେ !! Soumyashree | Mun Bi Namita Agrawal Hebi |](https://i.ytimg.com/vi/3yo8orzTaYk/default.jpg)
![SAMPURNA ODIA BHAGABATA - 1st Skandha (Adhyaya-1) | Namita Agrawal | ଭାଗବତ - ପ୍ରଥମ ସ୍କନ୍ଧ (ଅଧ୍ୟାୟ-୧)](https://i.ytimg.com/vi/ucWv1d_u_N0/default.jpg)
![Na Pahu Rati Na Maru Pati (Video) ନ ପାହୁ ରାତି ନ ମରୁ ପତି(ଗାହାଣୀ ) | Geeta Dash | Sidharth Bhakti](https://i.ytimg.com/vi/e60R6FZYgqQ/default.jpg)
![Sri JagannathNka Sohala Nama | Odia Bhajans | Audio JukeBox | Namita Agarwal | Sidharth Music](https://i.ytimg.com/vi/0Ez1yd__Sug/default.jpg)
![MAA SARASWATI MAHIMA O KALIDAS KATHA-( VIDEO)ସରସ୍ୱତୀ ମହିମା ଓ କାଳିଦାସ କଥା | Sri Charana | Sidharth](https://i.ytimg.com/vi/_GwbjEIf86k/default.jpg)
![Kalijai Song - Bapa Ghara Khela Sarigala ବାପ ଘର ଖେଳ - ଜାଇର କରୁଣ କାହାଣୀ | Gita Dash | Sidharth Bhakti](https://i.ytimg.com/vi/rjJr4LZFqw4/default.jpg)
![NIRIMAKHI TAPOI - Suna Suna Maa Bhauni | Khudurukuni Osha Katha | Namita Agrawal | Sidharth Music](https://i.ytimg.com/vi/yIxM7hAfpwE/default.jpg)
![Dharama Danda ଧରମ ଦାଣ୍ଡ | CHAKULIA PANDA GITA by SriCharana & Gobinda Chandra | Sidharth Music](https://i.ytimg.com/vi/cgi1F8KMz_c/default.jpg)
![TRINATHA MELA ତ୍ରିନାଥ ମେଳା | Narendra Kumar | Sidharth Music | Sidharth Bhakti](https://i.ytimg.com/vi/LR7MPvwPw4o/default.jpg)