Sri Hanuman Amrutabani | ଶ୍ରୀ ହନୁମାନ୍ ଅମୃତବାଣୀ | Namita Agrawal | Sidharth Music
ଏହି ହନୁମାନ ଅମୃତବାଣୀରେ ଶ୍ରୀ ହନୁମାନଙ୍କ ଲୀଳା ଖୁବ୍ ସୁନ୍ଦର ଭାବେ ବର୍ଣନା କରାହୋଇଚି । ହନୁମାନ ସୁଗ୍ରୀବଙ୍କ ଭଣଜା ଓ ରାମଚନ୍ଦ୍ରଙ୍କ ଶ୍ରେଷ୍ଠ ଭକ୍ତଭାବେ ପରିଚିତ । ଏହାଙ୍କ ମାତାଙ୍କ ନାମ ଅଞ୍ଜନା; ଏ ବାୟୁଦେବତାଙ୍କ ପୁତ୍ର । ଏ ପ୍ରଥମେ ବାଳିଙ୍କର ସେନାପତି ଥିଲେ, ପରେ ବାଳିଙ୍କର ରାଜ୍ୟରୁ ବିତାଡ଼ନ ପରେ ଏ ସୁଗ୍ରୀବଙ୍କର ପାରିଷଦ ହେଲେ ସୀତାହରଣ ପରେ ରାମଚନ୍ଦ୍ରଙ୍କର ସୁଗ୍ରୀବଙ୍କ ସଙ୍ଗେ ମିତ୍ରତା ହେବାରୁ ଏ ସୀତାଙ୍କୁ ଠାବ କରିବାକୁ ଦୂତରୂପେ ଦକ୍ଷିଣକୁ ଯାଇ ଲଙ୍କାରେ ଅଶୋକବନରେ ସୀତାଙ୍କୁ ଠାବ କରି, ତାଙ୍କୁ ଶ୍ରୀରାମଙ୍କ ସଂବାଦ ଦେଇ, ତାଙ୍କଠାରୁ ଲେଉଟ ସଂବାଦ ଓ ସଂଙ୍କେତ ଆଣି ଶ୍ରୀରାମଙ୍କୁ ଦେଇଥିଲେ । ଏ ନିଜ ଲାଙ୍ଗୁଳରେ କନା ଗୁଡ଼ିଆଇ ତେଲ ଢଳାଇ ତହିଁରେ ନିଆ ଲଗାଇ ଲଙ୍କାକୁ ପୋଡ଼ି ପକାଇ ଥିଲେ ଏ ଅତ୍ୟନ୍ତ ବଳଶାଳୀ ଥିଲେ ଓ ଭାରତବର୍ଷରୁ ଲଙ୍କାକୁ ଡେଇଁଥିଲେ ଲକ୍ଷ୍ମଣଙ୍କ ଶକ୍ତିଭେଦ ହେବାରୁ ଏ ଅମରଔଷଧି ଆଣିବାକୁ ଯାଇ ଗନ୍ଧମାର୍ଦ୍ଦନ ପର୍ବତକୁ ଉପାଡ଼ି ନିଜ ମୁଣ୍ଡରେ ବୋହି ଲଙ୍କାଠାକୁ ଆଣିବାରୁ ଲକ୍ଷ୍ମଣଙ୍କର ପ୍ରାଣରକ୍ଷା ହେଲା । ଏ ରାବଣଙ୍କ ରାକ୍ଷସ ସେନା ସଙ୍ଗେ ଖୁବ୍ ବୀରତା ସହକାରେ ୟୁଦ୍ଧ କରି ଥିଲେ ରାମଚନ୍ଦ୍ର ଦେହ ତ୍ୟାଗ କରିବା ସମଯରେ ଏହାଙ୍କୁ ଅମରବର ଦେଇଥିଲେ । କଥିତ ଅଛି ଯେ, ଲଙ୍କା ପୋଡ଼ିବା ପରେ ହନୁମାନ୍ ନିଜ ଲାଙ୍ଗୁଡ଼ରେ ଜଳୁଥିବା ନିଆଁକୁ ହାତରେ ଓ ଗୋଡ଼ରେ ମଳି ଲିଭାଇ ଦେଇ ସେହି କରତଳକୁ ମୁଁହରେ ବୋଳି ଦେବାରୁ ତାଙ୍କ ମୁହଁ କଳା ପଡ଼ିଗଲା ଓ ତଦବଧି ତାଙ୍କ ବଂଶଧରମାନେ (ହନୁମାଙ୍କଡ଼) ମୁହଁପୋଡ଼ା ବାନ୍ଦର ହେଲେ । ଦ୍ଵାପର ଯୁଗରେ ଭୀମଙ୍କ ସଙ୍ଗେ ଗନ୍ଧମାର୍ଦ୍ଦନ ପର୍ବତରେ ଏହାଙ୍କର ଭେଟ ହୋଇଥିଲା । ହିନ୍ଦୁମାନେ ଏହାଙ୍କୁ 'ମହାବୀର' ଠାକୁର ରୁପରେ ପୁଜା କରନ୍ତି ।
Album: Sri Hanuman Amrutabani
Singer: Namita Agrawal
Video Artiste: Namita Agrawal
Music Director: Traditional
Lyrics: Alekh Biswal
Video Director: Bharati Krushna
Producer: Sitaram Agrawal
Music Label: Sidharth Music
♪ Full Song Available on ♪
Gaana : https://bit.ly/2RVTiMr
JioSaavn : https://bit.ly/2t1YplO
Wynk : https://bit.ly/38ITdm8
Apple Music : https://apple.co/30ZfKZf
Amazon Prime Music : https://amzn.to/2NZn5CT
iTunes : https://apple.co/2RAXAtT
Spotify : https://spoti.fi/36AvBhY
YouTube Music : https://bit.ly/36t5Z6B
For Caller Tune : Operator Codes :
Vodafone Subscribers Dial 5372638531
Airtel Subscribers Dial 5432111264969
Idea Subscribers Dial 567892638531
BSNL (South / East) Subscribers sms BT 2638531 To 56700
"Sidharth Music" ଏବଂ "Sidharth TV" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଏହି Video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ Video ର Notification ପାଇବା ପାଇଁ "Namita Agrawal" YouTube Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
#SidharthMusic #SidharthTV #SitaramAgrawal #NamitaAgrawal
Видео Sri Hanuman Amrutabani | ଶ୍ରୀ ହନୁମାନ୍ ଅମୃତବାଣୀ | Namita Agrawal | Sidharth Music канала Namita Agrawal
Album: Sri Hanuman Amrutabani
Singer: Namita Agrawal
Video Artiste: Namita Agrawal
Music Director: Traditional
Lyrics: Alekh Biswal
Video Director: Bharati Krushna
Producer: Sitaram Agrawal
Music Label: Sidharth Music
♪ Full Song Available on ♪
Gaana : https://bit.ly/2RVTiMr
JioSaavn : https://bit.ly/2t1YplO
Wynk : https://bit.ly/38ITdm8
Apple Music : https://apple.co/30ZfKZf
Amazon Prime Music : https://amzn.to/2NZn5CT
iTunes : https://apple.co/2RAXAtT
Spotify : https://spoti.fi/36AvBhY
YouTube Music : https://bit.ly/36t5Z6B
For Caller Tune : Operator Codes :
Vodafone Subscribers Dial 5372638531
Airtel Subscribers Dial 5432111264969
Idea Subscribers Dial 567892638531
BSNL (South / East) Subscribers sms BT 2638531 To 56700
"Sidharth Music" ଏବଂ "Sidharth TV" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଏହି Video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ Video ର Notification ପାଇବା ପାଇଁ "Namita Agrawal" YouTube Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
#SidharthMusic #SidharthTV #SitaramAgrawal #NamitaAgrawal
Видео Sri Hanuman Amrutabani | ଶ୍ରୀ ହନୁମାନ୍ ଅମୃତବାଣୀ | Namita Agrawal | Sidharth Music канала Namita Agrawal
Показать
Комментарии отсутствуют
Информация о видео
Другие видео канала
![](https://i.ytimg.com/vi/IO4TKBaLjD0/default.jpg)
![श्री हनुमान चालीसा Hanuman Chalisa I GULSHAN KUMAR I HARIHARAN, Full HD Video, Shree Hanuman Chalisa](https://i.ytimg.com/vi/AETFvQonfV8/default.jpg)
![Sri bishnu sahashranama](https://i.ytimg.com/vi/wv_hJskOPmY/default.jpg)
![Mu B Namita Agrawal Hebi - Studio Round FULL EPISODE -85| Best Singing Reality Show on Sidharrth TV](https://i.ytimg.com/vi/b4AV1GuU2O0/default.jpg)
![Sri Hanuman Chalisa | ଶ୍ରୀ ହନୁମାନ ଚାଳିଶା | Dilip Sarangi | Odia Bhaktidhara](https://i.ytimg.com/vi/cIU5E-XJpS8/default.jpg)
![Sri Jagannatha Amrutabani | ଶ୍ରୀ ଜଗନ୍ନାଥ ଅମୃତବାଣୀ | Namita Agrawal | Sidharth Music](https://i.ytimg.com/vi/XYc75Cd-SPE/default.jpg)
![श्री हनुमान अमृतवाणी Shree Hanuman Amritwani Part 2 by Anuradha Paudwal I Full Video Song](https://i.ytimg.com/vi/ksPEwPcFGbU/default.jpg)
![Gita Gyana Odia || Sricharan || Odia Bhajan || Omm Namo Bhagabate || Prem Anand || Bindas Odisha](https://i.ytimg.com/vi/l_nCbbsFKdA/default.jpg)
![He Sai Ram He Sai Ram Hare Hare Krishna Radhe Radhe Shyam | Namita Agrawal | Sidharth Music](https://i.ytimg.com/vi/rCa47Vx_0qw/default.jpg)
![DUNIYA CHALENA SRI RAMA BINA ଦୁନିଆ ଚାଲେନା ଶ୍ରୀ ରାମ ବିନା || Pankaj jaal || SARTHAK MUSIC](https://i.ytimg.com/vi/ZtQM_g8acGY/default.jpg)
![Jibanku Kiaba Bharasa || Odia Bhajan || Full Video || Sarat Nayak || Pankaj Jal || Sabitree Music](https://i.ytimg.com/vi/ZwKmGxtFp3o/default.jpg)
![श्री हनुमान चालीसा I Shree Hanuman Chalisa I GULSHAN KUMAR, HARIHARAN I Hanuman Chalisa Ashtak](https://i.ytimg.com/vi/LUx8wlA_dk8/default.jpg)
![Sthiti ଙ୍କ ଗୀତ ଶୁଣି କାନ୍ଦିପକେଇଲେ ନମିତା ମ୍ୟାମ - Emotional ହେଲେ ସମସ୍ତେ - Mun Bi Namita Agrawal Hebi](https://i.ytimg.com/vi/sUVHvaaVwQA/default.jpg)
![NISWA KARA HE MATE & Other Hit Bhajans of KUMAR BAPI | Audio Jukebox | Odia Bhaktidhara](https://i.ytimg.com/vi/JHS5SMMPTaI/default.jpg)
![BEST 25 Jagannath Bhajans | Namita Agrawal ଶ୍ରୀ ଜଗନ୍ନାଥଙ୍କ ଷୋହଳ ନାମ ସହ ୨୫ଟି HITଭଜନ | Sidharth Music](https://i.ytimg.com/vi/PwvoIN0VXxc/default.jpg)
![Jay Hanuman | Odia Bhajan | Sricharan Mohanty | Pana Sankranti 2021 | New Odia Bhajan | Riya Music](https://i.ytimg.com/vi/mX35v2JClss/default.jpg)
![आपकी इच्छा ये हनुमान जरूर पूर्ण करेगा - भक्त की पुकार - Shiv Ki Leela - महाकालेश्वर शिव की जय हो](https://i.ytimg.com/vi/8UE7nr9wVwk/default.jpg)
![ତମେ ଜଣେ ଚମତ୍କାର Singer - Upasana -Mun Bi Namita Agrawal Hebi - Grand Finale - Sidharrth TV](https://i.ytimg.com/vi/eZCf3iABS2U/default.jpg)
![Shri Hanuman Chalisa Bhajans By Hariharan Full Audio Songs Juke Box YouTube 360p](https://i.ytimg.com/vi/UzdLbpQ-enM/default.jpg)
![BEST ALL TIME HIT ODIA HANUMAN BHAJANS -Jaya Jaya Bira Hanumana |Bishnu Mohan | Jukebox | Sidharth](https://i.ytimg.com/vi/_8nzdwWV3dE/default.jpg)