Загрузка страницы

Sri Jagannatha Amrutabani | ଶ୍ରୀ ଜଗନ୍ନାଥ ଅମୃତବାଣୀ | Namita Agrawal | Sidharth Music

ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କ ଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ଵାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । [୧]ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ଜଗନ୍ନାଥଙ୍କର ପ୍ରଥମ ସ୍ଥାପନ କର୍ତ୍ତା ବ୍ରହ୍ମାଙ୍କର ପଞ୍ଚମପୁରୁଷ, ସୂର୍ଯ୍ୟବଂଶର ରାଜା ଇନ୍ଦ୍ରଦ୍ୟୁମ୍ନ, ସେ ଅବନ୍ତୀ ଦେଶର ରାଜା ଥିଲେ । ସତ୍ୟଯୁଗରେ ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ପ୍ରଥମେ ଜଗନ୍ନାଥ ପ୍ରକଟ ହେଲେ ବୋଲି ସ୍କନ୍ଦପୁରାଣ କହନ୍ତି । ଯସ୍ତୁ ସାକ୍ଷାତ ଜଗନ୍ନାଥଃ ଆବିର୍ଭୂତଃ କୃତେନ (୨୧ ଅଧ୍ୟାୟ) ସତ୍ୟ ଯୁଗରେ ଏହି ପୌରାଣିକ ପୁରୁଷ ପୂଜା ଖ୍ୟାତ ପାଇଁ ଚେଷ୍ଟା କରିଥିଲେ। ତ୍ରେତୟା ଯୁଗର କ୍ଷେତ୍ରଥିଲା, ମାତ୍ର ପୂଜା ଋଷିମାନଙ୍କ ଦ୍ୱାରା ହିଁ ହେଉଥିଲା । ରାଜା ରତ୍ନଗ୍ରୀବ ତ୍ରେତାଯୁଗରେ ଦର୍ଶନ କରିବାକୁ ଆସିଥିବା ପଦ୍ମପୁରାଣ କହନ୍ତି । ଏହି ଇନ୍ଦ୍ରଦ୍ୟୁମ୍ନଙ୍କ ସମୟ ହେଲା, ଦ୍ଵିତୀୟ ପରାର୍ଦ୍ଧ ସ୍ୱାୟମ୍ଭୁବ ମନୁଙ୍କ ରାଜଜ୍ୱ କାଳର ଶ୍ଵେତ ବାରାହକଳ୍ପ । ଏତେ ବେଳକୁ ଦାରୁପୂଜା ଆରମ୍ଭ ହୋଇଥିଲା। । ଏହି ଇନ୍ଦ୍ରଦ୍ୟୁମ୍ନଙ୍କୁ ଶ୍ରୀମନ୍ଦିରର ଶ୍ରାଦ୍ଧ ପରମ୍ପରାନୁସାରେ ଆଶ୍ୱମେଧି ଇନ୍ଦ୍ରଦ୍ୟୁମ୍ନ କହନ୍ତି, କେହି କେହି ଇନ୍ଦ୍ରଭୂତି, କେହିକେହି ବା ଇନ୍ଦ୍ରବୋଲି ମଧ୍ୟ କହନ୍ତି । ମାତ୍ର ଯାହା ଜଣାଯାଏ ଯେତେବେଳେ ଯେଉଁ ରାଜା ଜଗନ୍ନାଥଙ୍କ ପୂଜାରେ ନିକଟତମ ବ୍ୟକ୍ତି ରୂପରେ ଆସିଛନ୍ତି ସେ ନିଜକୁ ଇନ୍ଦ୍ରଦ୍ୟୁମ୍ନ ବୋଲାଇଥିବା ମାଦଳାପାଞ୍ଜିର ଯଯାତି କେଶରୀଙ୍କ ଇତିହାସରୁ ଜଣାଯାଏ । କୃଷ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କ ମତରେ ତାହା ୧୫୬ କୋଟି ବର୍ଷ ତଳର କଥା । (ପୁରୁଷୋତ୍ତମ କ୍ଷେତ୍ରର ଇତିବୃତ୍ତ ପୁସ୍ତକ) ବାସ୍ତବରେ ସ୍ୱାୟମ୍ଭୂବ ମନୁଙ୍କ କାଳକୁ ଧରିଲେ ଏହା ସ୍ମରଣାତୀତ କାଳର କଥା ହେବ ।

"Sidharth Music" ଏବଂ "Sidharth TV" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଏହି Video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ Video ର Notification ପାଇବା ପାଇଁ "Namita Agrawal" YouTube Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I

#SidharthMusic #SidharthTV #SitaramAgrawal #NamitaAgrawal

Видео Sri Jagannatha Amrutabani | ଶ୍ରୀ ଜଗନ୍ନାଥ ଅମୃତବାଣୀ | Namita Agrawal | Sidharth Music канала Namita Agrawal
Показать
Комментарии отсутствуют
Введите заголовок:

Введите адрес ссылки:

Введите адрес видео с YouTube:

Зарегистрируйтесь или войдите с
Информация о видео
4 декабря 2016 г. 5:30:00
00:44:25
Другие видео канала
SRI JAGANNATH SAHASRANAMA ଶ୍ରୀ ଜଗନ୍ନାଥ ସହସ୍ରନାମ | Namita Agrawal | Sidharth MusicSRI JAGANNATH SAHASRANAMA ଶ୍ରୀ ଜଗନ୍ନାଥ ସହସ୍ରନାମ | Namita Agrawal | Sidharth MusicJibanara Sesa Bandhu Prabhu Jagannatha | ଜୀବନର ଶେଷ ବନ୍ଧୁ... | Namita Agrawal | Sidharth MusicJibanara Sesa Bandhu Prabhu Jagannatha | ଜୀବନର ଶେଷ ବନ୍ଧୁ... | Namita Agrawal | Sidharth MusicSri Jagannatha'nka Sohala Nama | ଶ୍ରୀ ଜଗନ୍ନାଥଙ୍କ ଷୋହଳ ନାମ I Namita Agrawal I Sidharth MusicSri Jagannatha'nka Sohala Nama | ଶ୍ରୀ ଜଗନ୍ନାଥଙ୍କ ଷୋହଳ ନାମ I Namita Agrawal I Sidharth Musicଜଗନ୍ନାଥ ଭଜନ_odia Jagannath bhajan_ଓଡ଼ିଆ ଜଗନ୍ନାଥ ଭଜନ_କାଳିଆ ଭଜନ_bhajan hits_Bhikari Bala bhajanଜଗନ୍ନାଥ ଭଜନ_odia Jagannath bhajan_ଓଡ଼ିଆ ଜଗନ୍ନାଥ ଭଜନ_କାଳିଆ ଭଜନ_bhajan hits_Bhikari Bala bhajanAkatya Bachana ଅକାଟ୍ୟ ବଚନ (ସର୍ବଶ୍ରେଷ୍ଠ ଜ୍ୟୋତିଷ ଗଣନା ) | Namita Agrawal | Sidharth MusicAkatya Bachana ଅକାଟ୍ୟ ବଚନ (ସର୍ବଶ୍ରେଷ୍ଠ ଜ୍ୟୋତିଷ ଗଣନା ) | Namita Agrawal | Sidharth Musicଜୟ ତୁ ମଙ୍ଗଳା ମା ଗୋ ଜୟ ହରଚଣ୍ଡୀ JAYA TU MANGALA MAA GO JAYA HARACHANDI - Odia Bhajan | Namita Agrawalଜୟ ତୁ ମଙ୍ଗଳା ମା ଗୋ ଜୟ ହରଚଣ୍ଡୀ JAYA TU MANGALA MAA GO JAYA HARACHANDI - Odia Bhajan | Namita AgrawalKhana Bachana | ଖନା ବଚନ | Namita Agrawal | Sidharth MusicKhana Bachana | ଖନା ବଚନ | Namita Agrawal | Sidharth MusicHrudayara Gita Vol - 8 | Timeless Jagannath Bhajan Audio Jukebox | Namita Agrawal | Sidharth MusicHrudayara Gita Vol - 8 | Timeless Jagannath Bhajan Audio Jukebox | Namita Agrawal | Sidharth MusicBhagabata Saara - ଭାଗବତ ସାର ( ଓଡ଼ିଆ ଭାଗବତର ଶ୍ରେଷ୍ଠ ପଦାବଳୀ ) | Namita Agrawal | Sidharth MusicBhagabata Saara - ଭାଗବତ ସାର ( ଓଡ଼ିଆ ଭାଗବତର ଶ୍ରେଷ୍ଠ ପଦାବଳୀ ) | Namita Agrawal | Sidharth MusicSri Jagannath Aarti | ଶ୍ରୀ ଜଗନ୍ନାଥ ଆରତୀ | Namita Agrawal & Subash Dash | Sidharth BhaktiSri Jagannath Aarti | ଶ୍ରୀ ଜଗନ୍ନାଥ ଆରତୀ | Namita Agrawal & Subash Dash | Sidharth BhaktiJibanku Kiaba Bharasa || Odia Bhajan || Full Video || Sarat Nayak || Pankaj Jal || Sabitree MusicJibanku Kiaba Bharasa || Odia Bhajan || Full Video || Sarat Nayak || Pankaj Jal || Sabitree MusicShree Jagannath Sahasranama - 1000 names of Lord Jagannath | Namita Agarwal &  Subash DashShree Jagannath Sahasranama - 1000 names of Lord Jagannath | Namita Agarwal & Subash DashBhagabata Sara | ଭାଗବତ ସାର - ଓଡ଼ିଆ ଭାଗବତର ଶ୍ରେଷ୍ଠ ପଦ୍ୟାବଳୀ | Namita Agrawal | Sidharth MusicBhagabata Sara | ଭାଗବତ ସାର - ଓଡ଼ିଆ ଭାଗବତର ଶ୍ରେଷ୍ଠ ପଦ୍ୟାବଳୀ | Namita Agrawal | Sidharth MusicNamaste Prabhu Jagannath 🙏 Soulful Heart touching Odia BhajanNamaste Prabhu Jagannath 🙏 Soulful Heart touching Odia BhajanSRIKRUSHNANKA NAMA KIRTANA - ଶ୍ରୀକୃଷ୍ଣଙ୍କ ନାମ କୀର୍ତ୍ତନ |  Namita Agrawal | Sidharth MusicSRIKRUSHNANKA NAMA KIRTANA - ଶ୍ରୀକୃଷ୍ଣଙ୍କ ନାମ କୀର୍ତ୍ତନ | Namita Agrawal | Sidharth MusicKhana Bachana - ଖନା ବଚନ  (ସର୍ବଶ୍ରେଷ୍ଠ ଜ୍ୟୋତିଷ ଗଣନା ) | Namita Agrawal | Sidharth MusicKhana Bachana - ଖନା ବଚନ (ସର୍ବଶ୍ରେଷ୍ଠ ଜ୍ୟୋତିଷ ଗଣନା ) | Namita Agrawal | Sidharth MusicSrikrushna Gobinda Hare Murare - ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୂରାରୀ | Namita Agrawal | Sidharth MusicSrikrushna Gobinda Hare Murare - ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୂରାରୀ | Namita Agrawal | Sidharth Musicହଉ ସେ ଦୁବ_Best All Time Hit Odia Jagannath Bhajan_ଓଡ଼ିଆ ଜଗନ୍ନାଥ ଭଜନ_କାଳିଆ ଭଜନ_bhajan hitsହଉ ସେ ଦୁବ_Best All Time Hit Odia Jagannath Bhajan_ଓଡ଼ିଆ ଜଗନ୍ନାଥ ଭଜନ_କାଳିଆ ଭଜନ_bhajan hitsSri Hanuman Chalisa | ଶ୍ରୀ ହନୁମାନ ଚାଳିଶା | Dilip Sarangi | Odia BhaktidharaSri Hanuman Chalisa | ଶ୍ରୀ ହନୁମାନ ଚାଳିଶା | Dilip Sarangi | Odia Bhaktidhara
Яндекс.Метрика