Soumyashreeର ଗୀତ ଶୁଣି ନମିତା MAM ଠିଆ ହୋଇ ତାଳି ମାରିଲେ - 1st time ଏମିତି ହେଲା - Mun B iNamitaAgrawalHebi
Click the link below to watch the original song of Namita Agrawal
https://youtu.be/q4iVjoimp5w
Song : Manaku Karichi Mati Dipa Tie - Album : Jagara 2020
Lyrics : Arun Mantri - Music Director : Prem Anand
Singer: Namita Agrawal
-------------------------------------------------------------------------------------------------------------------
Sidharrth TV ର ନିଆରା Singing Reality Show "ମୁଁ ବି ନମିତା ଅଗ୍ରୱାଲ ହେବି" ଖୁବ୍ କମ୍ ଦିନ ଭିତରେ ଓଡ଼ିଶାର ଘରେ ଘରେ ସଙ୍ଗୀତ ପ୍ରତି ଏକ ନୂଆ ଆକର୍ଷଣ ସୃଷ୍ଟି କରିବା ସହିତ ସବୁଠୁ ଲୋକପ୍ରିୟ Reality Show ରୂପେ ପ୍ରତିଷ୍ଠିତ ହୋଇପାରିଛି I Audition Round, Mega ଓ Super Mega Audition Round ପରେ ଏବେ ଆରମ୍ଭ ହୋଇଯାଇଛି Studio Round, ଯେଉଁଥିରେ ଶ୍ରେଷ୍ଠ ୨୪ ଜଣ ଗାୟକଙ୍କ ଭିତରେ Show ର Winner Crown ପିନ୍ଧିବାକୁ ପ୍ରତିଯୋଗିତା ଚାଲିଛି. ଏହି Studio Round ରେ ଗାୟିକା ମାନଙ୍କୁ ଉତ୍ସାହିତ କରିବା ପାଇଁ ନିଜେ ନମିତା ଅଗ୍ରୱାଲଙ୍କ ସହିତ ମହା Judge ରୂପେ ଉପସ୍ଥିତ ରହୁଛନ୍ତି ଭଜନ ସାମ୍ରାଜ୍ଞୀ ଶାନ୍ତିଲତା ବାରିକ I ଏହି ସୋ'ର ଆରମ୍ଭରୁ ବିଚାରକ ଭାବେ ମନ୍ମଥ ମିଶ୍ର , ଗୀତା ଦାସ, ଶ୍ରୀକାନ୍ତ ଗୌତମ ରହି ଆସିଥିବା ବେଳେ ଅନ୍ୟତମ ବିଚାରକ ଭାବରେ ଦେଖିବାକୁ ମିଳୁଛି ବିଶିଷ୍ଟ ଗାୟକ ସୁବାସ ଦାସଙ୍କୁ , ଏଥି ସହ ନୂଆପିଢ଼ି ର ଲୋକପ୍ରିୟ ଗାୟିକା ଅନ୍ତରା, ପ୍ରଜ୍ଞା, ଦୀପ୍ତି, ଅର୍ପିତା ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ପିଲାଦିନରୁ ସେମାନଙ୍କ ଉପରେ ନମିତା ଅଗ୍ରୱାଲଙ୍କ ଗୀତର ପ୍ରଭାବ ସମ୍ପର୍କ ରେ ସ୍ମୃତି ଚାରଣ କରିବା ସହିତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ନମିତା Madamଙ୍କ ଭଜନ ଗାନ କରୁଛନ୍ତି I ନୂଆ ଗାୟିକା ମାନଙ୍କୁ ଆବିଷ୍କାର କରି ସେମାନଙ୍କ ପ୍ରତିଭା ର ବିକାଶ କରାଇ ଓଡିଶାର ସଙ୍ଗୀତ ଜଗତକୁ ନୂଆ ସ୍ଵରରେ ସମୃଦ୍ଧ କରାଇବା ନିମନ୍ତେ ସୀତାରାମ ଅଗ୍ରୱାଲଙ୍କ ଏହି ପରିକଳ୍ପନା ସଙ୍ଗୀତ କ୍ଷେତ୍ରରେ ନୂଆ ଉନ୍ମାଦନା ସୃଷ୍ଟି କରିଛି ...
TV ପରଦାରେ ଦେଖିଲେ ଗୀତ ଏବଂ ଫୁଲ Episode ଆହୁରି ଭଲ ଲାଗିବ I
SIDHARRTH ର ସମସ୍ତ ତିନୋଟି ଚ୍ୟାନେଲ୍ ଏବେ Hathway, SITI, EM Digital, ORTEL, GTPL-KCBPL ଏବଂ ଅଧିକାଂଶ Cable ରେ ମିଳୁଛି, ଅନ୍ୟ Platform ରେ ଦେଖିବା ପାଇଁ Call କରନ୍ତୁ - Tata Sky- 18002086633, Airtel- 18001036065, Sun TV - 18001237575, Dish TV - 9501795017, Videocon D2H- 9115691156, NXT Digital- 18602120400
Sidharrth TV Network ର ୩ଟି ଚ୍ୟାନେଲ୍ “Sidharrth TV”, “Sidharth Bhakti” ଓ “Sidharth Gold” ମାସିକ ମାତ୍ର ୧୬* ଟଙ୍କାରେ (taxes as applicable) ନିଜ Cable/DTH ଅପରେଟରଙ୍କୁ Call କରି Subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618.
-----------------------------------------------------------------------------------------
Subscribe us on YouTube to watch clippings & promos of our All Television Channels :
👉 SidharthTV: http://www.youtube.com/c/SidharthTV
👉 Sidharth Bhakti : https://www.youtube.com/c/SidharthBhakti
👉 Sidharth Gold : http://www.youtube.com/c/SidharthGold
-----------------------------------------------------------------
Enjoy & stay connected with us!
👉 Like us on Facebook : https://www.facebook.com/SidharthTVofficial/
👉 Follow us on Twitter : https://twitter.com/sidharth_tv
👉 Follow us on Instagram : https://www.instagram.com/sidharthtvofficial/

#SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal #SidharrthTV
Видео Soumyashreeର ଗୀତ ଶୁଣି ନମିତା MAM ଠିଆ ହୋଇ ତାଳି ମାରିଲେ - 1st time ଏମିତି ହେଲା - Mun B iNamitaAgrawalHebi канала Sidharrth TV

Показать
Комментарии отсутствуют
Информация о видео
Другие видео канала
![APARAJITA ଅପରାଜିତା- EP -533 -Promo - Mega Serial -Raj Rajesh, Subhashree-Sidharrth TV](https://i.ytimg.com/vi/FAFm1ktKJ5k/default.jpg)
![DEVI ଦେବୀ - New Devotional Mega Serial - Episode- 16 - PROMO - Watch today @7pm - Sidharth TV](https://i.ytimg.com/vi/Z8mQznPqXOU/default.jpg)
![Shree Ganesh - ଶ୍ରୀ ଗଣେଶ -ମେଗା ଧାରା ବାହିକ - EP - 106 - Promo - ଆଜି @6 :30pm - Sidharth TV](https://i.ytimg.com/vi/rOpVKFGNx7c/default.jpg)
![ଦେଖନ୍ତୁ ଘରେ ନ କରୁଥିବା କାମ ଭାଉଜ ମାନେ କରୁଛନ୍ତି ଏଠି - Sampurna Laxmi - Mega - Sidharth TV](https://i.ytimg.com/vi/-t8jFFJA3fk/default.jpg)
![MANGULARA BHAGYA- ମଙ୍ଗୁଳାର ଭାଗ୍ୟ -Mega Serial | Full Episode -603| Sidharrth TV](https://i.ytimg.com/vi/E6KcY1Gn38E/default.jpg)
![APARAJITA - Full Episode - 531 | ଅପରାଜିତା | Odia Mega serial | Raj Rajesh,Subhashree | Sidharth TV](https://i.ytimg.com/vi/50SmNqBa_IA/default.jpg)
![Shooting Shetର ମଜାଦାର ଘଟଣା !! BTS Memory of Malyagiri - Babushaan - Sivani - Amlaan](https://i.ytimg.com/vi/gfOv6QFHvAA/default.jpg)
![ଆମ ଭାଉଜ ମାନେ ଭଲ ଫୁଲ ଗୁନ୍ଥି ପାରୁଛନ୍ତି ତ ?? Sampurna Laxmi - Gala - Sidharth TV](https://i.ytimg.com/vi/mKq3nHP-UFA/default.jpg)
![Florina ଲଗାଇଲେ Grand Finale ରେ ନିଆଁ - Hiphop - Naach Odisha - Sidharth TV](https://i.ytimg.com/vi/UftNQvJjk58/default.jpg)
![ଭାଉଜ ମାନଙ୍କୁ ଦିଆ ଗଲା ଏମିତି କିଛି Task !! ପାରିଲେ ତ ଆମ ଭାଉଜ ମାନେ ?? Sampurna Laxmi - Sidharth TV](https://i.ytimg.com/vi/EX5QgmYdboc/default.jpg)
![Dussehra Celebration With Ram - Aarindam - Rupsa - Asad - Santu - Sidharth TV Puja Dhamaka](https://i.ytimg.com/vi/4X_lNGzDLWA/default.jpg)
![APARAJITA ଅପରାଜିତା - Serial Best Scene - Raj Rajesh,Subhashree, - Sidharrth TV - Mon - Sat @8pm](https://i.ytimg.com/vi/33dJXjAiHuI/default.jpg)
![MANGULARA BHAGYA-ମଙ୍ଗୁଳାର ଭାଗ୍ୟ- Best Scene - Mega Serial - Sidharrth TV - Watch MON To SAT @8:30pm](https://i.ytimg.com/vi/MOxA8sxvqFo/default.jpg)
![Odishara Nua Swara - Audition -ଓଡ଼ିଶାର ନୂଆ ସ୍ୱର -EP - 9 - Promo - Sidharrth TV -Today @9pm](https://i.ytimg.com/vi/zPUwIwHmUnM/default.jpg)
![Little Star Adyasha ଦେଲେ Diva Anu Choudhuryଙ୍କୁ Surprise gift - Naach Odisha - Sidharth TV](https://i.ytimg.com/vi/K3W0IPViI5Q/default.jpg)
![PARBANA RANI - ପାର୍ବଣ ରାଣୀ - Durga Puja Special Show - Full Episode - 5 | Sidharth TV](https://i.ytimg.com/vi/-_pK2a347hw/default.jpg)
![ମଙ୍ଗୁଳାର ଭାଗ୍ୟ - Mangulara Bhagya - Mega Serial - EP - 604 - Promo - Mon-Sat 8:30PM Sidharth TV](https://i.ytimg.com/vi/txwUYt-kkEk/default.jpg)
![DEVI ଦେବୀ - New Devotional Mega Serial - Episode- 15 - PROMO - Watch today @7pm - Sidharth TV](https://i.ytimg.com/vi/Vx6p4yCn9ck/default.jpg)
![Shree Ganesh - ଶ୍ରୀ ଗଣେଶ -ମେଗା ଧାରା ବାହିକ - EP - 105 - Promo - ଆଜି @6 :30pm - Sidharth TV](https://i.ytimg.com/vi/rtDvcJnJaSw/default.jpg)
![Harihar Amazed Everyone with his stylish dance on the Grand Finale - Naach Odisha - Sidharth TV](https://i.ytimg.com/vi/vVNUwpEP9Hs/default.jpg)
![MANGULARA BHAGYA- ମଙ୍ଗୁଳାର ଭାଗ୍ୟ -Mega Serial | Full Episode -602| Sidharrth TV](https://i.ytimg.com/vi/aGWcpnUSvIk/default.jpg)