Загрузка страницы

Khana Bachana(Akatya Bachana) ଖନା ବଚନ - ସର୍ବଶ୍ରେଷ୍ଠ ଜ୍ୟୋତିଷ ଗଣନା I Namita Agrawal | Sidharth Music

ଖନା ବଚନ - ପୃଥିବୀର ସର୍ବଶ୍ରେଷ୍ଠ ଜ୍ୟୋତିଷ ଗଣନା
ଜ୍ୟୋତିଷ ବିଦ୍ୟା ବିଶରଦ ବରାହମିହୀରଙ୍କ ପୁତ୍ରବଧୁ ଲୀଳାବତୀ କହିଥିବା ଜ୍ୟୋତିଷ ସାରକଥା ଖନା ବଚନ ଭାବେ ପ୍ରସିଦ୍ଧ । ଲୀଳାବତୀ ଜ୍ୟୋତିଷ ଶାସ୍ତ୍ରବିଦ୍ୟାରେ ପୃଥିବୀର ସର୍ବଶ୍ରେଷ୍ଠା , ତାଙ୍କର ଗଣନା ଅଭ୍ରାନ୍ତ ଏବଂ ଆଶ୍ଚର୍ଯ୍ୟ ଧରଣର ଥିଲା। ଶଶୁରଙ୍କ ଆଦେଶ ପାଳନ କରି ତାଙ୍କ ସ୍ୱାମୀ ମିହୀର ତାଙ୍କ ଜିହ୍ୱା ଛେଦନ କରିଥିଲେ । ଜିହ୍ୱା ଛେଦନ ପୂର୍ବରୁ ସେ କାଳ ନିରୂପଣ, ଶସ୍ୟ ବିଷୟର ଜ୍ଞାନ, କୃଷିତତ୍ତ୍ୱ ଜ୍ୟୋତିଷର ଅନେକ ସାରକଥା କହିଥିଲେ। ସେ ସବୁ ବଙ୍ଗଳା ଓ ଓଡ଼ିଆ ଭାଷାରେ ଖନା ବଚନ ଭାବେ ପ୍ରଚଳିତ।

ଲୀଳାବତୀ ଏକ ରାଜବଂଶରେ ଜନ୍ମ ଗ୍ରହଣ କରିଥିଲେ, କିନ୍ତୁ ସମୁଦ୍ର ମଧ୍ୟରେ କୈଣସି ଦ୍ୱୀପରେ ବାସ କରୁଥିବା କେତେକ ରାକ୍ଷସ ଲୀଳାବତୀଙ୍କର ପିତୃରାଜ୍ୟରେ ପ୍ରବେଶ କରି ତାଙ୍କୁ ସବଂଶରେ ମାରି ସେହି ରାଜ୍ୟରେ ବାସ କରୁଥିବା ପ୍ରଜାମାନଙ୍କୁ ବିନାଶ କରି ରାଜକୋଷର ସମସ୍ତ ଧନରତ୍ନ ଅପହରଣ କରିନେଲେ । ମାତ୍ର ଲୀଳାବତୀଙ୍କୁ ଅଳ୍ପବୟସ୍କା କୁମାରୀ ଦେଖି ଏବଂ ତାଙ୍କର ସୌନ୍ଦର୍ଯ୍ୟରେ ମୁଗ୍ଧହୋଇ ପ୍ରତିହିଂସା ପରାୟଣ ରାକ୍ଷସମାନଙ୍କ ହିଂସା ବିଦୂରିତ ହେଲା। ସେମାନେ ଧନରତ୍ନ ସହିତ ସୁକୁମାରୀ ଲୀଳାବତୀଙ୍କୁ ଅକ୍ଷର ଶରୀରରେ ନିଜ ଘରକୁ ନେଇ ଗଲେ । ସେଠାରେ ସୁକନ୍ୟାକୁ ଲାଳନ ପାଳନ କରି ନାନାଦି ଜ୍ୟୋତିଷ ଶାସ୍ତ୍ରଶିକ୍ଷା ଦେଲେ । ଯାହାଦ୍ୱାରା ସେ ପୃଥିବୀର ସର୍ବଶ୍ରେଷ୍ଠା ଜ୍ୟୋତିଷ ରୂପରେ ନିଜର ପରିଚୟ ଦେଇ ଯାଇଛନ୍ତି।

Sidharth TV ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Sidharth TV" ର YouTube Channelକୁ Subscribe କରନ୍ତୁ ଓ Bell ର Button 🔔 ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
-----------------------------------------------------------------
Watch & Subscribe to our other YouTube Channels:

👉 Sidharth Music: http://www.youtube.com/c/SidharthMusic 
👉 Namita Agrawal : https://www.youtube.com/c/NamitaAgrawal 
👉 Sidharth Bhakti : https://www.youtube.com/c/SidharthBhakti
-----------------------------------------------------------------
Enjoy & stay connected with us!

👉 Like us on Facebook : https://www.facebook.com/SidharthTVofficial/
👉 Follow us on Twitter : https://twitter.com/sidharth_tv
👉 Follow us on Instagram : https://www.instagram.com/sidharthtvofficial/
-----------------------------------------------------------------
#SidharthTV #SidharthMusic #SidharthBhakti #NamitaAgrawal #SitaramAgrawal

Видео Khana Bachana(Akatya Bachana) ଖନା ବଚନ - ସର୍ବଶ୍ରେଷ୍ଠ ଜ୍ୟୋତିଷ ଗଣନା I Namita Agrawal | Sidharth Music канала Sidharth TV
Показать
Комментарии отсутствуют
Введите заголовок:

Введите адрес ссылки:

Введите адрес видео с YouTube:

Зарегистрируйтесь или войдите с
Информация о видео
26 апреля 2016 г. 22:39:05
00:34:05
Другие видео канала
Khana Bachana - ଖନା ବଚନ  (ସର୍ବଶ୍ରେଷ୍ଠ ଜ୍ୟୋତିଷ ଗଣନା ) | Namita Agrawal | Sidharth MusicKhana Bachana - ଖନା ବଚନ (ସର୍ବଶ୍ରେଷ୍ଠ ଜ୍ୟୋତିଷ ଗଣନା ) | Namita Agrawal | Sidharth MusicKHANA BACHANA ଖନା ବଚନ || Namita Agrawal || Sidharth MusicKHANA BACHANA ଖନା ବଚନ || Namita Agrawal || Sidharth MusicNa Pahu Rati Na Maru Pati (Gahani) ନ ପାହୁ  ରାତି ନ ମରୁ ପତି | Geeta Dash |  Sidharth BhaktiNa Pahu Rati Na Maru Pati (Gahani) ନ ପାହୁ ରାତି ନ ମରୁ ପତି | Geeta Dash | Sidharth BhaktiDUHITA JANAMA ଦୁହିତା ଜନମ || Gobinda Chandra & Sailabhama || WORLD MUSICDUHITA JANAMA ଦୁହିତା ଜନମ || Gobinda Chandra & Sailabhama || WORLD MUSICGahani - Mahasati Sabitri (Video) - ଗାହାଣୀ - ମହାସତୀ ସାବିତ୍ରୀ | Singer - Sricharan | Sidharth BhaktiGahani - Mahasati Sabitri (Video) - ଗାହାଣୀ - ମହାସତୀ ସାବିତ୍ରୀ | Singer - Sricharan | Sidharth BhaktiDharma Danda ଧର୍ମ ଦାଣ୍ଡ || SriCharana & Gobinda Chandra || WORLD MUSICDharma Danda ଧର୍ମ ଦାଣ୍ଡ || SriCharana & Gobinda Chandra || WORLD MUSICJibanku Kiaba Bharasa || Odia Bhajan || Full Video || Sarat Nayak || Pankaj Jal || Sabitree MusicJibanku Kiaba Bharasa || Odia Bhajan || Full Video || Sarat Nayak || Pankaj Jal || Sabitree MusicShree Ramacharita Gahani | ଶ୍ରୀରାମଚରିତ ଗIହାଣୀ । ବାଦଲ କୁମାରଙ୍କ କଣ୍ଠରେ ସୁନ୍ଦର ଗIହାଣୀ ଗୀତShree Ramacharita Gahani | ଶ୍ରୀରାମଚରିତ ଗIହାଣୀ । ବାଦଲ କୁମାରଙ୍କ କଣ୍ଠରେ ସୁନ୍ଦର ଗIହାଣୀ ଗୀତSRI  JAGANNATHA SAHASRANAMA | ଶ୍ରୀ ଜଗନ୍ନାଥ ସହସ୍ରନାମ | 1000 names of Sri Jagannath | Sidharth MusicSRI JAGANNATHA SAHASRANAMA | ଶ୍ରୀ ଜଗନ୍ନାଥ ସହସ୍ରନାମ | 1000 names of Sri Jagannath | Sidharth MusicSabitri Osha( Bahi Gita) ମହାସତୀ ସାବିତ୍ରୀଙ୍କର କରୁଣ କାହାଣୀ (ବହିଗୀତ )| Namita Agrawal | Sidharth MusicSabitri Osha( Bahi Gita) ମହାସତୀ ସାବିତ୍ରୀଙ୍କର କରୁଣ କାହାଣୀ (ବହିଗୀତ )| Namita Agrawal | Sidharth MusicChanakya Bani - Chanakya Bachana ଚାଣକ୍ୟ ବାଣୀ | Namita Agrawal | Odia BhaktidharaChanakya Bani - Chanakya Bachana ଚାଣକ୍ୟ ବାଣୀ | Namita Agrawal | Odia BhaktidharaTRINATHA MELA ତ୍ରିନାଥ ମେଳା | Narendra Kumar | Odia Agana | Sidharth Music | Sidharth BhaktiTRINATHA MELA ତ୍ରିନାଥ ମେଳା | Narendra Kumar | Odia Agana | Sidharth Music | Sidharth BhaktiSUNA SUDHIJANE | Chakulia Panda Gita | ଶୁଣ ସୁଧିଜନେ | Arabinda Muduli | Sidharth BhaktiSUNA SUDHIJANE | Chakulia Panda Gita | ଶୁଣ ସୁଧିଜନେ | Arabinda Muduli | Sidharth BhaktiKarma Ra Phala କର୍ମ ର ଫଳ | Sri Charana ଶ୍ରୀ ଚରଣ | WORLD MUSICKarma Ra Phala କର୍ମ ର ଫଳ | Sri Charana ଶ୍ରୀ ଚରଣ | WORLD MUSICଶହେ ଟି ଗଙ୍ଗାର_ଜଗନ୍ନାଥ ଭଜନ_odia Jagannath bhajan_ଓଡ଼ିଆ ଜଗନ୍ନାଥ ଭଜନ_କାଳିଆ ଭଜନ_bhajan hitsଶହେ ଟି ଗଙ୍ଗାର_ଜଗନ୍ନାଥ ଭଜନ_odia Jagannath bhajan_ଓଡ଼ିଆ ଜଗନ୍ନାଥ ଭଜନ_କାଳିଆ ଭଜନ_bhajan hitsSri Jagannathnka Sohala Nama ଶ୍ରୀ ଜଗନ୍ନାଥଙ୍କ ଷୋହଳ ନାମ I Namita Agrawal I Sidharth MusicSri Jagannathnka Sohala Nama ଶ୍ରୀ ଜଗନ୍ନାଥଙ୍କ ଷୋହଳ ନାମ I Namita Agrawal I Sidharth MusicBOLE HUNTI (MANABASA GURUBAR GITA)ମାଣବସା ଗୁରୁବାର ଗୀତ-ବୋଲେ ହୁଁ ଟି || Namita Agrawal | Sidharth TVBOLE HUNTI (MANABASA GURUBAR GITA)ମାଣବସା ଗୁରୁବାର ଗୀତ-ବୋଲେ ହୁଁ ଟି || Namita Agrawal | Sidharth TVAchyutananda Malika / Kali jugara Bhabishya Bani  ଅଚ୍ୟୁତାନନ୍ଦ ମାଳିକା କଳୀ ଯୁଗର ଭବିଷ୍ୟ ବାଣୀAchyutananda Malika / Kali jugara Bhabishya Bani ଅଚ୍ୟୁତାନନ୍ଦ ମାଳିକା କଳୀ ଯୁଗର ଭବିଷ୍ୟ ବାଣୀkhana bachana!!akatya bachana namita agrawal odia!!khana bachana!!#akatyabachana!!#khanabachana!!khana bachana!!akatya bachana namita agrawal odia!!khana bachana!!#akatyabachana!!#khanabachana!!
Яндекс.Метрика