BOLE HUNTI (MANABASA GURUBAR GITA)ମାଣବସା ଗୁରୁବାର ଗୀତ-ବୋଲେ ହୁଁ ଟି | Namita Agrawal | Sidharth TV
Song : BOLE HUNTI
Album : BOLE HUNTI
Singer : Namita Agrawal
Lyrics : Basantraj Samal
Music : Traditional
ଓଡ଼ିଶାର ଘରେ ଘରେ ମାଣବସା ଗୁରୁବାର "ଲକ୍ଷ୍ମୀ ପୁରାଣ" ନାମରେ ଖ୍ୟାତ । ମାର୍ଗଶୀର ମାସର ଗୁରୁବାର ଦିନ ଓଡ଼ିଶାର ପ୍ରତି ଘରେ ଲକ୍ଷ୍ମୀପୂଜା ବା ମାଣବସା ଗୁରୁବାର ପାଳିତ ହୁଏ ।ମାର୍ଗଶୀର ମାସର ଏକ ଗୁରୁବାର ଦିନ ଶ୍ରୀୟା ଚଣ୍ଡାଳୁଣୀ ନାମକ ଏକ ଅଚ୍ଛବର ଭକ୍ତିରେ ପ୍ରୀତ ହୋଇ ଦେବୀ ଲକ୍ଷ୍ମୀ ତା ଘରେ ପହଞ୍ଚିଲେ । ଦେବୀ ଲକ୍ଷ୍ମୀଙ୍କ ଏଭଳି ଆଚରଣରେ ପ୍ରଭୁ ବଳରାମ କ୍ରୋଧାନ୍ଵିତ ହୋଇ ଦେବୀଙ୍କୁ ଘରୁ ବାହାର କରିଦେବାକୁ ପ୍ରଭୁ ଜଗନ୍ନାଥଙ୍କୁ ଆଦେଶ ଦେଲେ । ଦେବୀ ଲକ୍ଷ୍ମୀ ଏଥିରେ ମର୍ମାହତ ହୋଇ ଶ୍ରୀମନ୍ଦିର ଛାଡି ଚାଲିଗଲେ । ହେଲେ ଦେବୀଙ୍କ କ୍ରୋଧ ଫଳରେ ଜଗନ୍ନାଥ ଓ ବଳରାମ ଦୁଇ ଭାଇ ଖାଇବାକୁ ନ ପାଇ ଦୁଆର ଦୁଆର ବୁଲି ବିବିଧ ପ୍ରକାରେ ଅପମାନିତ ହେଲେ । ପରିଶେଷରେ ଦୁଇ ଭାଇ ନିଜର ଭୁଲ ବୁଝିପାରିଲେ ଏବଂ ଦୁଇ ଠାକୁରଙ୍କ ଅନୁରୋଧକ୍ରମେ ମା ଲକ୍ଷ୍ମୀ ଶ୍ରୀମନ୍ଦିରକୁ ଫେରିଆସିଲେ । ଏହା ହିଁ ଲକ୍ଷ୍ମୀ ପୁରାଣର ମୁଖ୍ୟ ବିଷୟ ବସ୍ତୁ । ଏହି ପର୍ବରେ ଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା "ଧାନବେଣୀ"ରେ ସଜାଯାଇଥାଏ । ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ଵାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି । ଗୁରୁବାର ଦିନ ବଡ଼ିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥାନ୍ତି । ପିଠାପଣା ଓ ଫଳମୂଳ ଭୋଗ (କଦଳୀ, ଛେନା, ନଡ଼ିଆ, ଗୁଡ଼, ଗୋଲମରିଚ ଓ ଅନ୍ୟାନ୍ୟ ଫଳ ) ଲକ୍ଷ୍ମୀଙ୍କ ପାଖରେ ଲଗାଯାଏ । ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ ।
♪ Full Song Available on ♪
JioSaavn : http://bit.ly/3460MBh
Wynk : http://bit.ly/2XxpNTr
Gaana : http://bit.ly/35lqIZQ
Apple Music : https://apple.co/2OovpeM
Amazon Prime Music : https://amzn.to/2CYFNET
iTunes : https://apple.co/2refSWP
Spotify : https://spoti.fi/335qu7E
#SidharthMusic #SidharthTV #SitaramAgrawal
Видео BOLE HUNTI (MANABASA GURUBAR GITA)ମାଣବସା ଗୁରୁବାର ଗୀତ-ବୋଲେ ହୁଁ ଟି | Namita Agrawal | Sidharth TV канала Sidharrth TV

Показать
Комментарии отсутствуют
Информация о видео
Другие видео канала
![Laxmi Purana ଲକ୍ଷ୍ମୀ ପୁରାଣ Manabasa Gurubar Puja ମାଣବସା ଗୁରୁବାର ବହିଗୀତ | Namita Agrawal & Gita Dash](https://i.ytimg.com/vi/Pzz3vNNFM5I/default.jpg)
![Pratikshya ଛୋଟ ହେଇ ତମେ ଯାହା ଗାଇଛ, ଆଉ କେହି ବି ସାହସ କରିବେନି ଏ ଗୀତ ଗାଇବାକୁ - Mun Bi Namita Agrawal Hebi](https://i.ytimg.com/vi/9YXVxuPIliQ/default.jpg)
![Kahin Rama Kahin Rama Rama Pari Raja Nahin || Prapti Acharya & Bigyenshi Barik | Superhit Ram Bhajan](https://i.ytimg.com/vi/eZaHzIz9vT0/default.jpg)
![Diya He Bidya Diya He Budhi Sri Ganesh - Music Video | Namita Agrawal | ଦିଅହେ ବିଦ୍ୟା ଦିଅହେ ବୁଦ୍ଧି](https://i.ytimg.com/vi/OvNEtIFvL2I/default.jpg)
![ମୁଁ TAPASWINI ର ବଡ fan- କାହିଁକି ନମିତା ମ୍ୟାମ ଏମିତି କହିଲେ ?? Mun Bi Namita Agrawal Hebi- Studio Round](https://i.ytimg.com/vi/QL2HSRFH5Dw/default.jpg)
![Naali Shadhi Shankha Sindura | Maa Tarini Bhajan ନାଲି ଶାଢୀ ଶଂଖା | Namita Agrawal | Sidharth Music](https://i.ytimg.com/vi/JCWMZmQuVRY/default.jpg)
![ମହାଲକ୍ଷ୍ମୀ ପୁରାଣ | Maha Laxmi Purana | ମାଣବସା ଗୁରୁବାର ଉପଲକ୍ଷେ ସୁନ୍ଦର ମା' ଲକ୍ଷ୍ମୀଙ୍କ କଥା](https://i.ytimg.com/vi/KyMY7HUIx18/default.jpg)
![NIRIMAKHI TAPOI - Suna Suna Maa Bhauni | Khudurukuni Osha Katha | Namita Agrawal | Sidharth Music](https://i.ytimg.com/vi/yIxM7hAfpwE/default.jpg)
![Sata Bhaire Mun Gotie Bhauni-Video |ସାତ ଭାଇରେ ଗୋଟିଏ ଭଉଣୀ(ତଅପୋଇର ଦୁଃଖ କାହାଣୀ)Namita Agrawal |Sidharth](https://i.ytimg.com/vi/h_UizhOaJEc/default.jpg)
![VAIBHAV LAXMI MANTRA - Laxmi Mantra - Mahalaxmi Mantra - Om Mahalaxmi Namo Namah - Manali Sankhala](https://i.ytimg.com/vi/k--9ZuPHs78/default.jpg)
![Odia Krushna Bhajan,Nonstop Odia Krushna Bhajan,Odia Superhit bhajan,Krishna Bhajan,krushna bhajan](https://i.ytimg.com/vi/29IRmeEWH3Y/default.jpg)
![ଲକ୍ଷ୍ମୀ ପୁରାଣ | Laxmi Puran | Full Video | Manabasa Gurubar Puja | Tarang TV](https://i.ytimg.com/vi/Khvc4G52SB0/default.jpg)
![Jagannatha Tume Parambramha - ଜଗନ୍ନାଥ ତୁମେ ପରଂବ୍ରହ୍ମ -ସାରଗର୍ଭକ ଭଜନ | Namita Agrawal | Sidharth Music](https://i.ytimg.com/vi/Exhwzss2KBQ/default.jpg)
![Mousumi ମୁଁ ଯେମିତି ଗୀତ ଟା ଗାଇଥିଲି ତମେ ସେମିତି ହିଁ ଗାଇଲ - Mun Bi Namita Agrawal Hebi - Studio Round](https://i.ytimg.com/vi/Z8kxB1q_Yac/default.jpg)
![LIVE:- संध्या भक्ति: आज शाम के समय यह हनुमान भजन सुनने से सारी दुःख बीमारियाँ और संकट दूर होते हैं](https://i.ytimg.com/vi/B3poB43aNX8/default.jpg)
![Laxmi Purana ଲକ୍ଷ୍ମୀ ପୁରାଣ Manabasa Gurubar Bahi Gita | Namita Agrawal & Gita Dash | Sidharth Music](https://i.ytimg.com/vi/hSOcH_YABrc/default.jpg)
![Mana Mora Mandira Shiva Mora Puja | Album - Shiba Ranjani | Namita Agrawal](https://i.ytimg.com/vi/mSsSKiFc9r4/default.jpg)
![VIDEO JUKEBOX - SUPERHIT LAXMI BHAJAN - Se Ta Baaunu Bhandara Rani | Namita Agrawal | Sidharth Music](https://i.ytimg.com/vi/Dme49TUWC_w/default.jpg)
![Srabana Bhara - ଶ୍ରାବଣ ଭାର | Kaudi Bala Gita | ହେ ପ୍ରଭୁ ଶିବ ଶଙ୍କର |Sri Charan,Sanju | Sidharth Music](https://i.ytimg.com/vi/IXXoCmqhbZA/default.jpg)
![](https://i.ytimg.com/vi/a2ngpHwIA8E/default.jpg)