Kalijai Song - BAPA GHARA KHELA SARIGALA ବାପ ଘର ଖେଳ | ଜାଇର କରୁଣ କାହାଣୀ | Gita Dash | Sidharth Bhakti
"ବାପ ଘର ଖେଳ" ଜାଇ ଓ ତାର ବାପାଙ୍କ କରୁଣ କାହାଣୀ ଉପରେ ଆଧାରିତ ।
ମା କାଳୀ ହିନ୍ଦୁ ଧର୍ମର ପ୍ରତ୍ୟକ୍ଷ ଅଧିଷ୍ଠାତ୍ରୀ ଦେବୀ ହୋଇଥିବା ବେଳେ ଜାଇ ସ୍ଥାନୀୟ ଅଞ୍ଛଳର ଜଣେ ସାଧାରଣ ଝିଅ ଥିଲା । ଯିଏକି କୈାଣସି ସମୟରେ ଚିଲିକାର ଗଭୀର ଗଣ୍ଡ ମଧ୍ୟରେ ବିଲୀନ ହୋଇଯାଇଥିଲା । ସେଠାରେ ଅବସ୍ଥିତ ଅନ୍ୟ ଏକ ଦ୍ବୀପ ପାରିକୁଦକୁ ବିବାହ କରି ନିଜ ପିତାଙ୍କ ସହ ଯାଉଥିବା ବେଳେ ଭୟଙ୍କର ଝଡର ସମ୍ମୁଖୀନ ହୋଇଥିଲା । ଝଡର ପ୍ରଭାବ ଅତି ତୀବ୍ର ଥିବାରୁ ନାଆଟି ସେହି ଗଣ୍ଡ ମଧ୍ୟରେ ଓଲଟି ପଡ଼ିଥିଲା । ପରେ ଜାଇର ପିତା ଓ ନାବିକ ଉଭୟ ବର୍ତ୍ତିଯାଇଥିଲେ , ମାତ୍ର ଜାଇର କୈଣସି ପତ୍ତା ମିଳିନଥିଲା । ଶୁଣିବାକୁ ମିଳେ ଯେ ଏହି ଘଟଣାର କିଛିଦିନ ପରେ ସେହି ବାଟ ଦେଇ ଯାଉଥିବା ନାବିକମାନେ ଜାଇର କାନ୍ଦଣା ଶୁଣିବାକୁ ପାଉଥିଲେ । ତେଣୁ ଧିରେ ଧିରେ ତାଙ୍କୁ ମା କାଳିଙ୍କ ଆଖ୍ୟା ଦେଇ ବିପଦ ସମୟରେ ସ୍ମରଣ କରିବାକୁ ଲାଗିଲେ । ଐତିହାସିକ ତଥ୍ୟ ଅନୁସାରେ ମା କାଳିଜାଇଙ୍କ ମନ୍ଦିର ପ୍ରାୟ ୧୭୧୭ ମସିହାରେ ପାରିକୁଦର ରାଜା ଶ୍ରୀ ଜଗନ୍ନାଥ ମାନସିଂହଙ୍କ ଦ୍ବାରା ନିର୍ମାଣ ହୋଇଥିଲା । ଏହା ପରଠୁ ମା ସେଠାରେ ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜା ପାଇ ଆସୁଛନ୍ତି ।
#SidharthBhakti #SidharthTV #NamitaAgrawal #SidharthMusic #OdiaAgana #SitaramAgrawal
Видео Kalijai Song - BAPA GHARA KHELA SARIGALA ବାପ ଘର ଖେଳ | ଜାଇର କରୁଣ କାହାଣୀ | Gita Dash | Sidharth Bhakti канала Sidharth Bhakti

Показать
Комментарии отсутствуют
Информация о видео
Другие видео канала
STORY of LOVE | স্টোরি অফ লাভ | New Natok 2019 | Zaher Alvi | Mahima | Bangla New NatokKAPILA BOLINA GAI SE | Sarira Tatwa Bhajan by Namita Agrawal | କପିଳା ବୋଲିଣ ଗାଈ ସେ | Sidharth Musicଏ ଅଗଣା ଏ ଘର E Agana E Ghara (Lyrical Version) Odia Movie - Jahaku Rakhibe Ananta (1988)भौजी आज दे रखो रात भरे के लाने रामसेवक विश्वकर्मा संध्या प्रजापतिA Nani Bada Dande Bhida Bhari | Badal Kumar | Bikash Shukla | Shree Jagannath BhajanBara Delu Hasi Hasi Maa Padmalaya - Manabasa Bhajan ବର ଦେଲୁ ହସି ହସି ମା' ପଦ୍ମାଳୟା | Sidharth Bhaktiबंशी वन में बजी, हम जानी कि आंगन में (शशि सरगम & राजेन्द्र सिंह निरंजन)Kanhei Gotharu Phitila Gai କହ୍ନେଇ ଗୋଠରୁ ଫିଟିଲା ଗାଈ | Child Archita as Raadha | Sidharth BhaktiJai Phula Malika | Achutananda's Kaliyuga Purana | ଜାଈଫୁଲ ମାଳିକା | Namita Agrawal | Odia Bhaktidharaजो भी यह हनुमान आरती सुनता है उसे समस्त कष्टों से छुटकारा मिल जाता है ..LAXMI PARTHIMA-MpMusicSiba Panchakhyara...Na Pahu Rati Na Maru Pati ନ ପାହୁ ରାତି ନ ମରୁ ପତି | Geeta Dash | Odia Agana | Sidharth TVNALI SADHI SANKHA SINDURA | Maa Tarini Bhajan ନାଲି ଶାଢୀ ଶଂଖା | Namita Agrawal | Sidharth MusicJhia Janama Para Ghara Ku | Rajani Gandha | Anasuya Nath | Srikant Gautam | Sun Music OdiaBAULA LO ରଜ ଦୋଳି ଗୀତ- ବଉଳ ଲୋ ( Vol 2 ) - Super Hit Raja Doli Gita | Sidharth MusicNIRIMAKHI TAPOI - Suna Suna Maa Bhauni | Khudurukuni Osha Katha | Namita Agrawal | Sidharth TVJai Maa Laxmi | Odia Mytholgical & Devotional Serial | Full Ep 50Sri Mandira Jaiparu Nahin - Jagannath Bhajan ଶ୍ରୀମନ୍ଦିର ଯାଇପାରୁ ନାହିଁ | Sricharana | Sidharth Bhakti