Загрузка страницы

Aji Para Gurubara Paraba Tora | Maa Laxmi Bhajan | ଆଜି ପରା ଗୁରୁବାର ପରବ ତୋର | Namita Agrawal

Create Your Reels Here :- https://bit.ly/35KiSi6
Song: Aaji Para Guru Bara
Album: Jay Maa Gojabayani
Singer: Namita Agrawal
Video Artist: Namita Agrawal
Music Director: Bilambha Kumbhara
Lyrics: Alekh Biswal
Video Director: Bharati Krushna
Producer: Sitaram Agrawal
Music Label: Sidharth Music
---------------------------------------------------------------
♪ Full Song Available on ♪
►JioSaavn : https://bit.ly/377eeFZ
►Wynk : https://bit.ly/2UzvTDs
►Resso :
►Spotify : https://spoti.fi/2SwmSZs
►Gaana : https://bit.ly/2StsfZh
►Apple Music : https://apple.co/3i2cVz2
►Amazon Prime Music : https://amzn.to/3799JKW
---------------------------------------------------------------
For Caller Tune : Operator Codes
Vodafone Subscribers Dial 53712810376
Airtel Subscribers Dial 5432111263221
Idea Subscribers Dial 567891251207
BSNL (South / East) Subscribers sms BT 1251207 To 56700
---------------------------------------------------------------
ମାଣବସା ଗୁରୁବାର ଓଷା , ମାଣବସା ଓ ମାଣ ଓଷା ନାମରେ ମଧ୍ୟ ଜଣା | ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ୱାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି । ଗୁରୁବାର ଦିନ ବଡ଼ିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥାନ୍ତି । ଗାଁମାନଙ୍କରେ ମହିଳାମାନେ ମାଟିଘରକୁ ଗୋବରରେ ଲିପାପୋଛା କରି ନୂତନ ଚାଉଳର ପିଠଉରେ ଝୋଟି ଏବଂ ଲକ୍ଷ୍ମୀପାଦରେ ଆଙ୍କନ୍ତି । ଘରର ପ୍ରତ୍ୟକ ଦୁଆର ଅଗଣା କାନ୍ଥ ଓ ଚାରିପାଖ ଝୋଟି ଚିତାଦ୍ୱାରା ସଜାଯାଇଥାଏ । ମାଣ ଖଟୁଲି ଉପରେ ଏକ ନୂଆ ମାଣରେ ଧଳାଧାନ ଭରି ରଖାଯାଏ । ହଳଦୀ ଓ ଗୁଗୁଳ ବାଟି ମାଣର ଉପରପାଶ୍ୱର୍ରେ ଲେପ ଦିଆଯାଏ ଯାହାଏକ ମୁହଁର ରୂପ ନେଇଥାଏ । ସେଥିରେ କଉଡିକୁ ଆଖିଭାବେ ବ୍ୟବାରକରି ନିଜର ସୃଜନ ଶୈଳିଦ୍ୱାରା ମାଣକୁ ଏକ ସୁନ୍ଦର ମୁହଁର ରୂପ ଦେଇ ଖଟୁଲିରେ ରଖି ତା ଉପରେ ଧାନର ମେଣ୍ଟାକୁ ରଖାଯାଏ । ନାଲିଛିଟ ଓ ସୁନ୍ଦର ପାଟକନାରେ ଓଢଣୀ ଦେଇ ଏହାକୁ ଏକ ନବ ବଧୂର ରୂପ ସଦୃଶ କରାଯାଏ । ମା’ଲକ୍ଷ୍ମୀଙ୍କର ଖଟୁଲି ବା ଆସ୍ଥାନ ଚାରିପଟେ ଷୋଳ ପାଖୁଡା ବିଶିଷ୍ଟ ଦିବ୍ୟ, ପଦ୍ମ ଅଙ୍କନ କରାଯାଇଥାଏ । ଘରର ଚତୁଃପାଶ୍ୱର୍ରୁ ମା’ଙ୍କର ପଦ୍ମ ପାଦର ଚିତା ଆସ୍ଥାନ ପର୍ଯ୍ୟନ୍ତ ଅଙ୍କାଯାଏ । କେହି କେହି ଗବପତ୍ର, ଗୟାତୁଳସୀ, କଳାପାତି, ସିନ୍ଦର ଫରୁଆ, ପିତ୍ତଳମୂର୍ତ୍ତି ଇତ୍ୟାଦି ମଧ୍ୟ ରଖିଥାନ୍ତି । ଧାନଖଳାକୁ ମଧ୍ୟ ସେଦିନ ଝୋଟିଚିତାରେ ଚିତ୍ରିତ କରାଯାଇଥାଏ । ଲକ୍ଷ୍ମୀଙ୍କର ସ୍ଥାପନା ପାଇଁ ଠାକୁରଘରର ଏକ ସ୍ୱତନ୍ତ୍ର ସ୍ଥାନ ନିରୂପଣ କରାଯାଏ । ପୂଜାସ୍ଥାନରେ ପିଠଉରେ କୋଠି କରି ଷୋହଳ ପାଖୁଡା ପଦ୍ମଫୁଲ ଅଙ୍କାଯାଏ । ପୂଜା ପାଇଁ ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥାଏ ଅମଳ ହୋଇଥିବା ଶୁକ୍ଳଧାନ , ମାଣ, ଗୁଆ, କଉଡି, ନଡିଆ, ଦୁବ, ବରକୋଳି ପତ୍ର, ସିନ୍ଦୂର, ଧୂପଦୀପ ଓ ନୈବେଦ୍ୟ । ମାଣ ବସାଇବା ପୂର୍ବରୁ ସେହିମାଣକୁ ହଳଦୀ ପାଣିରେ ଧୋଇ ଖରାରେ ଶୁଖିଯିବା ପରେ ସିନ୍ଦୂର ବୋଳାଯାଏ । ପ୍ରଥମେ ଏକ ଖଟୁଲିରେ କିଛି ନୂଆଧାନ ରଖାଯାଏ । ସିନ୍ଦୂର ବୋଳାଯାଇଥିବା ମାଣ ବା ଗଉଣୀକୁ ଲକ୍ଷ୍ମୀ ଦେବୀଙ୍କର ପ୍ରତୀକ ସ୍ୱରୂପ ନୂଆ ଧଳାଧାନରେ ପୂର୍ଣ୍ଣକରି ତା' ଉପରେ ଗୁଆ ରଖାଯାଏ । ସେହି ମାଣକୁ ଖଟୁଲି ଉପରେ ବସାଇ ତା'ଉପରେ ଧାନବେଣୀ ରଖି ନୂତନ ପାଟଲୁଗାର ଓଢ଼ଣୀ ଢଙ୍କାଯାଏ । ଲକ୍ଷ୍ମୀଙ୍କୁ ଏକ ନବବଧୂ ବେଶରେ ସଜାଯାଇ ଚନ୍ଦନ ସିନ୍ଦୂର ଆଦି ଦେଇ ସ୍ଥାପନା କରାଯାଏ । ବିଧି ଅନୁଯାୟୀ ଖଟୁଲି ଉପରେ ଲକ୍ଷ୍ମୀଙ୍କର କାଠରେ ନିର୍ମିତ ପ୍ରତିମା, ପାନିଆଁ, ଆଇନା, କଜ୍ଜଳ ଏବଂ ଖଟୁଲି ପାଖରେ ଆଖୁ, ମୂଳା ନିକଟରେ ରଖାଯାଇଥାଏ ।
------------------------------------------------------
"Sidharth Music" ଏବଂ "Sidharth TV" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଏହି Video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ Video ର Notification ପାଇବା ପାଇଁ "Namita Agrawal" YouTube Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I

#SidharthMusic #SidharthTV #SitaramAgrawal #NamitaAgrawal

Видео Aji Para Gurubara Paraba Tora | Maa Laxmi Bhajan | ଆଜି ପରା ଗୁରୁବାର ପରବ ତୋର | Namita Agrawal канала Namita Agrawal
Показать
Комментарии отсутствуют
Введите заголовок:

Введите адрес ссылки:

Введите адрес видео с YouTube:

Зарегистрируйтесь или войдите с
Информация о видео
27 апреля 2016 г. 20:00:22
00:05:02
Другие видео канала
Juade Jauchu Ja Gadibala | Tarini Bhajan | ଯୁଆଡେ ଯାଉଚୁ ଯା ଗାଡିବାଲା | Namita Agrawal | Sidharth MusicJuade Jauchu Ja Gadibala | Tarini Bhajan | ଯୁଆଡେ ଯାଉଚୁ ଯା ଗାଡିବାଲା | Namita Agrawal | Sidharth MusicMaa ta maa tara kete naa//#odiabhajan #psmusicodiaMaa ta maa tara kete naa//#odiabhajan #psmusicodiaVIDEO JUKEBOX - SUPERHIT LAXMI BHAJAN - Se Ta Baaunu Bhandara Rani | Namita Agrawal | Sidharth MusicVIDEO JUKEBOX - SUPERHIT LAXMI BHAJAN - Se Ta Baaunu Bhandara Rani | Namita Agrawal | Sidharth MusicSUPERHIT LAXMI BHAJAN - MAA LAXMI PARI KIE HABA - Audio Jukebox | Namita Agrawal | Sidharth MusicSUPERHIT LAXMI BHAJAN - MAA LAXMI PARI KIE HABA - Audio Jukebox | Namita Agrawal | Sidharth MusicAji GurubaraAji GurubaraSri Jagannatha'nka Sohala Nama | ଶ୍ରୀ ଜଗନ୍ନାଥଙ୍କ ଷୋହଳ ନାମ I Namita Agrawal I Sidharth MusicSri Jagannatha'nka Sohala Nama | ଶ୍ରୀ ଜଗନ୍ନାଥଙ୍କ ଷୋହଳ ନାମ I Namita Agrawal I Sidharth MusicBOLE HUNTI (MANABASA GURUBAR GITA)ମାଣବସା ଗୁରୁବାର ଗୀତ-ବୋଲେ ହୁଁ ଟି | Namita Agrawal | Sidharth TVBOLE HUNTI (MANABASA GURUBAR GITA)ମାଣବସା ଗୁରୁବାର ଗୀତ-ବୋଲେ ହୁଁ ଟି | Namita Agrawal | Sidharth TVNaali Shadhi Shankha Sindura | Maa Tarini Bhajan ନାଲି ଶାଢୀ ଶଂଖା | Namita Agrawal | Sidharth MusicNaali Shadhi Shankha Sindura | Maa Tarini Bhajan ନାଲି ଶାଢୀ ଶଂଖା | Namita Agrawal | Sidharth MusicLaxmi Purana ଲକ୍ଷ୍ମୀ ପୁରାଣ Manabasa Gurubar Puja ମାଣବସା ଗୁରୁବାର ବହିଗୀତ | Namita Agrawal & Gita DashLaxmi Purana ଲକ୍ଷ୍ମୀ ପୁରାଣ Manabasa Gurubar Puja ମାଣବସା ଗୁରୁବାର ବହିଗୀତ | Namita Agrawal & Gita DashKERI KERI SUNA DUBA ORIYA JAGANNATH BHAJAN ANURADHA PAUDWAL [VIDEO SONG] I KERI KERI SUNA DOOBAKERI KERI SUNA DUBA ORIYA JAGANNATH BHAJAN ANURADHA PAUDWAL [VIDEO SONG] I KERI KERI SUNA DOOBABai Thakurani | Odia Laxmi Bhajans | Audio JukeBox | Namita Agrawal | Sidharth MusicBai Thakurani | Odia Laxmi Bhajans | Audio JukeBox | Namita Agrawal | Sidharth MusicMAGUSURA DELANI CHITHI SUPERHIT LAXMI BHAJAN - Audio Jukebox | Namita Agrawal | Sidharth MusicMAGUSURA DELANI CHITHI SUPERHIT LAXMI BHAJAN - Audio Jukebox | Namita Agrawal | Sidharth MusicSeta Baunu Bhandara Rani | Odia Laxmi Bhajan By Namita Agrawal | Sidharth MusicSeta Baunu Bhandara Rani | Odia Laxmi Bhajan By Namita Agrawal | Sidharth MusicMaa Laxmi Amrutabani | ମା' ଲକ୍ଷ୍ମୀ ଅମୃତବାଣୀ - ମାଣବସା ଗୁରୁବାର | Namita Agrawal | Sidharth MusicMaa Laxmi Amrutabani | ମା' ଲକ୍ଷ୍ମୀ ଅମୃତବାଣୀ - ମାଣବସା ଗୁରୁବାର | Namita Agrawal | Sidharth MusicAji Para Gurubara Paraba Tora Bhajan Dj Song || Odia Bhajan Song Dj 2021 || Dj Aky Exclusive Remix😎Aji Para Gurubara Paraba Tora Bhajan Dj Song || Odia Bhajan Song Dj 2021 || Dj Aky Exclusive Remix😎Mana Mora Mandira Shiva Mora Puja | Album - Shiba Ranjani | Namita AgrawalMana Mora Mandira Shiva Mora Puja | Album - Shiba Ranjani | Namita AgrawalSinduka Bharinu Sina | Laxmi Bhajan | ସିନ୍ଦୂକ ଭରିନୁ ସିନା ମା | Namita Agrawal | Sidharth MusicSinduka Bharinu Sina | Laxmi Bhajan | ସିନ୍ଦୂକ ଭରିନୁ ସିନା ମା | Namita Agrawal | Sidharth MusicBole Hunti ବୋଲେ ହୁଁଟି | Laxmi Bhajan | Namita Agrawal | Odia BhaktidharaBole Hunti ବୋଲେ ହୁଁଟି | Laxmi Bhajan | Namita Agrawal | Odia BhaktidharaBole Hunti (Manabasa Gurubara Gita) | ମାଣବସା ଗୁରୁବାର ଗୀତ - ବୋଲେ ହୁଁ ଟି | Namita AgrawalBole Hunti (Manabasa Gurubara Gita) | ମାଣବସା ଗୁରୁବାର ଗୀତ - ବୋଲେ ହୁଁ ଟି | Namita Agrawal
Яндекс.Метрика