Загрузка страницы

Bole Hunti (Manabasa Gurubara Gita) | ମାଣବସା ଗୁରୁବାର ଗୀତ - ବୋଲେ ହୁଁ ଟି | Namita Agrawal

Create Your Reels Here :- https://bit.ly/3hHYKQc
Album: Bole Hunti
Singer: Namita Agrawal
Video Artiste: Namita Agrawal
Music Director: Traditional
Lyrics: Basantaraj Samal
Video Director:
Producer: Sitaram Agrawal
Music Label: Sidharth Music
------------------------------------------------------
♪ Full Song Available on ♪
►JioSaavn : http://bit.ly/3460MBh
►Wynk : http://bit.ly/2XxpNTr
►Resso :
►Spotify : https://spoti.fi/335qu7E
►Gaana : http://bit.ly/35lqIZQ
►Apple Music : https://apple.co/2OovpeM
►Amazon Prime Music : https://amzn.to/2CYFNET
------------------------------------------------------
"ମାଣବସା ଗୁରୁବାର" ଓଡ଼ିଶାର ଘରେ ଘରେ "ଲକ୍ଷ୍ମୀ ପୁରାଣ" ନାମରେ ଖ୍ୟାତ । ମାର୍ଗଶୀର ମାସର ଗୁରୁବାର ଦିନ ଓଡ଼ିଶାର ପ୍ରତି ଘରେ ଲକ୍ଷ୍ମୀପୂଜା ବା ମାଣବସା ଗୁରୁବାର ପାଳିତ ହୁଏ ।ମାର୍ଗଶୀର ମାସର ଏକ ଗୁରୁବାର ଦିନ ଶ୍ରୀୟା ଚଣ୍ଡାଳୁଣୀ ନାମକ ଏକ ଅଚ୍ଛବର ଭକ୍ତିରେ ପ୍ରୀତ ହୋଇ ଦେବୀ ଲକ୍ଷ୍ମୀ ତା ଘରେ ପହଞ୍ଚିଲେ । ଦେବୀ ଲକ୍ଷ୍ମୀଙ୍କ ଏଭଳି ଆଚରଣରେ ପ୍ରଭୁ ବଳରାମ କ୍ରୋଧାନ୍ଵିତ ହୋଇ ଦେବୀଙ୍କୁ ଘରୁ ବାହାର କରିଦେବାକୁ ପ୍ରଭୁ ଜଗନ୍ନାଥଙ୍କୁ ଆଦେଶ ଦେଲେ । ଦେବୀ ଲକ୍ଷ୍ମୀ ଏଥିରେ ମର୍ମାହତ ହୋଇ ଶ୍ରୀମନ୍ଦିର ଛାଡି ଚାଲିଗଲେ । ହେଲେ ଦେବୀଙ୍କ କ୍ରୋଧ ଫଳରେ ଜଗନ୍ନାଥ ଓ ବଳରାମ ଦୁଇ ଭାଇ ଖାଇବାକୁ ନ ପାଇ ଦୁଆର ଦୁଆର ବୁଲି ବିବିଧ ପ୍ରକାରେ ଅପମାନିତ ହେଲେ । ପରିଶେଷରେ ଦୁଇ ଭାଇ ନିଜର ଭୁଲ ବୁଝିପାରିଲେ ଏବଂ ଦୁଇ ଠାକୁରଙ୍କ ଅନୁରୋଧକ୍ରମେ ମା ଲକ୍ଷ୍ମୀ ଶ୍ରୀମନ୍ଦିରକୁ ଫେରିଆସିଲେ । ଏହା ହିଁ ଲକ୍ଷ୍ମୀ ପୁରାଣର ମୁଖ୍ୟ ବିଷୟ ବସ୍ତୁ । ଏହି ପର୍ବରେ ଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା "ଧାନବେଣୀ"ରେ ସଜାଯାଇଥାଏ । ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ଵାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି । ଗୁରୁବାର ଦିନ ବଡ଼ିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥାନ୍ତି । ପିଠାପଣା ଓ ଫଳମୂଳ ଭୋଗ (କଦଳୀ, ଛେନା, ନଡ଼ିଆ, ଗୁଡ଼, ଗୋଲମରିଚ ଓ ଅନ୍ୟାନ୍ୟ ଫଳ ) ଲକ୍ଷ୍ମୀଙ୍କ ପାଖରେ ଲଗାଯାଏ । ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ ।
----------------------------------------------------------
"Sidharth Music" ଏବଂ "Sidharth TV" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଏହି Video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ Video ର Notification ପାଇବା ପାଇଁ "Namita Agrawal" YouTube Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I

#SidharthMusic #SidharthTV #SitaramAgrawal #NamitaAgrawal

Видео Bole Hunti (Manabasa Gurubara Gita) | ମାଣବସା ଗୁରୁବାର ଗୀତ - ବୋଲେ ହୁଁ ଟି | Namita Agrawal канала Namita Agrawal
Показать
Комментарии отсутствуют
Введите заголовок:

Введите адрес ссылки:

Введите адрес видео с YouTube:

Зарегистрируйтесь или войдите с
Информация о видео
6 апреля 2017 г. 16:13:20
00:43:32
Другие видео канала
ଏଇ ଶନିବାର ମହାଶିବରାତ୍ରୀ ଉପଲକ୍ଷେ ପୁରୀ ଶ୍ରୀ ଲୋକନାଥ ମନ୍ଦିରରୁ ସିଧାପ୍ରସାରଣ କେବଳ ଜୟ ଜଗନ୍ନାଥ ଟିଭି ରେଏଇ ଶନିବାର ମହାଶିବରାତ୍ରୀ ଉପଲକ୍ଷେ ପୁରୀ ଶ୍ରୀ ଲୋକନାଥ ମନ୍ଦିରରୁ ସିଧାପ୍ରସାରଣ କେବଳ ଜୟ ଜଗନ୍ନାଥ ଟିଭି ରେGhoda Lagi Besha Sundara - Full Video - Jagannatha Bhajan | Namita Agrawal | ଘୋଡ ଲାଗି ବେଶ ସୁନ୍ଦରGhoda Lagi Besha Sundara - Full Video - Jagannatha Bhajan | Namita Agrawal | ଘୋଡ ଲାଗି ବେଶ ସୁନ୍ଦରAnasara Sarigala Tati Kholigala - Naba Joubana Bhajan | Namita Agrawal | ଅଣସର ସରିଗଲା ତାଟି ଖୋଲିଗଲାAnasara Sarigala Tati Kholigala - Naba Joubana Bhajan | Namita Agrawal | ଅଣସର ସରିଗଲା ତାଟି ଖୋଲିଗଲାJaa Chalijaa Jaa Re Mana - Bhabapurna Jagannatha Bhajan | Namita Agrawal | ଯା ଚାଲି ଯା ମନ | SidharthJaa Chalijaa Jaa Re Mana - Bhabapurna Jagannatha Bhajan | Namita Agrawal | ଯା ଚାଲି ଯା ମନ | Sidharthଓଡ଼ିଶାର ଗଣ ପର୍ବ ରଜ ଉପଲକ୍ଷେ ସମସ୍ତ ଓ଼ଡିଶା ବାସୀଙ୍କୁ ହାର୍ଦିକ ଅଭିନନ୍ଦନ | Namita Agrawal | Sidharth Musicଓଡ଼ିଶାର ଗଣ ପର୍ବ ରଜ ଉପଲକ୍ଷେ ସମସ୍ତ ଓ଼ଡିଶା ବାସୀଙ୍କୁ ହାର୍ଦିକ ଅଭିନନ୍ଦନ | Namita Agrawal | Sidharth MusicMaguni Srimandira To Ratna Singhasan - Bhaktibhara Bhajan | Namita Agrawal | ମାଗୁନି ଶ୍ରୀମନ୍ଦିରMaguni Srimandira To Ratna Singhasan - Bhaktibhara Bhajan | Namita Agrawal | ମାଗୁନି ଶ୍ରୀମନ୍ଦିରJaya Jaya Jagannatha Nilagiri Pati - New Music Video - Popular Jagannatha Bhajan | Namita AgrawalJaya Jaya Jagannatha Nilagiri Pati - New Music Video - Popular Jagannatha Bhajan | Namita AgrawalBapanka Aakhire Seneha Naee - Father's Day Song | Namita Agrawal | ବାପାଙ୍କ ଆଖିରେ ସେନେହ ନଈ| SidharthBapanka Aakhire Seneha Naee - Father's Day Song | Namita Agrawal | ବାପାଙ୍କ ଆଖିରେ ସେନେହ ନଈ| SidharthBhagya Thile Mile Shiva Darsana - Morning Shiba Bhajan | Namita Agrawal | ଭାଗ୍ୟ ଥିଲେ ମିଳେ ଶିବ ଦର୍ଶନBhagya Thile Mile Shiva Darsana - Morning Shiba Bhajan | Namita Agrawal | ଭାଗ୍ୟ ଥିଲେ ମିଳେ ଶିବ ଦର୍ଶନTume Jadi Prabhu Chhadi Dia Hata - Ratha Jatra Bhajan | Namita Agrawal | ତୁମେ ଯଦି ପ୍ରଭୁ ଛାଡି ଦିଅ ହାତTume Jadi Prabhu Chhadi Dia Hata - Ratha Jatra Bhajan | Namita Agrawal | ତୁମେ ଯଦି ପ୍ରଭୁ ଛାଡି ଦିଅ ହାତକାଳିଆ ହେଇଯିବ କାଳେ ଟିକିଏ ଗୋରା | Namita Agrawal | #Bhajan #NamitaAgrawal #SidharthMusic #shortsକାଳିଆ ହେଇଯିବ କାଳେ ଟିକିଏ ଗୋରା | Namita Agrawal | #Bhajan #NamitaAgrawal #SidharthMusic #shortsEkadasi Re Mahadipa Uthe Nilachakrare -Music Video | Ekadasi Bhajan | Namita Agrawal |Sidharth MusicEkadasi Re Mahadipa Uthe Nilachakrare -Music Video | Ekadasi Bhajan | Namita Agrawal |Sidharth Musicଭବାନୀପାଟଣାର ଆରାଧ୍ୟ ଦେବୀ ମା ମାଣିକେଶ୍ବରୀଙ୍କ ଦର୍ଶନ ସମୟର ଦୃଶ୍ୟ |ଭବାନୀପାଟଣାର ଆରାଧ୍ୟ ଦେବୀ ମା ମାଣିକେଶ୍ବରୀଙ୍କ ଦର୍ଶନ ସମୟର ଦୃଶ୍ୟ |କାଳିଆ ସାଆନ୍ତେ ହୋ | Namita Agrawal | #Bhajan #NamitaAgrawal #SidharthMusic #shortsକାଳିଆ ସାଆନ୍ତେ ହୋ | Namita Agrawal | #Bhajan #NamitaAgrawal #SidharthMusic #shortsKanha Tuma Bina Bhala Lage Nahin- Holi Special Bhajan -Namita Agrawal,Subhashree କାହ୍ନା ତୁମବିନାKanha Tuma Bina Bhala Lage Nahin- Holi Special Bhajan -Namita Agrawal,Subhashree କାହ୍ନା ତୁମବିନାTu Mahamayee Maa Hingulai - ତୁ ମହାମାୟୀ ମା'ହିଙ୍ଗୁଳାଈ | Namita Agrawal | ସୁନ୍ଦର ମା'ହିଙ୍ଗୁଳା ଭକ୍ତି ଭଜନTu Mahamayee Maa Hingulai - ତୁ ମହାମାୟୀ ମା'ହିଙ୍ଗୁଳାଈ | Namita Agrawal | ସୁନ୍ଦର ମା'ହିଙ୍ଗୁଳା ଭକ୍ତି ଭଜନRathare Dakuchi Dahuka - New Ratha Jatra Jagannatha Bhajan | Namita Agrawal | ରଥରେ ଡାକୁଚି ଡାହୁକRathare Dakuchi Dahuka - New Ratha Jatra Jagannatha Bhajan | Namita Agrawal | ରଥରେ ଡାକୁଚି ଡାହୁକMaa Tarini Pakhe Mo Mana - Bhaba Bhakti Bhajan | Namita Agrawal | ଶୁଣ ମୋ ଚଇତି ପୁନେଇ ଜହ୍ନ | SidharthMaa Tarini Pakhe Mo Mana - Bhaba Bhakti Bhajan | Namita Agrawal | ଶୁଣ ମୋ ଚଇତି ପୁନେଇ ଜହ୍ନ | SidharthDhanamanire Tu Na Gadhare Besi Panire - Snana Punein Bhajan | Namita Agrawal | ଧନମଣୀରେ ତୁ ନ ଗାଧା ରେDhanamanire Tu Na Gadhare Besi Panire - Snana Punein Bhajan | Namita Agrawal | ଧନମଣୀରେ ତୁ ନ ଗାଧା ରେDINA JAAE CHINHA RAHE ଦିନ ଯାଏ ଚିହ୍ନ ରହେ || Album-Jay Maa Sarala || Namita Agrawal || Sarthak MusicDINA JAAE CHINHA RAHE ଦିନ ଯାଏ ଚିହ୍ନ ରହେ || Album-Jay Maa Sarala || Namita Agrawal || Sarthak MusicOm Namah Sibaya 🙏🏻 🔱 #short #namitaagrawal #sidharthtv #sidharthbhakti #jayjagannathtvOm Namah Sibaya 🙏🏻 🔱 #short #namitaagrawal #sidharthtv #sidharthbhakti #jayjagannathtv
Яндекс.Метрика