Загрузка...

ପୋଲିସ୍ ପେଟ୍ରୋଲିଙ୍ଗ ଗଞ୍ଜାମ ରେ ବନ୍ଦ କରିଦେଇଛି ! Bhrugu Baxipatra allegations against odisha police.

ପୋଲିସ୍ ପେଟ୍ରୋଲିଙ୍ଗ ଗଞ୍ଜାମ ରେ ବନ୍ଦ କରିଦେଇଛି ! ଗଞ୍ଜାମରେ ସବୁଠାରୁ ଅଧିକ କ୍ରାଇମ୍ ହୋଇଛି ଓ ମହିଳାଙ୍କୁ ଅଧିକ ନିର୍ଯାତନା ଭୁବନେଶ୍ବରରେ ହୋଇଛି। ଏହି ଭିଡିଓରେ ଯିଏ ମାଡ଼ ଖାଉଛନ୍ତି ସେ ହେଉଛନ୍ତି ଉମେଶ ରଥ ଓ ତାଙ୍କ ପତ୍ନୀ ତାଙ୍କୁ ବଞ୍ଚାଇଛନ୍ତି। ଯିଏ ମାରୁଛନ୍ତି ମୁକ୍ତେଶ ସାହୁ ଓ ଆଶିଷ କୁମାର ସାହୁ। ମୁକ୍ତେଶ ନାମରେ ୧୦ କେଶ ଆଗରୁ ଅଛି। ଆଶିଷ ନାମରେ ୮ ଟି କେଶ ଅଛି। ଏମାନେ ଦୁଇ ଜଣ ହେଉଛନ୍ତି ବିଜେପି ନିର୍ବାଚିତ ପ୍ରତିନିଧିଙ୍କ ସହଯୋଗୀ। ଯେଉଁ ରାସ୍ତାରେ ମାଡ଼ ହେଉଥିଲା ବାମ ପଟେ ଗୋସାଣୀ ନୂଆଗାଁ ଥାନା ଅଛି। BJD leader Bhrugu Baxipatra allegations against odisha police.
#bhubaneswarnews #BhruguBaxipatra #bjd #ganjam

Vist our Website :https://www.pratidintv.com/
Like Our Facebook Page: https://www.facebook.com/PratidinOdisha
Folllow Us Instagram :-https://www.instagram.com/pratidintv/?hl=en
Follow On X :- https://x.com/pratidin_tv
Subscribe To Our YouTube Channel: https://www.youtube.com/channel/UCVcnPfraEC8kaQCvRVLybzw

#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

Видео ପୋଲିସ୍ ପେଟ୍ରୋଲିଙ୍ଗ ଗଞ୍ଜାମ ରେ ବନ୍ଦ କରିଦେଇଛି ! Bhrugu Baxipatra allegations against odisha police. канала Pratidin TV
Яндекс.Метрика
Все заметки Новая заметка Страницу в заметки
Страницу в закладки Мои закладки
На информационно-развлекательном портале SALDA.WS применяются cookie-файлы. Нажимая кнопку Принять, вы подтверждаете свое согласие на их использование.
О CookiesНапомнить позжеПринять