Загрузка...

କ୍ୟାମେରା ଦେଖି ମୁଁହ ଲୁଚାଇଲେ ୨ ଠକ , ଲୋକଙ୍କୁ ଠକୁ ଥିଲେ ! two fraudsters arrested by Nayapalli police ,

କ୍ୟାମେରା ଦେଖି ମୁଁହ ଲୁଚାଇଲେ ୨ ଠକ , ଲୋକଙ୍କୁ ଠକୁ ଥିଲେ ! ରାଜଧାନୀ ରେ ସରଭେଣ୍ଟ ସର୍ଭିସ୍‌ ଦେବା ନାଁ ରେ ଠକେଇ। ଠକେଇ କରୁଥିବା ଦୁଇଜଣ ଯୁବକ ଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଦୁଇଜଣ ହେଉଛନ୍ତି ପ୍ରୀତମ ନାୟକ ଓ ସମ୍ରିତ୍ ରାଉତ୍। ଅଭିଯୋଗ ଅନୁଯାୟୀ ଏମାନେ ସରଭେଣ୍ଟ ସର୍ଭିସ ଖୋଲି ଲୋକ ଙ୍କ ପାଖରୁ ଟଙ୍କା ନେଇ ସର୍ଭିସ ଦେଉନଥିଲେ। ଏମିତିକି ଦେଇଥିବା ଅଫିସ୍ ଠିକଣା ମଧ୍ୟ ଫେକ୍ ଥିଲା। ଏକାଧିକ ଲୋକଙ୍କୁ ଠକିବା ପରେ ଅଭିଯୋଗ ହେଇଥିଲା ।ଅଭିଯୋଗ ଆଧାର ରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛିବପୋଲିସ। two fraudsters arrested by Nayapalli police ,Bhubaneswar
#FakeAgency #Servant #DomesticHelpScam #FraudAlert #bhubaneswar

Vist our Website :https://www.pratidintv.com/
Like Our Facebook Page: https://www.facebook.com/PratidinOdisha
Folllow Us Instagram :-https://www.instagram.com/pratidintv/?hl=en
Follow On X :- https://x.com/pratidin_tv
Subscribe To Our YouTube Channel: https://www.youtube.com/channel/UCVcnPfraEC8kaQCvRVLybzw

#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

Видео କ୍ୟାମେରା ଦେଖି ମୁଁହ ଲୁଚାଇଲେ ୨ ଠକ , ଲୋକଙ୍କୁ ଠକୁ ଥିଲେ ! two fraudsters arrested by Nayapalli police , канала Pratidin TV
Яндекс.Метрика
Все заметки Новая заметка Страницу в заметки
Страницу в закладки Мои закладки
На информационно-развлекательном портале SALDA.WS применяются cookie-файлы. Нажимая кнопку Принять, вы подтверждаете свое согласие на их использование.
О CookiesНапомнить позжеПринять