ରକ୍ତହୀନତା ଦୂର ପାଇଁ ଖାଆନ୍ତୁ ଏହି ଖାଦ୍ୟ | Food for Anaemia (Iron Deficiency) in Odia | Dr Sunita Sahoo
#FoodandNutrition #OdiaHealthTips
ଶରୀରରେ ଲୌହର ଅଭାବ ହେଲେ ଲୋହିତ ରକ୍ତକଣିକାରେ ହିମୋଗ୍ଲୋବିନର ମାତ୍ରା କମିଯାଇଥାଏ। ଏହାଯୋଗୁଁ ବ୍ୟକ୍ତିଜଣକ ଆନିମିଆରେ ପୀଡ଼ିତ ହୋଇଥାନ୍ତି। ଫଳରେ ତାଙ୍କର ରୋଗ ପ୍ରତିରୋଧକ କ୍ଷମତା କମିଯାଏ, ଭୋକ ଲାଗେନାହିଁ ଏହି ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିଲେ ବ୍ୟକ୍ତିଜଣକ ସଂପୂର୍ଣ୍ଣ ଭାବେ ଦୁର୍ବଳ ହୋଇଯାଇଥାନ୍ତି। ବିଶେଷ କରି ମହିଳାମାନେ ଏହାଦ୍ୱାରା ଅଧିକ ମାତ୍ରାରେ ପ୍ରଭାବିତ ହୋଇଥାନ୍ତି। ଏଭଳି ସ୍ଥଳରେ ମହିଳାମାନଙ୍କୁ ଲୌହରେ ପରିପୂର୍ଣ୍ଣ ଡାଏଟ୍ ଖାଇବା ନିହାତି ଜରୁରୀ। ଆସନ୍ତୁ, ଡାଏଟିସିଆନ୍ ସୁନିତା ସାହୁଙ୍କଠାରୁ ଏନେଇ ଅଧିକ ଜାଣିବା।
ଏହି ଭିଡିଓରେ ରହିଛି,
ରକ୍ତହୀନତା ବା ଆନିମିଆ କାହିଁକି ହୁଏ? (0:00)
କେଉଁ କେଉଁ ଖାଦ୍ୟରେ ଆାଇରନ୍ର ମାତ୍ରା ଭରପୂର ରହିଛି? (3:17)
ଶରୀରରେ ଆଇରନ୍ ମାତ୍ରା ବୃଦ୍ଧି ପାଇଁ କ’ଣ ଖାଇବେ? (7:05)
Lack of red blood cells in the body is called Anaemia. Common types of anemia can be prevented and treated by eating iron-rich food. Women in particular are more likely to be affected by Anaemia. In such cases, it is important for women to eat an iron-rich diet. What should you eat if you are anaemic? Let's find out more from Dietician Dr Sunita Sahoo.
In this Video,
What is the main cause of Anaemia? (0:00)
Healthy foods that are high in iron (3:17)
What to eat to increase iron levels in the body? (7:05)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at hello@swasthyaplus.com
Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!
Видео ରକ୍ତହୀନତା ଦୂର ପାଇଁ ଖାଆନ୍ତୁ ଏହି ଖାଦ୍ୟ | Food for Anaemia (Iron Deficiency) in Odia | Dr Sunita Sahoo канала Swasthya Plus Odia

Показать
Комментарии отсутствуют
Информация о видео
Другие видео канала
ମୁହଁରେ ବ୍ରଣ ହେଉଛି କି? | How to Treat Pimples on Face (Acne)? in Odia | Dr Nibedita Patroଆଖିରେ ଆଲର୍ଜି ହେଲେ କ’ଣ କରିବେ? | Eye Allergy: Tips for Relief | Dr Amrita Mohanty | #Shortsକାନକୁ ସଫା ରଖିବେ କେମିତି? | How to Keep Your Ears Clean? in Odia | Dr Rajlaxmi Panigrahiକରୋନା ସମୟରେ ଡାଏବେଟିସ୍ ରୋଗୀ ରହନ୍ତୁ ସୁରକ୍ଷିତ | Dr. Sudhir Patnaik - Diabetes care in COVID-19 in Odiaଛୁଆଙ୍କର ଗଣ୍ଠିବାତ ରୋଗ | Childhood Arthritis/ Juvenile Idiopathic Arthritis, Odia | Dr Debasis Patroଏଡ୍ସ (HIV): ରୋକିବେ କେମିତି? | HIV/AIDS in Odia | Causes & Treatment | Prof Dr Srikant Kumar Dharବ୍ରେନ୍ ଆନ୍ୟୁରିଜମ୍ କ’ଣ? | What is Brain Aneurysm? in Odia | Signs & Treatment |Dr Bimal Kumar Sahooବର୍ଷାଦିନେ ନବଜାତ ଶିଶୁର ଯତ୍ନ: କେମିତି ନେବେ? | Newborn care during Monsoon | Dr Janaki Ballava Pradhanଡାଏବେଟିସ୍ ନିୟନ୍ତ୍ରଣ ପାଇଁ ଡାଏଟ୍ | Diet for Diabetes Management in Odia | Diabetes 360ଆଖିରେ ସଂକ୍ରମଣ ବା ୟୁଭିଆଇଟିସ୍ କ’ଣ? | Uveitis in Odia | Dr Anup Kelgaonkarସ୍ଲିପ୍ ଆପ୍ନିଆର ଚିକିତ୍ସା କେମିତି ହୁଏ? | What To Do If You Have Sleep Apnea? | Dr Debasis Beheraକୋଭିଡ୍ ବେଳେ କିଭଳି ସମୟ କାଟୁଛନ୍ତି ଦିବ୍ୟାଙ୍ଗ ପିଲା? | Open Learning Systems (OLS), Bhubaneswarହରମୋନ୍ ଅସନ୍ତୁଳନ ଯୋଗୁଁ ପିରିୟଡ୍ସରେ ଅସୁବିଧା ହେଉଛି କି? | PCOS: Symptoms & Treatment | Dr Ankita Tiwariଖରାଦିନେ ତ୍ୱଚା ସମସ୍ୟା: କେମିତି ନେବେ ଯତ୍ନ | Summer Skin Care in Odia | Dr Nibedita Patroଡାଏବେଟିକ୍ ଫୁଟ୍: ମଧୁମେହ ଯୋଗୁଁ ପାଦ ସମସ୍ୟା | Diabetic Foot in Odia | Dr Shakti Swaroopସ୍ତନ କର୍କଟକୁ ଚିହ୍ନିବେ କେମିତି? | Breast Cancer in Odia | Diagnosis & Prevention | Dr Amitabh Jenaଲାପ୍ଟପ୍ ଦେଖି ଆଖି ଜନିତ ସମସ୍ୟା ଦେଖାଦେଉଛି କି? | Can Laptops Cause Eye Problem? | Dr Amrita Mohantyପିଲା ବିଛଣାରେ ପରିସ୍ରା କରୁଛି କି? | Child Bedwetting in Odia | Dr Satya Ranjan Mallickନବଜାତ ଶିଶୁର ଯତ୍ନ କେମିତି ନେବେ? | New Born Baby Care in Odia | Prof Dr Radhanath Satpathyଗାଡ଼ିରେ ଯାତ୍ରା କରିବା ବେଳେ ବାନ୍ତି ହେଉଛି କି? | Vomiting while Traveling | Dr Swastik Acharya | #Shortsଛୋଟ ପିଲାଙ୍କ ଦେହରେ ନାଲି ନାଲି ଫଳିଯାଉଛି କି? | What is HFMD? | Prof Dr Arjit Mohapatra