ଡାଏବେଟିସ୍ ନିୟନ୍ତ୍ରଣ ପାଇଁ ଡାଏଟ୍ | Diet for Diabetes Management in Odia | Diabetes 360
#Diabetes #WorldDiabetesDay #EducationtoProtect #ଡାଏବେଟିସ୍ #ମଧୁମେହ
ଡାଏବେଟିସ୍ ବା ମଧୁମେହ ଆଜି ଏକ ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ବର୍ତ୍ତମାନ ଘରେ ଘରେ ଡାଏବେଟିସ୍ ରୋଗୀ। ଏହାକୁ କାବୁ କରିବାର ସବୁଠାରୁ ବଡ଼ ଉପାୟ ହେଉଛି ନିୟମିତ ବ୍ୟବଧାନରେ ଡାକ୍ତରୀ ପରୀକ୍ଷା, ସ୍ୱାସ୍ଥ୍ୟକର ଜୀବନଶୈଳୀ, ଔଷଧ ଏବଂ ସଠିକ୍ ଡାଏଟ୍।
ସ୍ୱାସ୍ଥ୍ୟପ୍ଲସ୍ ଏବଂ ଓଡ଼ିଶାଲାଇଭର ସ୍ୱତନ୍ତ୍ର ମିଡିଆ କ୍ୟାମ୍ପେନ ‘ଡାଏବେଟିସ୍ ୩୬୦’।
ଏହି ଏପିସୋଡରେ ରହିଛି,
ଡାଏବେଟିସ୍ ରୋଗୀଙ୍କ ପାଇଁ ଉପଯୁକ୍ତ ଖାଦ୍ୟ (0:00)
ଡାଏବେଟିସ୍ ଡାଏଟ୍ ଚାର୍ଟ (2:06)
‘ଡାଏବେଟିସ୍ ୩୬୦’ ମିଡିଆ କ୍ୟାମ୍ପେନର ‘ପ୍ରାଇମ ପାର୍ଟନର’ ସମ୍ ଅଲ୍ଟିମେଟ୍ ମେଡିକେୟାର। ‘ଆଇ କେୟାର ପାର୍ଟନର’ ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ।
Diabetes has emerged as a global health problem today. Uncontrolled diabetes can lead to various complications. The best way to control it is through regular medical checkups, a healthy lifestyle, medication, and a proper diet.
In this Video,
Healthy Diet for Diabetics, in Odia (0:00)
Diabetic Diet Plan chart, in Odia (2:06)
‘Diabetes 360’: Special Media Campaign by Swasthya Plus & OdishaLIVE on World Diabetes Day.
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at hello@swasthyaplus.com
Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!
Видео ଡାଏବେଟିସ୍ ନିୟନ୍ତ୍ରଣ ପାଇଁ ଡାଏଟ୍ | Diet for Diabetes Management in Odia | Diabetes 360 канала Swasthya Plus Odia

Показать
Комментарии отсутствуют
Информация о видео
Другие видео канала
![ମୁହଁରେ ବ୍ରଣ ହେଉଛି କି? | How to Treat Pimples on Face (Acne)? in Odia | Dr Nibedita Patro](https://i.ytimg.com/vi/x5yeLLjqk0I/default.jpg)
![ଆଖିରେ ଆଲର୍ଜି ହେଲେ କ’ଣ କରିବେ? | Eye Allergy: Tips for Relief | Dr Amrita Mohanty | #Shorts](https://i.ytimg.com/vi/pjBtfyprQds/default.jpg)
![କାନକୁ ସଫା ରଖିବେ କେମିତି? | How to Keep Your Ears Clean? in Odia | Dr Rajlaxmi Panigrahi](https://i.ytimg.com/vi/nw34LMFRx_Q/default.jpg)
![ଡିପ୍ଥେରିଆ: କାରଣ, ଲକ୍ଷଣ ଓ ଚିକିତ୍ସା | Diphtheria: Causes & Treatment, Odia | Dr Janaki Ballav Pradhan](https://i.ytimg.com/vi/YKW8fN70Miw/default.jpg)
![କରୋନା ସମୟରେ ଡାଏବେଟିସ୍ ରୋଗୀ ରହନ୍ତୁ ସୁରକ୍ଷିତ | Dr. Sudhir Patnaik - Diabetes care in COVID-19 in Odia](https://i.ytimg.com/vi/c3-bISGOTVs/default.jpg)
![ଛୁଆଙ୍କର ଗଣ୍ଠିବାତ ରୋଗ | Childhood Arthritis/ Juvenile Idiopathic Arthritis, Odia | Dr Debasis Patro](https://i.ytimg.com/vi/z6a8E9kQTTk/default.jpg)
![ଏଡ୍ସ (HIV): ରୋକିବେ କେମିତି? | HIV/AIDS in Odia | Causes & Treatment | Prof Dr Srikant Kumar Dhar](https://i.ytimg.com/vi/HM5p9UXA3sw/default.jpg)
![ବ୍ରେନ୍ ଆନ୍ୟୁରିଜମ୍ କ’ଣ? | What is Brain Aneurysm? in Odia | Signs & Treatment |Dr Bimal Kumar Sahoo](https://i.ytimg.com/vi/jaffrN6d4VI/default.jpg)
![ଆଖିରେ ସଂକ୍ରମଣ ବା ୟୁଭିଆଇଟିସ୍ କ’ଣ? | Uveitis in Odia | Dr Anup Kelgaonkar](https://i.ytimg.com/vi/hq-S1rbc9Lk/default.jpg)
![ସ୍ଲିପ୍ ଆପ୍ନିଆର ଚିକିତ୍ସା କେମିତି ହୁଏ? | What To Do If You Have Sleep Apnea? | Dr Debasis Behera](https://i.ytimg.com/vi/HQGK_SQzpqU/default.jpg)
![କୋଭିଡ୍ ବେଳେ କିଭଳି ସମୟ କାଟୁଛନ୍ତି ଦିବ୍ୟାଙ୍ଗ ପିଲା? | Open Learning Systems (OLS), Bhubaneswar](https://i.ytimg.com/vi/YdvF5R0h2j4/default.jpg)
![ହରମୋନ୍ ଅସନ୍ତୁଳନ ଯୋଗୁଁ ପିରିୟଡ୍ସରେ ଅସୁବିଧା ହେଉଛି କି? | PCOS: Symptoms & Treatment | Dr Ankita Tiwari](https://i.ytimg.com/vi/6vG8vhGyb3E/default.jpg)
![ଖରାଦିନେ ତ୍ୱଚା ସମସ୍ୟା: କେମିତି ନେବେ ଯତ୍ନ | Summer Skin Care in Odia | Dr Nibedita Patro](https://i.ytimg.com/vi/hlRbNo-7yc4/default.jpg)
![ଡାଏବେଟିକ୍ ଫୁଟ୍: ମଧୁମେହ ଯୋଗୁଁ ପାଦ ସମସ୍ୟା | Diabetic Foot in Odia | Dr Shakti Swaroop](https://i.ytimg.com/vi/ab5d2N09vE8/default.jpg)
![ସ୍ତନ କର୍କଟକୁ ଚିହ୍ନିବେ କେମିତି? | Breast Cancer in Odia | Diagnosis & Prevention | Dr Amitabh Jena](https://i.ytimg.com/vi/YvaH4L4qJiA/default.jpg)
![ଲାପ୍ଟପ୍ ଦେଖି ଆଖି ଜନିତ ସମସ୍ୟା ଦେଖାଦେଉଛି କି? | Can Laptops Cause Eye Problem? | Dr Amrita Mohanty](https://i.ytimg.com/vi/znVaZXrgAxk/default.jpg)
![ପିଲା ବିଛଣାରେ ପରିସ୍ରା କରୁଛି କି? | Child Bedwetting in Odia | Dr Satya Ranjan Mallick](https://i.ytimg.com/vi/E25PR3UbTBQ/default.jpg)
![ନବଜାତ ଶିଶୁର ଯତ୍ନ କେମିତି ନେବେ? | New Born Baby Care in Odia | Prof Dr Radhanath Satpathy](https://i.ytimg.com/vi/sWf5QED3qts/default.jpg)
![ଛୋଟ ପିଲାଙ୍କ ଦେହରେ ନାଲି ନାଲି ଫଳିଯାଉଛି କି? | What is HFMD? | Prof Dr Arjit Mohapatra](https://i.ytimg.com/vi/xmuqmiXGs7g/default.jpg)
![ଡାଏବେଟିସ୍ ନିୟନ୍ତ୍ରଣ ପାଇଁ ଯୋଗ | Yoga for Diabetes, in Odia | Diabetes Yoga | Pratyush Ranjan Ray](https://i.ytimg.com/vi/7kPjBC4k9nw/default.jpg)