Загрузка...

ଫେରି ଆସିଛି ମୋ ମନ // Peri Asichi Mo Mana // Odia Song writ lyrics | RK | RAJ KUMAR | Creditor Christ

| RK | RAJ KUMAR | CREDITOR | STUDIO VERSION CHRISTIAN SONG USE WRIT LYRICS EDIT CONTENT OFFICIAL JESUS FULL VIDEO YOUTUBE CHANNEL
ମଙ୍ଗଳ ମୟ ପରମେଶ୍ୱର ✝️ ଶାନ୍ତି ଦାତା ପରମେଶ୍ୱର ✝️ ଅନୁଗ୍ରହ କାରି ପରମେଶ୍ୱର ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି ✝️ ସେ ଆମ୍ଭମାନଙ୍କୁ ଶାନ୍ତି ପ୍ରେମ ଆନନ୍ଦ ଦେଇଛି ସ୍ୱର୍ଗ ରାଜ୍ୟ ମଙ୍ଗଳ ମୟ ଯୀଶୁ ଖ୍ରୀଷ୍ଟ ମହାନ୍ ସେ ସଦାକାଳ ସ୍ତୁତି ଆହାର ସୁରକ୍ଷିତ ଆମ୍ଭମାନଙ୍କୁ ଦେବେ । ଏ ଜଗତେ କେତେକ ଆମ୍ଭେ ପାପ କରିଅଛୁ ଏହି ପାପ ରୁ ଆମ୍ଭମାନଙ୍କୁ ସେ ଜୀବନ ରକ୍ଷା କରି ପାପ ରୁ ମୁକ୍ତ କରି ଅଛି ଧନ୍ୟବାଦ ହେଉ । ଏ ସଂସାରରେ ଆଉ କେତେକ ସ୍ଥାନରେ ଯାଇ ଚାଲି ଯୀଶୁ ଖ୍ରୀଷ୍ଟଙ୍କୁ ଆମ୍ଭେ ଭୁଲି ଯାଇ ଅଛୁ | ସେ ତାଙ୍କ ଅନୁଗ୍ରହ ମଙ୍ଗଳ ମୟ ଶକ୍ତି ପ୍ରେମ ଦେଇ ଅଛି ବୋଲି ତାଙ୍କ ଚରଣରେ ଡ଼ାକି ତାଙ୍କ ପଥ ଦେଇ ଚାଲିବା ପାଇଁ ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କୁ ଶାନ୍ତି ପ୍ରେମ ବାସଭବନ ସ୍ଥିର ତାରେ ତାଙ୍କ ପାଖରେ କଢ଼ାଇ ଅଛି ଆମେନ୍ | ସଂସାର କିଅବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ ନ କର। କେହି ଯଦି ସଂସାରକୁ ପ୍ରେମ କରେ, ପିତାଙ୍କ ପ୍ରେମ ତାହାଠାରେ ନାହିଁ; କାରଣ ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ ଓ ଲୌକିକ ଗର୍ବ, ସଂସାରରେ ଥିବା ଏହି ସମସ୍ତ ବିଷୟ ପିତାଙ୍କଠାରୁ ନୁହେଁ, ମାତ୍ର ସଂସାରରୁ ଉତ୍ପନ୍ନ ହୋଇଥାଏ । ପୁଣି, ସଂସାର ଓ ସେଥିର ଅଭିଳାଷ ଅନିତ୍ୟ, ମାତ୍ର ଯେ ଈଶ୍ବରଙ୍କ ଇଚ୍ଛା ପାଳନ କରେ, ସେ ନିତ୍ୟସ୍ଥାୟୀ । ଖ୍ରୀଷ୍ଟଙ୍କ 🙏✝️✍️🆕††
ODIA CHRISTIAN SONG WRIT LYRICS EDIT ( ନିଜର ମନ ତୃପ୍ତି ବଢ଼ିଆ ସୁନ୍ଦର ଭାବରେ ଯୀଶୁ ଙ୍କ ଗୀତ )
♪• edit writ lyrics by • RAJ KUMAR

♪• odia song lyrics writ • ଫେରି ଆସିଛି ମୋ ମନ

♪• Creditor by • RAJ KUMAR

♪• composition by • RAJ KUMAR

♪• production by • RAJ KUMAR

♪• lyrics writ edit by • RAJ KUMAR
FULL VIDEO YOUTUBE (RK) | RAJ KUMAR | CHENNAIL OFFICIAL VERSION STUDIO ( ଓଡ଼ିଆ ) ଗୀତ ( ଫେରି ଆସିଛି ମୋ ମନ )
ଏହି ଗୀତ ଲେଖା ✍️ ସମ୍ପୂର୍ଣ୍ଣ ଭାବେ ହୋଇଛି ପାଇବ ସମସ୍ତଙ୍କୁ ବହୁତ ଭଲ ଏପରି ଆଉ ତୁମ୍ଭ ମାନଙ୍କର support ହେତୁ ମୁଁ ଆପଣ ମାନଙ୍କ ପାଖକୁ ପଠାଇ ଅଛି । ଯୀଶୁ ଙ୍କ ଆହାର ଉପକାର ଆମ୍ଭମାନଙ୍କୁ ସମସ୍ତଙ୍କୁ ଆଶିର୍ବାଦ କରନ୍ତୁ । 👇 ପୂରା ଆରମ୍ଭରୁ ଶେଷ writ ✍️ ଦେଖିବାକୁ ମିଳିବେ ଧନ୍ୟବାଦ ।
lyrics

ଫେରି...ଆସିଛି .. ମୋ..ମନ
ଦିଅ... ହେ.. ହେ..ହେ..ଅନନ୍ତ ଜୀବନ..
ଫେରି ଆସିଛି ଏ ମୋ ମନ
ଦିଅ ଯୀଶୁ ଅନନ୍ତ ଜିବନ ( ୨ )
ତୁମେ ମଙ୍ଗଳ ମୟ ତୁମେ ଅନାଦି ଅନନ୍ତ
ତୁମେ ସର୍ବ ଶକ୍ତି ମାନ ତୁମେ ରାଜାଧି ରାଜନ

ଫେରି ଆସିଛି ଏ ମୋ ମନ......

ପାପଭରା ଏ ଜଗତେ ଭାଶୁଥିଲl ମୋ ଜିବନ
କ୍ଷମାକଲ ଯୀଶୁ ପାପ ଯେତେ ମର
ପାଇଲି ନୂଆ ଜୀବନ.....( ୨ )
ତୁମେ ମଙ୍ଗଳ ମୟ ତୁମେ ଅନାଦି ଅନନ୍ତ
ତୁମେ ସର୍ବ ଶକ୍ତି ମାନ ତୁମେ ରଜଧି ରଜନ...

ଫେରି ଆସିଛି ମୋ ମନ....

ମିଛ ମାୟା ଏ ସଂସାରେ ବୁଲୁଥିଲା ମୋ ଜିବନ
ଉଦ୍ଧାରିଲ ତୁମେ ହେ ଯୀଶୁ ରାଜନ
ପାଇଛି ନୂଆ ଜୀବନ
ମିଛ ମାୟା ଏ ସଂସାର ବୁଲୁ ଥିଲା ମୋ ଜିବନ
ଉଦ୍ଧାରିଲ ତୁମେ ହେ ଯୀଶୁ ରାଜନ
ଆସିଛି ତୁମୋ ଚରଣେ..
ତୁମେ ମଙ୍ଗଳ ମୟ ତୁମେ ଅନାଦି ଅନନ୍ତ
ତୁମେ ସର୍ବ ଶକ୍ତି ମାନ ତୁମେ ରଜାଧି ରାଜନ

ଫେରି ଆସିଛି ଏ ମୋ ମନ.....

ହୁ.. ହୁ..ହୁ... ଆ.. ଆ..ଆ...

SUBSCRIBE to LIKE & COMMENT with SHARE କରନ୍ତୁ ବୁଲିବେ ନାହିଁ ଏପରି ଆଉ ଅଧିକ ରୁ ଅଧିକ ଯୀଶୁ ଙ୍କର ଗୀତ ଲେଖା ✍️ ସହିତ ପାଇବ ।

Видео ଫେରି ଆସିଛି ମୋ ମନ // Peri Asichi Mo Mana // Odia Song writ lyrics | RK | RAJ KUMAR | Creditor Christ канала Raj kumar
Яндекс.Метрика
Все заметки Новая заметка Страницу в заметки
Страницу в закладки Мои закладки
На информационно-развлекательном портале SALDA.WS применяются cookie-файлы. Нажимая кнопку Принять, вы подтверждаете свое согласие на их использование.
О CookiesНапомнить позжеПринять