- Популярные видео
- Авто
- Видео-блоги
- ДТП, аварии
- Для маленьких
- Еда, напитки
- Животные
- Закон и право
- Знаменитости
- Игры
- Искусство
- Комедии
- Красота, мода
- Кулинария, рецепты
- Люди
- Мото
- Музыка
- Мультфильмы
- Наука, технологии
- Новости
- Образование
- Политика
- Праздники
- Приколы
- Природа
- Происшествия
- Путешествия
- Развлечения
- Ржач
- Семья
- Сериалы
- Спорт
- Стиль жизни
- ТВ передачи
- Танцы
- Технологии
- Товары
- Ужасы
- Фильмы
- Шоу-бизнес
- Юмор
ପ୍ରେମ କରିବ ଯଦି ପ୍ରେମ କରି ଛାଲ // Prema Kariba Jadi Prema Kari Chhaala //christian song tune change //
EDIT WRITE LYRICS ODIA YOUTUBE CHANNEL STUDIO VERSION CHRISTIAN FULL VIDEO TUNE CHANGE SONG With LYRICS WRITE CONTENT
ସଦାପ୍ରଭୁ ପରମେଶ୍ବର ଆମ୍ଭମାନଙ୍କ ଉପରେ ବହୁତ ସୁନ୍ଦର ଦେଇଅଛି ଏହା ଆମ୍ଭେମାନେ ସମସ୍ତେ ସେହି ସ୍ବର୍ଗ ରାଜ୍ୟ ପରମେଶ୍ବର ଆମ୍ଭମାନଙ୍କ ଉପରେ ବହୁତ ବିଶ୍ବାସ ରଖନ୍ତି ଏହାକୁ ଆମ୍ଭେମାନେ ତୁଚ୍ଛ କରିବା ନାହିଁ । ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କ ବହୁତ ଭଲପାଏ ତାହାଙ୍କ ପ୍ରେମ ଆନନ୍ଦ ଭୁଲିବା ନାହିଁ । ତାଙ୍କ ଉପଦେଶ ମାନିବା ଉଚିତ୍ ନହେଲେ ଆମ୍ଭମାନଙ୍କୁ ନର୍କ ପଥକୁ ପଠାଇ ଦିଆଯିବ ଏହା ଯୀଶୁ ଆମ୍ଭମାନଙ୍କୁ କହନ୍ତି ଯେ ଯୀଶୁ ଖ୍ରୀଷ୍ଟ ଙ୍କୁ ବିଶ୍ଵାସ ର ସହିତ ସତ୍ୟତା ସହିତ ମାନିବ ସେ ନିଶ୍ଚିତ ସ୍ୱର୍ଗ ରାଜ୍ୟ ପାଇବ ଏହା ଆମ୍ଭମାନଙ୍କୁ ଯୀଶୁ କହନ୍ତି ହଜାରେ ହଜାରେ ଥର ପାପ କରନା ଯୀଶୁ ଆମ୍ଭମାନଙ୍କୁ ଗୀତ ମାଧ୍ୟମରେ ଏହା ଆମ୍ଭମାନଙ୍କ ସମ୍ମୁଖରେ ପଠାଇ ଅଛି ସମସ୍ତେ ଏ video ଟି କୁ ପାଇ ପାରିବା ( ପ୍ରେମ କରିବ ଯଦି ପ୍ରେମ କରି ଛାଲ ) odia song ସହିତ write lyrics full video ସହିତ ପାଇବ । ଆତ୍ମାରେ ଦୀନହୀନ ଲୋକେ ଧନ୍ୟ କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର। ଶୋକାର୍ତ୍ତ ଲୋକେ ଧନ୍ୟ କାରଣ ସେମାନେ ସାନ୍ତ୍ୱନାପ୍ରାପ୍ତ ହେବେ।
ନମ୍ର ଲୋକେ ଧନ୍ୟ କାରଣ ସେମାନେ ପୃଥିବୀର ଅଧିକାରୀ ହେବେ। ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ କାରଣ ସେମାନେ ପରିତୃପ୍ତ ହେବେ। ଦୟାଳୁ ଲୋକେ ଧନ୍ୟ କାରଣ ସେମାନେ ଦୟା ପ୍ରାପ୍ତ ହେବେ। ପାପ କରିବା ନାହିଁ । ସୟତାନ କୁ ଛାଡ଼ିଦିଅ । ସୟତାନ ର ପଥକୁ ଚାଲନାହିଁ । ଯୀଶୁ ଆମ୍ଭମାନଙ୍କ ସମ୍ମୁଖରେ ସମସ୍ତଙ୍କ ପାଇଁ ପରିତ୍ରାଣ ପରିବର୍ତ୍ତନ ହୁଅ ବୋଲି କହୁଅଛି ।
ଏପରି ଅନେକ video ପାଇବା ପାଇଁ ମୋ YOUTUBE CHANNEL କୁ subscribe କରିବ edit ସହିତ ( ଗୀତ ) କୁ tune change ହୋଇଛି ଏବଂ write ସହିତ ବ୍ୟବହାର ହୋଇଛି ଆପଣ ମାନେ song write ସମ୍ପୂର୍ଣ୍ଣ ପାଇପାରିବ ।
content ମୋର tune change ସହିତ write lyrics full video odia christian song
ମୋର content edit tune change lyrics song video ଟି କୁ support କରନ୍ତୁ ଆଉ ମୁଁ ଆପଣଙ୍କ ପାଇଁ ଅନେକ christian song ଏପରି ବହୁତ ଲେଖା ସମ୍ପୂର୍ଣ୍ଣ ଭାବେ ✍️ ପାଇବ । thanks jesus lord
♪• song • ପ୍ରେମ କରିବ ଯଦି ପ୍ରେମ କରି ଛାଲ
♪• credit • Raj kumar
♪• edit • Raj kumar
♪• editor by • Raj kumar
♪• write lyrics • Prema Kariba Jadi Prema Kari Chhaala
♪• write by • Raj kumar
♪• composition • Raj kumar
♪• production • Raj kumar
♪• content edit by • Raj kumar
♪• content • tune change song
Lyrics :
ପ୍ରେମ କରିବ ଯଦି, ପ୍ରେମ କରି ଛାଲ
ସର୍ଗ ର ନାଥ କୁ...
ଯଦି ଭୁଲି ଅଛ, ମନେ ପକାଅ
ମୋ ଯୀଶୁ ଙ୍କୁ....
ଜୀବନ କୁ ଆଉ ତୁ ହରାନା...
କ୍ଷଣିକ ସୁକ ପାଇଁ ତୁ ଯାନା
ହଜାରେ ହଜାରେ ଥର, ପାପ କରନା
ସୟତାନ୍ କୁ ଆଉ ଜାଗା ଦେହେ ନା
ହଜାରେ ହଜାରେ ଥର, ପାପ କରନା
ସୟତାନ୍ କୁ ଆଉ ଭଲ ପାଅ ନା
ଲୀଣ ହୋଇ ଯିବ ମାଠିରେ ମିଶିବ
ଦିନେନା ଦିନେ ତୋ, ଶରୀର
ଯେତେ ବଳ ଅଛି, ଯେତେ ଧନ ଅଛି
ସବୁ ସରଯିବ
ଏ...ଏ... ଏ...
ଅଡେଇ ଜୀବନ, କ୍ଷଣିକ ସମୟ
ପାଣିର ପଟକା ସମାନ
ଆଜି ଦେଖା ଯିବ, ଖାଲିକି ନ ଥିବ
ଏହି ତୋ ଜୀବନ
ପାପକର୍ମ ଆଉ ତୁ ବଡାନା,ନରକ ରାସ୍ତାରେ ତୁ ଯାନା ( ୨ )
ହଜାରେ ହଜାରେ ଥର, ପାପ କରନା
ସୟତାନ୍ କୁ ଆଉ ଜାଗା ଦେହେ ନା
ହଜାରେ ହଜାରେ ଥର, ପାପ କରନା
ସୟତାନ୍ କୁ ଆଉ ଭଲ ପାଅ ନା
ମଧ୍ଯପାନ ସବୁ ଲଭ ଛିନ୍ତା ତୋର
ଜୀବନ ନେଈ ଯିବ
କାନ୍ଦିକାନ୍ଦି ତୁହି, ଶେଷ ରେ ରହିବୁ
ପାଇବୁ ନରକେ ସ୍ଥାନେ
ବେଳ ଥାଉଥାଉ ଦିନ ରହୁ ରହୁ
ହେଇଯା ପରିବର୍ତ୍ତନ
ଅମୂଲ୍ଯ ପ୍ରେମ କୁ, ଭୁଲନ ଯାଇ
କରୁ ଥା ତୁ ସ୍ମରଣ
ଜୀବନକୁ ଆଉ ତୁ ହରାନା,କ୍ଷଣିକ ସୁଖ ପାଇଁ ତୁ ଯାନା ( ୨ )
ହଜାରେ ହଜାରେ ଥର, ପାପ କରନା
ସୟତାନ୍ କୁ ଆଉ ଜାଗା ଦେହେ ନା
ହଜାରେ ହଜାରେ ଥର, ପାପ କରନା
ସୟତାନ୍ କୁ ଆଉ ଭଲ ପାଅ ନା
ଲେଖା ହୋଇଛି ସମ୍ପୂର୍ଣ୍ଣ ଭାବେ ✍️ ସୟତାନ୍ କୁ ଆଉ ଭଲ ପାଅ ନା 🙏 ଖ୍ରୀଷ୍ଟୀୟାନ ଓଡ଼ିଆ ଗୀତ
ଜୀବନକୁ ଆଉ ତୁ ହରାନା
ହଜାରେ ହଜାରେ ଥର, ପାପ କରନା
ସୟତାନ୍ କୁ ଆଉ ଭଲ ପାଅ ନା
Prema Kariba Jadi Prema Kari Chhaala
CHRISTIAN VIDEO FULL SONG
tune change song lyrics
lyrics write edit video
youtube song lyrics video
this lord jesus CHRISTIAN VIDEO FULL VIDEO content much live song edit youtube song song with lyrics
Видео ପ୍ରେମ କରିବ ଯଦି ପ୍ରେମ କରି ଛାଲ // Prema Kariba Jadi Prema Kari Chhaala //christian song tune change // канала Raj kumar

ପ୍ରେମ କରିବ ଯଦି ପ୍ରେମ କରି ଛାଲ ଓଡ଼ିଆ ଗୀତ ହଜାରେ ହଜାରେ ଥର ପାପ କରନା Prema Kariba Jadi Prema Kari Chhaala edit song tune change lyrics write edit video youtube Full video CHRISTIAN VIDEO FULL ପ୍ରେମ କରିବ ଯଦି lyrics song ପ୍ରେମ କରି ଛାଲ tune change lyrics full song video youtube christian song write lyrics full video jesus lord worship tune change edit song lyrics song write
Комментарии отсутствуют
Информация о видео
21 марта 2026 г. 23:31:27
00:05:04
Другие видео канала