Загрузка страницы

𝐉𝐚𝐧𝐦𝐚 𝐋𝐚𝐠𝐧𝐚 𝐑𝐞 𝐁𝐮𝐝𝐡𝐚 𝐑𝐚𝐡𝐢𝐥𝐞 𝐌𝐚𝐧𝐮𝐬𝐲𝐚 𝐫𝐚 𝐒𝐰𝐚𝐛𝐡𝐚𝐛𝐚 𝐊𝐢𝐩𝐚𝐫𝐢 𝐇𝐨𝐢𝐭𝐡𝐚𝐞 । ବୁଧ ଗ୍ରହ ଲଗ୍ନରେ ଥିଲେ କି ଫଳ ମିଳେ।

ବୁଧ ଗ୍ରହ ଆମ ବୁଦ୍ଧି, ଜ୍ଞାନ, ଯୋଗାଯୋଗ, କଥା କହିବାର କ୍ଷମତା, ଚର୍ମ, ବିଜ୍ଞାନ, ଗଣିତ, ବ୍ୟବସାୟ, ଶିକ୍ଷା ବିଭାଗ ଓ ଗବେସଣା କୁ ପ୍ରତିପାଦନ କରିଥାଏ। ଏହି ଗ୍ରହକୁ ଗ୍ରହ ମାନଙ୍କର ଯୁବରାଜ ବୋଲି କୁହାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ରେ ଏହି ଗ୍ରହକୁ God of Communication ବୋଲି କୁହଯାଏ । ତେବେ ଆସନ୍ତୁ ଜାଣିବା ବୁଧ ଲଗ୍ନରେ ରହିବାର ଫଳାଫଳ ବିଷୟରେ। ବୁଧ ଲଗ୍ନସ୍ଥ ହେଲେ ଜାତକକୁ ବିଦ୍ଵାନ କରେ, ବିଖ୍ୟାତ କରେ, ବିଶ୍ବବ୍ୟାପୀ ପାଣ୍ଡିତ୍ୟରେ ଲୋକପ୍ରିୟ କରାଏ । ବଶୀକରଣାଦି ମନ୍ତ୍ର ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିବାର କ୍ଷମତା ପ୍ରଦାନ କରେ । ମୃଦୁଭାଷୀ, କ୍ଷମାଶୀଳ ଓ ଦୟାଳୁ କରାଇଥାଏ। ଲଗ୍ନ ଭାବରେ ବୁଧଥିଲେ ଜାତକର ଶରୀର କାନ୍ତିବାନ, ସୁନ୍ଦର, ବୁଦ୍ଧିମାନ, ଲେଖକ, ପଣ୍ଡିତ, ଗଣିତଜ୍ଞ, କବି, ନ୍ୟାୟୀ, ଦାନୀ,ବିଳାସୀ,ପରଦେଶବାସୀ,ସବୁବେଳେ ଖୁସିରେ ରୁହେ , ଭଲ ଚିକିତ୍ସକ କରାଇଥାଏ। ସେ ମଣିଷ ସଦଗୁଣ ଯୁକ୍ତ, ମିଷ୍ଟଭାଷୀ, ଗମ୍ଭୀର, ଶାନ୍ତ ସ୍ୱଭାବ ବିଶିଷ୍ଟ ହୋଇଥାଏ। ଖୁବ୍ କମ୍ ବୟଷରୁ ତୀର୍ଥ ଯାତ୍ରା କରାଇଥାଏ। ବହୁ ଶାସ୍ତ୍ରରେ ବିଦ୍ଵାନ ମଧ୍ୟ କରାଇଥାଏ।ଶୁଭ ଯୁକ୍ତ ବୁଧ ଲଗ୍ନସ୍ଥ ହୋଇଥିଲେ ଜାତକକୁ ଧର୍ମବୁଦ୍ଧି ସଂପନ୍ନ କରେ, ବହୁ ଧନ ସଂପଦ ଓ କୃଷି ସଂପଦର ଅଧୁକାରୀ କରେ । ତର୍କଶାସ୍ତ୍ରର ଅଧିକାରୀ କରେ । ଗଣିତଜ୍ଞକରେ । ଅସ୍ତ୍ରବିତ୍ କରେ । ସବଳ ଓ ଦୃଢ଼ଦେହୀ କରେ । Janmastami Ra Sampurna Puja Bidhi। ଜନ୍ମାଷ୍ଟମୀର ସମ୍ପୂର୍ଣ୍ଣ ପୂଜା ବିଧି ଓ ଶାସ୍ତ୍ରୀୟ ପ୍ରତିକାର।। https://youtu.be/_sNoMUHZPws Rakhi Purnaima 2021। ରାକ୍ଷୀ ପୂର୍ଣ୍ଣିମାର ମହତ୍ତ୍ୱ । ପୌରାଣିକ କିମ୍ବଦନ୍ତୀ। https://youtu.be/Ht53xO8j82A 𝐄𝐯𝐞𝐫𝐲𝐭𝐡𝐢𝐧𝐠 𝐀𝐛𝐨𝐮𝐭 𝐁𝐢𝐜𝐡𝐚 𝐑𝐚𝐬𝐡𝐢 । ବିଛା ରାଶି ବ୍ୟକ୍ତିଙ୍କର ରାଶିଫଳ, ଭାଗ୍ୟଫଳ ଓ ବିଶେଷ ପ୍ରତିକାର। https://youtu.be/3t3Q8RC3vFk Swapana Fala Rahasya। ଶୁଭ ଓ ଅଶୁଭ ସ୍ଵପ୍ନ ବିଚାର। https://youtu.be/TZLiJCyz5M4 Janma Bara Anusare Rudraksha Dharana । ଜାଣନ୍ତୁ ନିଜ ଜନ୍ମ ବାର ଅନୁସାରେ କେଉଁ ରୁଦ୍ରାକ୍ଷ ଧାରଣ କରିବା ଉଚିତ । https://youtu.be/nkG_ZSOEGMA Janma Lagna Re Mangal Rahile Manusya ra Swabhaba Kipari Hoithae ।ମଙ୍ଗଳ ଲଗ୍ନରେ ଥିଲେ କି ଫଳ ମିଳେ। https://youtu.be/4tiksuUsZE4 Shastra Anusare Thakura Puja Bidhi । ଶାସ୍ତ୍ର ଅନୁସାରେ ଠାକୁର ପୂଜା ବିଧି ଓ ବାସ୍ତୁ ଅନୁସାରେ ଠାକୁର ଘର । https://youtu.be/5eEfTsTyHs8 Bastu Sastra Anusare Gharara Sidi । ବାସ୍ତୁଶାସ୍ତ୍ର ଅନୁସାରେ ଗୃହର ସିଡି କିପରି ଓ କେଉଁ ଦିଗରେ କରିବା ଉଚିତ୍। https://youtu.be/utJBHXQFme0 Uttara Digara Vastu Dosha o Thara Pratikara । ଉତ୍ତର ଦିଗର ବାସ୍ତୁ ଦୋଷ ଓ ତାହାର ପ୍ରତିକାର। https://youtu.be/EO7UnQKU564 Sukuna Shastra Anusare Kau ra Subha Asubha Lakhyana । ଶୁକୁନ ଶାସ୍ତ୍ର ଅନୁସାରେ କୁଆ ଶୁଭ ଓ ଅଶୁଭ ଲକ୍ଷଣ। https://youtu.be/WPRLE4P_S9M 𝐏𝐞𝐫𝐬𝐨𝐧𝐚𝐥𝐢𝐭𝐲 𝐍𝐮𝐦𝐛𝐞𝐫 𝟑 – 𝐍𝐮𝐦𝐞𝐫𝐨𝐥𝐨𝐠𝐲 𝐌𝐞𝐚𝐧𝐢𝐧𝐠 । ଅଙ୍କ ଜ୍ୟୋତିଷ - ମୂଳାଙ୍କ ୩ ରେ ଜନ୍ମିତ ବ୍ୟକ୍ତିଙ୍କର ଭାଗ୍ୟଫଳ। https://youtu.be/ZgurUExZZ7M 𝐄𝐯𝐞𝐫𝐲𝐭𝐡𝐢𝐧𝐠 𝐀𝐛𝐨𝐮𝐭 𝐓𝐮𝐥𝐚 𝐑𝐚𝐬𝐡𝐢 । ତୁଳା ରାଶି ବ୍ୟକ୍ତିଙ୍କର ରାଶିଫଳ, ଭାଗ୍ୟଫଳ ଓ ବିଶେଷ ପ୍ରତିକାର। https://youtu.be/f44rLVCz71c Tini Mukhi Rudraksha ra Upakari Guna o Dharana Bidhi । ତିନି ମୁଖୀ ରୁଦ୍ରାକ୍ଷର ଚମତ୍କାରୀ ଗୁଣ । https://youtu.be/NUueKwnYLIY Janma Lagna Re Chandra Rahile Manusya ra Swabhaba Kipari Hoithae ।ଚନ୍ଦ୍ର ଲଗ୍ନରେ ଥିଲେ କି ଫଳ ମିଳେ। https://youtu.be/WXTlU0LSbgU Mangalika Dosa । ଜନ୍ମ ଜାତକରେ ମାଙ୍ଗଳିକ ଦୋଷର ପ୍ରଭାବ ଓ ପ୍ରତିକାର। https://youtu.be/dvJX5osY4WI Snana Karibara Bidhi। ସ୍ନାନ କରିବାର ଶାସ୍ତ୍ରୀୟ ମହତ୍ତ୍ଵ ଓ ବିଧି। https://youtu.be/rTLfxiap7Ao Vastu Shastra Anusare Loan Samasya Pain Pratikara। ବାସ୍ତୁଶାସ୍ତ୍ର ଅନୁସାରେ ରୁଣ ସମସ୍ୟା ଓ ଏହାର ସମାଧନ। https://youtu.be/FXCP1W15APo Swapana Fala Rahasya। ଏହିସବୁ ସ୍ଵପ୍ନ ଧନ ଓ ମନୋସ୍କାମନା ପୂରଣର ସୂଚନା ଦେଇଥାଏ। https://youtu.be/50I-gV7czVA Rudrakhya Ra Ayurbeda Guna । ରୋଗ ନିରାମୟ ରୁଦ୍ରାକ୍ଷର ଔଷଧୀୟ ଗୁଣ। https://youtu.be/zJYcQZQfysw 𝐄𝐯𝐞𝐫𝐲𝐭𝐡𝐢𝐧𝐠 𝐀𝐛𝐨𝐮𝐭 𝐊𝐚𝐧𝐲𝐚 𝐑𝐚𝐬𝐡𝐢 । କନ୍ୟା ରାଶି ବ୍ୟକ୍ତିଙ୍କର ରାଶିଫଳ, ଭାଗ୍ୟଫଳ ଓ ବିଶେଷ ପ୍ରତିକାର। https://youtu.be/stKE-LllHB4 Please Subscribe - https://www.youtube.com/c/ShastraDarshan ଜ୍ୟୋତିଷ ଶାସ୍ତ୍ର, ବାସ୍ତୁ ଶାସ୍ତ୍ର ଓ ଅଙ୍କ ଶାସ୍ତ୍ର ଦ୍ଵାରା ଆପଣଙ୍କ ଜୀବନରେ ଆସୁଥିବା ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ ଆମକୁ ଯୋଗାଯୋଗ କରନ୍ତୁ । 𝐌𝐨𝐛𝐢𝐥𝐞 𝐍𝐮𝐦𝐛𝐞𝐫 - 𝟗𝟒𝟑𝟗𝟎𝟓𝟕𝟓𝟕𝟔 Please Subscribe - https://www.youtube.com/c/ShastraDarshan 𝐉𝐨𝐢𝐧 𝐎𝐮𝐫 𝐓𝐞𝐥𝐞𝐠𝐫𝐚𝐦 𝐆𝐫𝐨𝐮𝐩 - t.me/shastradarshan 𝑺𝒐𝒄𝒊𝒂𝒍 𝑴𝒆𝒅𝒊𝒂 𝐅𝐚𝐜𝐞𝐛𝐨𝐨𝐤 :- https://www.facebook.com/sastradarshan 𝐈𝐧𝐬𝐭𝐚𝐠𝐫𝐚𝐦 :- https://www.instagram.com/shastra_darsan 𝐓𝐰𝐢𝐭𝐭𝐞𝐫 :- https://twitter.com/shastradarshan?s=09 𝐃𝐚𝐢𝐥𝐲𝐡𝐮𝐧𝐭:- https://profile.dailyhunt.in/sastradarshan 𝐏𝐥𝐞𝐚𝐬𝐞 𝐋𝐢𝐤𝐞, 𝐂𝐨𝐦𝐦𝐞𝐧𝐭, 𝐒𝐡𝐚𝐫𝐞 & 𝐒𝐮𝐛𝐬𝐜𝐫𝐢𝐛𝐞. 𝐓𝐡𝐚𝐧𝐤 𝐘𝐨𝐮 𝐅𝐨𝐫 𝐖𝐚𝐭𝐜𝐡𝐢𝐧𝐠

Видео 𝐉𝐚𝐧𝐦𝐚 𝐋𝐚𝐠𝐧𝐚 𝐑𝐞 𝐁𝐮𝐝𝐡𝐚 𝐑𝐚𝐡𝐢𝐥𝐞 𝐌𝐚𝐧𝐮𝐬𝐲𝐚 𝐫𝐚 𝐒𝐰𝐚𝐛𝐡𝐚𝐛𝐚 𝐊𝐢𝐩𝐚𝐫𝐢 𝐇𝐨𝐢𝐭𝐡𝐚𝐞 । ବୁଧ ଗ୍ରହ ଲଗ୍ନରେ ଥିଲେ କି ଫଳ ମିଳେ। автора Кулинарные приключения на даче
Показать
Страницу в закладки Мои закладки
Все заметки Новая заметка Страницу в заметки