Загрузка...

Odisha Home Guard କେନ୍ଦ୍ରାପଡ଼ା ନୋଟିସ୍ #shorts #homeguardodisha

📢 ଓଡ଼ିଶା ହୋମ ଗାର୍ଡ ନୂଆ ଅପଡେଟ୍! 📢
ଏହି ଭିଡିଓ ରେ ଆମେ ଆଲୋଚନା କରିଛୁ କେନ୍ଦ୍ରାପଡା ହୋମ ଗାର୍ଡ ଓଫିସ ରୁ ନିଯୁକ୍ତି ସମ୍ବନ୍ଧୀୟ ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ନୋଟିସ୍ ବିଷୟରେ ।

🗓️ ପରୀକ୍ଷା ତାରିଖ: 06.06.2025
🕘 ସମୟ: ମଧ୍ୟାହ୍ନ 3:00 ରୁ 4:00 ପର୍ଯ୍ୟନ୍ତ
📍 ସ୍ଥାନ: ଜିଲ୍ଲା ଗାର୍ଡ କାର୍ଯ୍ୟାଳୟ, କେନ୍ଦ୍ରାପଡା

⚠️ ଯେଉଁ ଅଭିଯାର୍ଥୀମାନେ ଅନୁପସ୍ଥିତ ଥିବେ ସେମାନେ ଏହି ଅବସରରୁ ବଞ୍ଚିତ ହେବେ । ତେଣୁ ଅବଶ୍ୟ ଭିଡିଓଟି ପୂରା ଦେଖନ୍ତୁ ଏବଂ ସମ୍ପୂର୍ଣ୍ଣ ତଥ୍ୟ ଜାଣନ୍ତୁ ।

👇 ନିମ୍ନଲିଖିତ ଟାପିକ୍ ମଧ୍ୟ ଭିଡିଓ ରେ କଥାହୋଇଛି 👇
✅ କେଉଁ ତାରିଖରେ ଡ୍ରିଲ୍ ଓ ଭେରିଫିକେସନ୍
✅ ଆଣିବାକୁ ପଡିବା ଦଲିଲପତ୍ର
✅ ଯୋଗ୍ୟତା ଓ ଶାରୀରିକ ମାନଦଣ୍ଡ
✅ ଅନୁପସ୍ଥିତ ଥିଲେ କଣ ହେବ?

👉 ଏଭଳି ଅପଡେଟ ପାଇଁ ଆମ ଚ୍ୟାନେଲକୁ Subscribe କରନ୍ତୁ ❤️
🔔 ଏବଂ Bell icon କୁ ଦବାନ୍ତୁ ନୂଆ ଅପଡେଟ ପାଇଁ!

#OdishaHomeGuard #HomeGuardRecruitment #OdishaJobAlert #KendraparaUpdate #JobNewsOdia #HomeGuardDrill #HomeGuardVerification #OdishaPolice

odisha home guard,odisha home guard physical test,odisha home guard recruitment 2025,home guard,odisha home guard news,odisha home guard recruitment,home guard bharti 2025,home guard odisha 2025,home guard physical test,home guard exam paper,home guard exam questions,odisha police home guard recruitment 2025,odisha home guard salary 2025,home guard exam,odisha home guard exam paper,home guard physical,odisha home guard exam questions

Видео Odisha Home Guard କେନ୍ଦ୍ରାପଡ଼ା ନୋଟିସ୍ #shorts #homeguardodisha канала Defence Information
Страницу в закладки Мои закладки
Все заметки Новая заметка Страницу в заметки