Загрузка страницы

How to check Ayushman Card in Odisha ।।PMJAY-GJAY card download online Odisha।।How to do eKYC ।।

#pmjaycard #ayushmancardapply
#ayushmancardekyc
#Gjaycard
#gopabandhujanaarogyajojona
official website link- https://beneficiary.nha.gov.in/
ଆପଣଙ୍କ ନାମରେ ଆୟୁଷ୍ମାନ କାର୍ଡ ଅଛି କି ନା ନାହିଁ ଯାଣନ୍ତୁ | PMJAY, GJAY କାର୍ଡ କେମିତି ଡାଉନଲୋଡ୍ କରିବେ |
ଆୟୁଷ୍ମାନ card ର eKYC କେମିତି କରିବେ✓|

ଆଜିର ଏହି ଭିଡିଓରେ ଆପଣମାନେ ଶିଖିପାରିବେ:

1. କେମିତି ଚେକ୍ କରିବେ ଯେ ଆପଣଙ୍କ ନାମରେ ଆୟୁଷ୍ମାନ କାର୍ଡ (PMJAY/GJAY) ଅଛି କି ନା ନାହିଁ ??
2. PMJAY, GJAY ଓ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ କେମିତି ଡାଉନଲୋଡ୍ କରିବେ ???
3. ଆୟୁଷ୍ମାନ କାର୍ଡର eKYC କେମିତି ଅନଲାଇନ୍ ରେ କରିବେ (ଓଡିଶା ପାଇଁ) ???
ଯଦି ଆପଣଙ୍କ ପାଖରେ ଆଧାର ନମ୍ୱର୍ ଅଛି, ତେବେ କେମିତି ତାହା ଦ୍ୱାରା ଆପଣଙ୍କ ନାମ ଖୋଜି ଆୟୁଷ୍ମାନ କାର୍ଡ ଡାଉନଲୋଡ୍ କରିପାରିବେ – ସବୁ କିଛି ଏହି ଭିଡିଓରେ step-by-step ଜାଣିପାରିବେ ।
ଆୟୁଷ୍ମାନ ଯୋଗ୍ୟତା ଚେକ୍ କରିବା: https://beneficiary.nha.gov.in

eKYC ପାଇଁ ସାଇଟ୍:
https://mera.pmjay.gov.in
ଦୟାକରି ଭିଡିଓଟିକୁ Like, Share ଓ Channel କୁ Subscribe କରନ୍ତୁ।

ଆପଣଙ୍କ ମତାମତ ଓ ପ୍ରଶ୍ନମାନେ comment box ରେ ଲେଖନ୍ତୁ।

#PMJAY
#AyushmanCard
#GJAYCard
#OdishaHealthCard
#eKYC
#AyushmanBharat
#OdiaTechvlog
Thank you for watching this video.
Where else you can find me
Instagram:-
https://www.instagram.com/manojpanda165?r=nametag
Facebook:
https://www.facebook.com/sweetcoolsmanoj
Twitter:
https://twitter.com/jobinfoalert1?s=08
WhatsApp:

https://whatsapp.com/channel/0029Va8pTeq42DciqCwu8v2I
#OdiaTech
#odiatechvlog

Видео How to check Ayushman Card in Odisha ।।PMJAY-GJAY card download online Odisha।।How to do eKYC ।। канала Odia Tech Vlog
Показать
Страницу в закладки Мои закладки
Все заметки Новая заметка Страницу в заметки