Загрузка...

ମୋବାଇଲରେ ଅଛି ବଡ଼ ପ୍ରମାଣ? Chameli Ojha News | Tikhiri Sarpanch Chameli | Chameli Ojha Bail

ମୋବାଇଲରେ ଅଛି ବଡ଼ ପ୍ରମାଣ? Chameli Ojha News | Tikhiri Sarpanch Chameli | Chameli Ojha Bail

କେନ୍ଦ୍ରାପଡା ମହାକାଳପଡା ବ୍ଲକ ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଜାମିନ ମିଳିବା ପରେ ଓଡ଼ିଶା ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି (Chameli Ojha News). ଜେଲରୁ ବାହାରିବା ପରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଆରେ ଚିଠି ଲେଖି ନ୍ୟାୟ ଭିକ୍ଷା କରିଛନ୍ତି ଚାମେଲି (Chameli Ojha letter to PM). ତାଙ୍କୁ ଏକ ବଡ଼ ଷଡ଼ଯନ୍ତ୍ର କରି ମିଛ ମାମଲାରେ ଫସାଇ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି. ବ୍ଲକ ଅଫିସରେ ତାଙ୍କ ଉପରେ ହୋଇଥିବା ଆକ୍ରମଣର ସମସ୍ତ ପ୍ରମାଣ ତାଙ୍କ ମୋବାଇଲ୍‌ରେ ଥିବା କଥା ଚାମେଲି ପ୍ରକାଶ କରିଛନ୍ତି. ଏହା ସହିତ ତାଙ୍କ ଜୀବନ ପ୍ରତି ବଡ଼ ବିପଦ ଥିବାରୁ ସେ କେନ୍ଦ୍ର ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି. କାହିଁକି ମହାକାଳପଡା ବିଡିଓ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରୁନାହିଁ, ସେ ନେଇ ପ୍ରଶ୍ନ ଉଠାଇଛନ୍ତି Tikhiri Sarpanch. Watch this video to know the latest update on the Chameli Ojha case and the political row in Kendrapara. Like, Share, and Subscribe for more Odisha News Updates!

Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.

News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।

Download our News18 Mobile App - https://onelink.to/desc-youtube

Please visit our website https://bit.ly/2YaikeJ for the latest opinions and detailed news coverage.

Follow us on
Facebook: https://www.facebook.com/News18Odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ

Subscribe to our channel to get the latest news and updates https://tinyurl.com/y46bt2fm

ID_OD_SS

Видео ମୋବାଇଲରେ ଅଛି ବଡ଼ ପ୍ରମାଣ? Chameli Ojha News | Tikhiri Sarpanch Chameli | Chameli Ojha Bail канала News18 Odia
Яндекс.Метрика
Все заметки Новая заметка Страницу в заметки
Страницу в закладки Мои закладки
На информационно-развлекательном портале SALDA.WS применяются cookie-файлы. Нажимая кнопку Принять, вы подтверждаете свое согласие на их использование.
О CookiesНапомнить позжеПринять