Загрузка...

Breaking News -ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ । 75% ଉପସ୍ଥାପନା ନଥିଲେ Admit Card ମିଳିବ ନାହିଁ ।

🔮🔮🔮🔮🔮🔮🔮

ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ ; ଦୁଇଟି ପର୍ଯ୍ୟାୟରେ ହେବ ପରୀକ୍ଷା । ଫେବ୍ରୁଆରୀ ୧୫ରୁ ମାର୍ଚ୍ଚ ୨୦ ଯାଏଁ ମେନ୍ ପରୀକ୍ଷା । ଡିସେମ୍ବର ୨୬ରୁ ୩୦ ଯାଏଁ ଇଣ୍ଟରନାଲ ପରୀକ୍ଷା । ଜାନୁଆରୀ ୨ରୁ ୧୨ ଯାଏଁ ପ୍ରାକ୍ଟିକାଲ ପରୀକ୍ଷା । ପରୀକ୍ଷାର ୪୫ ଦିନ ଭିତରେ ବାହାରିବ ରେଜଲ୍ଟ । 75% ଉପସ୍ଥାପନା ନଥିଲେ Admit Card ମିଳିବ ନାହିଁ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ସୂଚନା ।
CHSE ODISHA
Chse exam dates out
75% Attendance is compulsory
Admit card
Internal Exam in December 26 to 30
Practical exam starts in January
February 15 Theory Exam
#new #chse #toppers

Видео Breaking News -ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ । 75% ଉପସ୍ଥାପନା ନଥିଲେ Admit Card ମିଳିବ ନାହିଁ । канала Toppers Territory
Яндекс.Метрика
Все заметки Новая заметка Страницу в заметки
Страницу в закладки Мои закладки
На информационно-развлекательном портале SALDA.WS применяются cookie-файлы. Нажимая кнопку Принять, вы подтверждаете свое согласие на их использование.
О CookiesНапомнить позжеПринять