Загрузка страницы

Police Culprit attack in remuna balasore | NandighoshaTV

ବାଲେଶ୍ୱର ରେମୁଣା ଥାନା ପୋଲିସ ନାକେଦମ୍‌ । ଅଭିଯୁକ୍ତକୁ ଧରିବାରେ ଝାଳନାଳ ହୋଇଗଲା ପୋଲିସ । ସାମରାଇପୁରରେ ପୋଲିସ ଓ ଅଭିଯୁକ୍ତ ମୁହାଁମୁହିଁ ହୋଇଛନ୍ତି । ଅଭିଯୁକ୍ତକୁ ଧରିବାକୁ ପୋଲିସ ତାର ଘର ପାଖରେ ପହଞ୍ଚିଥିଲା। ଏତିକିବେଳେ ଘର ଭିତରେ ରହି ପୋଲିସ ଉପରକୁ ବୋମା ଫିଙ୍ଗିଛି ଅଭିଯୁକ୍ତ। ଖାଲି ସେତିକି ନୁହେଁ ଘର ଭିତରୁ ପୋଲିସକୁ ପଥର ମାଡ଼ ବି କରିଛି ଅଭିଯୁକ୍ତି । ପ୍ରାୟ ୪ ଘଣ୍ଟା ଧରି ଏପରି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଅଭିଯୁକ୍ତ ଜଣକ ହେଉଛି ଇଶ୍ୱର ମହାଳିକ ।
Police Culprit attack in remuna balasore

Видео Police Culprit attack in remuna balasore | NandighoshaTV канала Nandighosha TV
Показать
Комментарии отсутствуют
Введите заголовок:

Введите адрес ссылки:

Введите адрес видео с YouTube:

Зарегистрируйтесь или войдите с
Информация о видео
14 июня 2020 г. 9:53:07
00:07:54
Другие видео канала
Watch Special Episode Of News FuseWatch Special Episode Of News FuseJammu: Two people stranded near an under construction dam in Tawi river; rescued by AirforceJammu: Two people stranded near an under construction dam in Tawi river; rescued by Airforceମୟୁରଭଞ୍ଜ ସାପ୍ତାହିକ ହାଣ୍ଡିଆ ହାଟକୁ ବନ୍ଦ କରିବାକୁ ଯାଇ ପିଟା ଖାଇଲା ପୋଲିସ, ଦେଖନ୍ତୁ ଭିଡିଓ ||Knews Odishaମୟୁରଭଞ୍ଜ ସାପ୍ତାହିକ ହାଣ୍ଡିଆ ହାଟକୁ ବନ୍ଦ କରିବାକୁ ଯାଇ ପିଟା ଖାଇଲା ପୋଲିସ, ଦେଖନ୍ତୁ ଭିଡିଓ ||Knews OdishaDamdar Khabar: Two Bike-Lifting Gangs Busted In BhubaneswarDamdar Khabar: Two Bike-Lifting Gangs Busted In BhubaneswarNews Time@10AMNews Time@10AMDreaded Criminal Eeshwar Mahalik Caught By Balasore Police TodayDreaded Criminal Eeshwar Mahalik Caught By Balasore Police TodayReal Hero: Sepoy’s Instant Intervention Thwarts Loot Attempt From A Bus Near DhenkanalReal Hero: Sepoy’s Instant Intervention Thwarts Loot Attempt From A Bus Near DhenkanalNayak Movie Best Scenes - Anil Kapoor - Paresh RawalNayak Movie Best Scenes - Anil Kapoor - Paresh RawalDamdar Khabar: ATM Lootera's Showed Demo Of How They LootedDamdar Khabar: ATM Lootera's Showed Demo Of How They Lootedସ୍ୱାଭିମାନ ଅଞ୍ଚଳବାସୀଙ୍କ ଚେତାବନୀ, ଆମ ହାତରେ ଧନୁ ତୀର ଥାଉ ପଛେ ଆମେ ମାଓବାଦୀଙ୍କ ବନ୍ଧୁକ ସହ ଲଢ଼ିବାକୁ ପ୍ରସ୍ତୁତସ୍ୱାଭିମାନ ଅଞ୍ଚଳବାସୀଙ୍କ ଚେତାବନୀ, ଆମ ହାତରେ ଧନୁ ତୀର ଥାଉ ପଛେ ଆମେ ମାଓବାଦୀଙ୍କ ବନ୍ଧୁକ ସହ ଲଢ଼ିବାକୁ ପ୍ରସ୍ତୁତରାସ୍ତା ଉପରେ ଜଳିଗଲା ଟ୍ରକ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ, ବଲାଙ୍ଗୀର || BALANGIR NEWSରାସ୍ତା ଉପରେ ଜଳିଗଲା ଟ୍ରକ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ, ବଲାଙ୍ଗୀର || BALANGIR NEWSଫେସବୁକ ପ୍ରେମ ପାଇଁ ମାଡଖାଇଲେ ଯୁବକ, ଜଳେଶ୍ୱର - ବାଲେଶ୍ୱର || BALASORE NEWSଫେସବୁକ ପ୍ରେମ ପାଇଁ ମାଡଖାଇଲେ ଯୁବକ, ଜଳେଶ୍ୱର - ବାଲେଶ୍ୱର || BALASORE NEWSJustice For Pari | Youths Walking Towards Odisha Assembl  Picked Up By PoliceJustice For Pari | Youths Walking Towards Odisha Assembl Picked Up By Policeପ୍ରେମିକାକୁ ମାରି ୩ ଫୁଟ ମାଟି ତଳେ ପୋତି ଦେଲା ପ୍ରେମିକ || Knews Odishaପ୍ରେମିକାକୁ ମାରି ୩ ଫୁଟ ମାଟି ତଳେ ପୋତି ଦେଲା ପ୍ରେମିକ || Knews Odishaଦିଲ୍ଲୀ ରାଜରାସ୍ତାରେ ଦେଖିବାକୁ ମିଳିଛି ଏକ ଲୋମଟାଙ୍କୁରା ଦୃଶ୍ୟ । ଯାହାକୁ ଦେଖି ଆପଣଙ୍କ ଲୋମ ଶିହରି ଉଠିବଦିଲ୍ଲୀ ରାଜରାସ୍ତାରେ ଦେଖିବାକୁ ମିଳିଛି ଏକ ଲୋମଟାଙ୍କୁରା ଦୃଶ୍ୟ । ଯାହାକୁ ଦେଖି ଆପଣଙ୍କ ଲୋମ ଶିହରି ଉଠିବSpecial Report: Goat Helped To Trace Murderer | Kanak News LiveSpecial Report: Goat Helped To Trace Murderer | Kanak News LivePardaphas Ep 86 | 19 NOV 2020 | ବସ୍ତା ଭିତରେ ଲାସPardaphas Ep 86 | 19 NOV 2020 | ବସ୍ତା ଭିତରେ ଲାସଦୁଇ ଦୁଇଟି ବିଲଡିଂ ଓ ସରକାରୀ ପେନସନ ଥାଇ ବି କାହିଁକି ରହୁଛନ୍ତି ଝୁମ୍ପୁଡ଼ିରେ, ଜାଣନ୍ତୁ ||Knews Odishaଦୁଇ ଦୁଇଟି ବିଲଡିଂ ଓ ସରକାରୀ ପେନସନ ଥାଇ ବି କାହିଁକି ରହୁଛନ୍ତି ଝୁମ୍ପୁଡ଼ିରେ, ଜାଣନ୍ତୁ ||Knews Odishaନିଜ ସ୍ତ୍ରୀକୁ ପ୍ରେମିକ ହାତରେ ଟେକିଦେଲା ସ୍ୱାମୀ, ମୟୁରଭଞ୍ଜନିଜ ସ୍ତ୍ରୀକୁ ପ୍ରେମିକ ହାତରେ ଟେକିଦେଲା ସ୍ୱାମୀ, ମୟୁରଭଞ୍ଜମଦ ପିଇ ଏମିତି କାମ କଲେ ପୋଲିସ ବି ହେଇଗଲେ ଆଶ୍ଚର୍ଯ୍ୟମଦ ପିଇ ଏମିତି କାମ କଲେ ପୋଲିସ ବି ହେଇଗଲେ ଆଶ୍ଚର୍ଯ୍ୟ
Яндекс.Метрика