Загрузка...

AFTER 12 YEARS MARAGUDA FESTIVAL STRIKES BACK /COLLECTOR & SP PLAYED DRUM & DANCED TOGATHER /

MARAGUDA LOKMAHOTSAV/ ମାରାଗୁଡା ଲୋକମହୋତ୍ସବ /मारगुड़ा लोक महोत्सव

୧୨ ବର୍ଷ ଅନ୍ତରାଳ ପରେ ନୂଆପଡା ସଦର ମହକୁମା ଠାରେ ମାରାଗୁଡା ଉତ୍ସବ ବୋହୁ ଆଡମ୍ବର ସହ ଶୁଭାରମ୍ଭ ହୋଇଯାଇଛି, ପବିତ୍ର ଉତ୍କଳ ଦିବସ ୧ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ଉତ୍ସବର ପ୍ରଥମ ଦିନ ଏକ ଭବ୍ୟ ମଶାଲ ଯାତ୍ରା ଟନବାଟ ସ୍ଥିତ କାନାଭୈରା ମନ୍ଦିର ଠାରୁ ବାହାରି ନୂଆପଡା ସ୍ଥିତ ଗାୟତ୍ରୀ ମନ୍ଦିର ଠାରେ .ମୈତ୍ରୀ ଏବଂ ମନୋରଞ୍ଜନ ପୂର୍ଣ୍ଣ ବାତାବରଣରେ ଜାତି ଧର୍ମ ବର୍ଣ୍ଣ ପଦ ଓ ପଦବୀ ନିର୍ବିଶେଷରେ ସମସ୍ତେ ବାଦ୍ୟ ଯନ୍ତ୍ର ଧୁନରେ ତାଳ ମିଶାଇ ନୃତ୍ୟ ରେ ମସଗୁଲ ହୋଇଯାଇଥିଲେ .ଉଲ୍ଲେଖନୀୟ ବିଷୟ ଏହା କି ଯେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ଏବଂ ନୂଆପଡା ଏସ ପି ରଘୁବେନ୍ଦ୍ର ରେଡି ଦ୍ୱୟଙ୍କ ପାରମ୍ପରିକ ବାଦ୍ୟ ବଜାଇ ନାଚିବା ସମସ୍ତ ଙ୍କ ଆକର୍ଷଣ ର କେନ୍ଦ୍ର ପାଲଟି ଥିଲା

Видео AFTER 12 YEARS MARAGUDA FESTIVAL STRIKES BACK /COLLECTOR & SP PLAYED DRUM & DANCED TOGATHER / канала K3TV News, Odisha
Страницу в закладки Мои закладки
Все заметки Новая заметка Страницу в заметки