Загрузка страницы

ଦୁର୍ଘଟଣାରେ ଟ୍ରାଫିକ୍ ପୋଲିସଙ୍କ ମୃତ୍ୟୁ, ଶ୍ରଦ୍ଧାଞ୍ଜଳି ଦେଲେ ଡିସିପି | Odisha Reporter

ଭୁବନେଶ୍ୱରରେ ଅଜଣା ଗାଡ଼ି ଧକ୍କାରେ ଜଣେ ଟ୍ରାଫିକ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମଧୁସୂଦନ କିର୍ସାନୀ। ତାଙ୍କ ଘର ମାଲକାନଗିରିରେ ବୋଲି ଜଣାପଡ଼ିଛି। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ମଧୁସୂଦନ ଡ୍ୟୁଟି ସାରି ବାଇକ ଯୋଗେ ଖଣ୍ଡଗିରି ସ୍ଥିତ ତାଙ୍କ ଘରକୁ ଫେରୁଥିବା ବେଳେ ନୟାପଲ୍ଲୀ ଥାନା କଳିଙ୍ଗ ଷ୍ଟାଡିୟମ୍ ୯ ନମ୍ବର ଗେଟ୍ ସମ୍ମୁଖରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା।

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter #accident #bhubaneswar #odisha #news #traficpolice #condolences #odishareporter

Видео ଦୁର୍ଘଟଣାରେ ଟ୍ରାଫିକ୍ ପୋଲିସଙ୍କ ମୃତ୍ୟୁ, ଶ୍ରଦ୍ଧାଞ୍ଜଳି ଦେଲେ ଡିସିପି | Odisha Reporter канала Odisha Reporter
Показать
Комментарии отсутствуют
Введите заголовок:

Введите адрес ссылки:

Введите адрес видео с YouTube:

Зарегистрируйтесь или войдите с
Информация о видео
30 июня 2024 г. 21:24:02
00:02:22
Другие видео канала
'ମାମାଙ୍କର ଇଛା UPSC,ବାପାଙ୍କର ଇଛା ଗୀତ ଶିଖିବି'| Barnali Hota | Utha Kankala Singer | Yt Shorts | OR |'ମାମାଙ୍କର ଇଛା UPSC,ବାପାଙ୍କର ଇଛା ଗୀତ ଶିଖିବି'| Barnali Hota | Utha Kankala Singer | Yt Shorts | OR |ରଥଯାତ୍ରା ସମୀକ୍ଷା ବୈଠକ | Odisha Reporterରଥଯାତ୍ରା ସମୀକ୍ଷା ବୈଠକ | Odisha Reporterବିପକ୍ଷଙ୍କୁ ବାଚସ୍ପତି କଲା ତାଗିଦ୍  | Om Birla | Lok Sabha | PM Modi | Odisha Reporterବିପକ୍ଷଙ୍କୁ ବାଚସ୍ପତି କଲା ତାଗିଦ୍ | Om Birla | Lok Sabha | PM Modi | Odisha Reporter'ମୋ ଜାଗାକୁ ଗାଡ଼ିଆ କରିଦେଲେ ଅତନୁ' || Odisha Grievance Cell || Nuapada || Mohan Majhi || Odisha Reporter'ମୋ ଜାଗାକୁ ଗାଡ଼ିଆ କରିଦେଲେ ଅତନୁ' || Odisha Grievance Cell || Nuapada || Mohan Majhi || Odisha Reporterତାଳଗଛ କାଟିଲେ କାର୍ଯ୍ୟାନୁଷ୍ଠାନ, ହାତ ମାରିଲେ ଲାଗିବ ସକ୍ | Odisha Reporterତାଳଗଛ କାଟିଲେ କାର୍ଯ୍ୟାନୁଷ୍ଠାନ, ହାତ ମାରିଲେ ଲାଗିବ ସକ୍ | Odisha Reporterମାଡ଼ି ଆସିଲା ନଦୀ, ଯବାନ ହୋଇଗଲେ ସହିଦ || Indian Army T-72 Tank || Drills At LAC In Ladakh || Flood || ORମାଡ଼ି ଆସିଲା ନଦୀ, ଯବାନ ହୋଇଗଲେ ସହିଦ || Indian Army T-72 Tank || Drills At LAC In Ladakh || Flood || ORବିବାଦ କଲା ବର୍ବାଦ  ବେସାହାରା ହୋଇଗଲେ ବାସହରା || illegal house on Govt land || Homeless Family  || ORବିବାଦ କଲା ବର୍ବାଦ ବେସାହାରା ହୋଇଗଲେ ବାସହରା || illegal house on Govt land || Homeless Family || ORରଥଯାତ୍ରା ପାଇଁ ଏଥର 180 ପ୍ଲାଟୁନ୍ ଫୋର୍ସ | Odisha Reporterରଥଯାତ୍ରା ପାଇଁ ଏଥର 180 ପ୍ଲାଟୁନ୍ ଫୋର୍ସ | Odisha Reporterସଂସଦରେ ଅପରାଜିତାଙ୍କ ସାୟରୀ  || BJP MP Aparajita Sarangi || Lok Sabha || Odisha Reporterସଂସଦରେ ଅପରାଜିତାଙ୍କ ସାୟରୀ || BJP MP Aparajita Sarangi || Lok Sabha || Odisha Reporterଖାଇଲେ ମୋଦକ ଉଠି ବସିବେ କଳାମାଣିକ | Odisha Reporterଖାଇଲେ ମୋଦକ ଉଠି ବସିବେ କଳାମାଣିକ | Odisha Reporter'ବିଧାନସଭାରେ ଆଉ କୌଣସି ପ୍ରସଙ୍ଗ ଉଠିବନି, ବିଜେପି ସବୁ କରିବ'| Viral Reels | Yt Shorts | Viral Video | OR |'ବିଧାନସଭାରେ ଆଉ କୌଣସି ପ୍ରସଙ୍ଗ ଉଠିବନି, ବିଜେପି ସବୁ କରିବ'| Viral Reels | Yt Shorts | Viral Video | OR |'FIR ରୁ Chargesheet ସବୁକିଛି ଡିଜିଟାଲ'| Amit Shah | Viral Reels | Viral Shorts | Yt Shorts | OR |'FIR ରୁ Chargesheet ସବୁକିଛି ଡିଜିଟାଲ'| Amit Shah | Viral Reels | Viral Shorts | Yt Shorts | OR |କୁସୁମା ବଙ୍ଗଳାରେ କଣ ଚାଲିଥିଲା ? || Kusuma Bangala || Jajpur || Odisha Reporterକୁସୁମା ବଙ୍ଗଳାରେ କଣ ଚାଲିଥିଲା ? || Kusuma Bangala || Jajpur || Odisha Reporterକଂଗ୍ରେସ ବିଜେପି ମୁହାଁମୁହିଁ | Odisha Reporterକଂଗ୍ରେସ ବିଜେପି ମୁହାଁମୁହିଁ | Odisha Reporter`3 ହଜାର ଟଙ୍କାକୁ ବଢିବ ଭତ୍ତା’ | Minister Nityananda Gond | Pension Scheme | Odisha Reporter`3 ହଜାର ଟଙ୍କାକୁ ବଢିବ ଭତ୍ତା’ | Minister Nityananda Gond | Pension Scheme | Odisha Reporterବିଲରେ ଖେଳୁଛନ୍ତି ନାଗ-ନାଗୁଣୀ| Odisha Reporterବିଲରେ ଖେଳୁଛନ୍ତି ନାଗ-ନାଗୁଣୀ| Odisha Reporterମହାମହିମଙ୍କ ଦର୍ଶନ ଏବଂ ଭକ୍ତଙ୍କ ଦର୍ଶନ ସଠିକ୍ ସେ ହେବ | Odisha Reporterମହାମହିମଙ୍କ ଦର୍ଶନ ଏବଂ ଭକ୍ତଙ୍କ ଦର୍ଶନ ସଠିକ୍ ସେ ହେବ | Odisha Reporterଲାଗୁ ହେଉ ହେଉ ରୁଜୁ ହେଲା ମାମଲା | Odisha Reporterଲାଗୁ ହେଉ ହେଉ ରୁଜୁ ହେଲା ମାମଲା | Odisha Reporter'ମୁଖ୍ୟମନ୍ତ୍ରୀଙ୍କୁ ଦେଖିବି ବୋଲି ଉପାସ ଥିଲି'| CM Grievance | Mohan Majhi | Viral Reels | Yt Shorts |OR |'ମୁଖ୍ୟମନ୍ତ୍ରୀଙ୍କୁ ଦେଖିବି ବୋଲି ଉପାସ ଥିଲି'| CM Grievance | Mohan Majhi | Viral Reels | Yt Shorts |OR |🔴LIVE | ‘ମନ୍ଦିର ଭିତରକୁ ଯାଇପାରିବେନି VIP’ | No VIP Entry into Puri Srimandir during Rath Yatra | OR |🔴LIVE | ‘ମନ୍ଦିର ଭିତରକୁ ଯାଇପାରିବେନି VIP’ | No VIP Entry into Puri Srimandir during Rath Yatra | OR |
Яндекс.Метрика