Загрузка...

'ମୋ ସ୍ୱାମୀଙ୍କୁ କହୁଥିଲା ବାହାହେବ, କଟୁରୀରେ ହାଣିଦେଲି’ | Odisha Reporter

#ସ୍ୱାମୀଙ୍କୁ_କହୁଥିଲା_ବାହାହେବ_ମାରିଦେଲି
ଗତ ୪ ତାରିଖ ଜଙ୍ଗଲ ରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ଘଟଣାରେ ଫିଟିଛି ରହସ୍ୟ। ମୃତକ ମହିଳା ଗ୍ରାମର ଅନ୍ୟ ଜଣେ ମହିଳାଙ୍କ ସ୍ୱାମୀକୁ ଭଲ ପାଇ ପାଖରେ ରଖିବାକୁ ଚେଷ୍ଟା କରିବାରୁ ଘଟିଛି ଏହି ହତ୍ୟାକାଣ୍ଡ। କପ୍ତିପଦା ଥାନା ବିଦ୍ୟାଧରନଗର ଜଙ୍ଗଲ ରୁ ରବିବାର ଦିନ ମାଦେ ସିଂଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା । ଏବେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଧରିବା ପରେ ହତ୍ୟା କରିଥିବା ସେ ନିଜେ କହିଛି ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#odishareporter #OdishaReporter #udala #kaptipada #Mayurbhanj #MurderCase

Видео 'ମୋ ସ୍ୱାମୀଙ୍କୁ କହୁଥିଲା ବାହାହେବ, କଟୁରୀରେ ହାଣିଦେଲି’ | Odisha Reporter канала Odisha Reporter
Страницу в закладки Мои закладки
Все заметки Новая заметка Страницу в заметки