Загрузка...

Aadhaar Card News Today | ନାଗରିକତା ପ୍ରମାଣ ନୁହେଁ ଆଧାର| Supreme Court Update|News|today News

ଏହି ଭିଡିଓରେ ଆମେ ସୁପ୍ରିମ କୋର୍ଟରେ ଚାଲିଥିବା ଆଧାର କାର୍ଡ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ PIL ବିଷୟରେ ଆଲୋଚନା କରିଛୁ। ଆବେଦନରେ ଦାବି କରାଯାଇଛି ଯେ ଆଧାରକୁ କେବଳ ପରିଚୟ ପ୍ରମାଣ ଭାବରେ ବ୍ୟବହାର କରାଯାଉ, ନାଗରିକତା, ଠିକଣା କିମ୍ବା ଜନ୍ମତାରିଖର ପ୍ରମାଣ ଭାବରେ ନୁହେଁ।
ଏହି ଭିଡିଓରେ ଜାଣନ୍ତୁ: ସୁପ୍ରିମ କୋର୍ଟ କଣ କହିଛନ୍ତି
PIL ର ମୁଖ୍ୟ ଦାବି କଣ
Aadhaar Act ର ନିୟମ
ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ
ଭିଡିଓଟି ଭଲ ଲାଗିଲେ Like, Share ଓ Subscribe କରନ୍ତୁ।
#AadhaarCard #SupremeCourt #AadhaarNews #OdiaNews #BreakingNews #IndiaNews #AadhaarUpdate #LatestNews #SupremeCourtNews #UIDAI #ECI #OdiaYouTube #NewsUpdate #India

Видео Aadhaar Card News Today | ନାଗରିକତା ପ୍ରମାଣ ନୁହେଁ ଆଧାର| Supreme Court Update|News|today News канала SAHARA NEWS ODIA
Яндекс.Метрика
Все заметки Новая заметка Страницу в заметки
Страницу в закладки Мои закладки
На информационно-развлекательном портале SALDA.WS применяются cookie-файлы. Нажимая кнопку Принять, вы подтверждаете свое согласие на их использование.
О CookiesНапомнить позжеПринять