Загрузка страницы

Weekend Shut Down, ମନ ଇଚ୍ଛା ବୁଲୁଛ ! | Odisha Reporter

୫ ଟା ରୁ ୬ ମର୍ଣିଂ ୱାକ ଲାଗି ସମୟ ଘୋଷିତ ହୋଇଥିବା ବେଳେ , କିଛି ଲୋକ ମର୍ଣ୍ଣି ଓ୍ବାକ୍ ନା ରେ ଧାର୍ଯ୍ୟ ସମୟ ପରେ ମଧ୍ୟ ବାହାରେ ବୁଲୁଛନ୍ତି। ଯାହାକୁ ବାରଣ କରୁଛି ପୁଲିସ୍ । ଭୁବନେଶ୍ବର ଫରେଷ୍ଟ ପାର୍କ ଏମିତିକି ଏୟାରପୋର୍ଟଳ ଅଞ୍ଚଳ ରେ ଧାର୍ଯ୍ୟ ସମୟ ପରେ ମଧ୍ୟ ଲୋକ ଏପରି କରୁଥିବାରୁ ପୁଲିସ୍ ସେମାନଙ୍କୁ ସଚେତନ କରିବା ସହ ତାଗିଦ୍ କରୁଥିବା ଦେଖିବାକୁ ମିଳିଛି।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Видео Weekend Shut Down, ମନ ଇଚ୍ଛା ବୁଲୁଛ ! | Odisha Reporter канала Odisha Reporter
Показать
Комментарии отсутствуют
Введите заголовок:

Введите адрес ссылки:

Введите адрес видео с YouTube:

Зарегистрируйтесь или войдите с
Информация о видео
8 мая 2021 г. 9:47:36
00:04:17
Яндекс.Метрика