- Популярные видео
- Авто
- Видео-блоги
- ДТП, аварии
- Для маленьких
- Еда, напитки
- Животные
- Закон и право
- Знаменитости
- Игры
- Искусство
- Комедии
- Красота, мода
- Кулинария, рецепты
- Люди
- Мото
- Музыка
- Мультфильмы
- Наука, технологии
- Новости
- Образование
- Политика
- Праздники
- Приколы
- Природа
- Происшествия
- Путешествия
- Развлечения
- Ржач
- Семья
- Сериалы
- Спорт
- Стиль жизни
- ТВ передачи
- Танцы
- Технологии
- Товары
- Ужасы
- Фильмы
- Шоу-бизнес
- Юмор
Piaget Cognitive Development | Pedagogy Class 3 | SSB TGT 2k26 | Aji Padhiba, Kali Safalata Miliba 💪
Piaget’s Cognitive Development Theory – Sanghamitra Ma’am Style
ଆଜିର ଏହି ଭିଡିଓରେ ମୁଁ ଖୁବ ସହଜ ଭାଷାରେ Jean Piaget ଙ୍କ Cognitive Development Theory ବୁଝେଇଛି l Piaget ଙ୍କୁ “Genetic Epistemology (Founder)”, “Developmental psychology” ଏବଂ Father of child psychology ବୋଲି କୁହାଯାଏ। ସେ ଶିଶୁମାନଙ୍କୁ “Little Scientist” ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି, କାରଣ ଶିଶୁ ନିଜ ଅନୁଭବ ଦ୍ୱାରା ଚିନ୍ତନ ଦ୍ଵାରା ଜ୍ଞାନ ଗଢ଼େ।
ଏହି ଭିଡିଓରେ ଆମେ Piaget ଙ୍କ 4ଟି ମୁଖ୍ୟ ସ୍ଟେଜ୍ ଅତ୍ୟନ୍ତ ସହଜ ଭାବରେ ପଢେଇଛି
Sensorimotor Stage
Preoperational Stage
Concrete Operational Stage
Formal Operational Stage
ପ୍ରତ୍ୟେକ ଷ୍ଟେଜ୍ କୁ real-life example ସହିତ ଖୁବ ଭଲ ଭାବରେ ବୁଝାଯାଇଛି, ଯାହା ଛାତ୍ରଛାତ୍ରୀମାନେ ସହଜରେ ଧରିପାରିବେ ଏବଂ ମନେ ରଖିପାରିବେ। ଏହି କ୍ଲାସ୍ SSB TGT, LTR , RHT OAVS OTET, OSSTET, CTET ପ୍ରସ୍ତୁତି ପାଇଁ ଅତ୍ୟନ୍ତ ଉପଯୋଗୀ।
👉 ଏହି ଭିଡିଓ ଦେଖିଲେ Piaget Theory ଆଉ କେବେ ଭୁଲିବେ ନାହିଁ।
🔥 Join Our Jayatu Sanskritam Family
ଯଦି ଆପଣ ଆମ Jayatu Sanskritam YouTube Family ରେ ଯୋଡ଼ିବାକୁ ଚାହୁଁଛନ୍ତି ଏବଂ SSB TGT, OTET, OSSTET, OAVS ପ୍ରସ୍ତୁତିରେ ସଫଳତା ପାଇବାକୁ ଚାହୁଁଛନ୍ତି, ତେବେ ନିଶ୍ଚୟ ଆମ ସହିତ ଯୋଗାଯୋଗ କରନ୍ତୁ:
📞 9937331081
👉 ନୂଆ batch ଆରମ୍ଭ ହୋଇଛି
👉 Daily Pedagogy Class
👉 Easy Notes + MCQ Practice + Motivation
🙏 Support & Motivation:
👉 ଯଦି ଭିଡିଓଟି ଭଲ ଲାଗିଥାଏ, ତେବେ
✔ Like କରନ୍ତୁ
✔ Share କରନ୍ତୁ
✔ Subscribe କରନ୍ତୁ
💪 ଆପଣଙ୍କ ଗୋଟିଏ like, share ଓ subscribe ଆମ ପାଇଁ ବଡ଼ ପ୍ରେରଣା।
🔥 “ଆପଣ ପଢ଼ିବେ, ଆପଣ ସଫଳ ହେବେ – ଆମେ ଆପଣଙ୍କ ସହିତ ଅଛୁ।”
Exam Success Motivation
ସଫଳତା କେବେ ହଠାତ୍ ମିଳେ ନାହିଁ, ଏହା ପ୍ରତିଦିନର ପରିଶ୍ରମର ଫଳ। ଆପଣ ଯଦି SSB TGT, କିମ୍ବା ଯେକୌଣସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି, ତେବେ ମନେ ରଖନ୍ତୁ—ନିୟମିତତା (consistency) ହିଁ ସଫଳତାର ଚାବି।
👉 ଆଜି ଯଦି ଆପଣ କଷ୍ଟ କରୁଛନ୍ତି, କାଲି ଆପଣଙ୍କ ସ୍ୱପ୍ନ ପୂରଣ ହେବ।
👉 ଅନ୍ୟମାନେ ଆରାମ କରୁଥିବା ସମୟରେ ଯଦି ଆପଣ ପଢ଼ୁଛନ୍ତି, ତେବେ ଆପଣ ଆଗେଇଯାଉଛନ୍ତି।
💡 ମନେ ରଖନ୍ତୁ:
ସଫଳତା ସେମାନଙ୍କୁ ମିଳେ ଯେଉଁମାନେ ଥକିଯାଇ ମଧ୍ୟ ହାର ମାନନ୍ତି ନାହିଁ।
👉 ଆପଣଙ୍କ ପ୍ରତ୍ୟେକ ଘଣ୍ଟାର ପଢ଼ା ଆପଣଙ୍କ ଭବିଷ୍ୟତ ଗଢ଼ୁଛି।
👉 ଆଜିର ପରିଶ୍ରମ = କାଲିର ସଫଳତା।
🔥 “ସ୍ୱପ୍ନ ବଡ଼ ଦେଖନ୍ତୁ, ପରିଶ୍ରମ ତାହାଠାରୁ ମଧ୍ୟ ବଡ଼ କରନ୍ତୁ – ସଫଳତା ଆପଣଙ୍କ ପଛରେ ଚାଲିଆସିବ।”
Видео Piaget Cognitive Development | Pedagogy Class 3 | SSB TGT 2k26 | Aji Padhiba, Kali Safalata Miliba 💪 канала जयतु संस्कृतम् ( JAYATU SANSKRUTAM)

Комментарии отсутствуют
Информация о видео
30 апреля 2026 г. 10:28:22
01:09:34
Другие видео канала