Nabapallaba Would Change It's Name || VLOG 11
ସଭିଙ୍କୁ ନମସ୍କାର ।
ଯେତେବେଳେ ୨୦ ଡିସେମ୍ବର ୨୦୧୭ରେ ଗୋଟିଏ ପତ୍ରିକା କରିବା ପାଇଁ ମୁଁ ସକାଳୁ ନିଷ୍ପତ୍ତି ନେଇଥିଲି, ସେତେବେଳେ ଟୁଇଟରରୁ ନିଧି ଅଜା ଛାଡ଼ିଥିବା ଗୋଟିଏ ଫଟୋ ନେଇଥିଲି ଆଉ ତା'ର ଗୋଟିଏ ଶୀର୍ଷକ ରଖିବାକୁ ମୁଁ ତାପସ ଭାଇ, ଡାକ୍ତର ବାବୁ ଏବଂ ନିଧି ଅଜାଙ୍କୁ ପଚାରିଥିଲି । ମାତ୍ର କିଛି ସମୟ ପରେ ସେହି ଫଟୋରେ "ନବପଲ୍ଲବ" ଶବ୍ଦଟି ମୋ ଆଖିରେ ପଡ଼ିଥିଲା ଆଉ ତା'ପରେ ମୁଁ ଗୁଗୁଲ୍ରେ ଟିକିଏ ଖୋଜିଥିଲି । ଓଡ଼ିଆରେ ଗୁଗୁଲ୍ରେ କିଛି ମିଳିଲା ନାହିଁ ଏବଂ ଇଂରାଜୀରେ "Nabapallaba"ରେ ଓଡ଼ିଆରେ ସେମିତି କିଛି ନଥିଲା । ତେଣୁ ମୁଁ ସେହି ନାମଟି କେମିତି ଲାଗୁଛି ବୋଲି ପୁଣି ପଚାରିଥିଲି ଆଉ ତା'କୁ ନେଇ ପତ୍ରିକାଟି କରିବାକୁ ମନସ୍ଥ କରିଥିଲି । ଏହି ନାମ ସହିତ ମୋ ବାପାଙ୍କଠାରୁ ଆରମ୍ଭ କରି ନିଧି ଅଜା, ଡାକ୍ତର ବାବୁ, ତାପସ ଭାଇ ଏବଂ ଅନ୍ୟ କିଛିଙ୍କର ମତ ମଧ୍ୟ ସାକାରାତ୍ମକ ଥିଲା ।
ତେଣୁ ୧ ଜାନୁଆରୀ ୨୦୧୮ ଆରମ୍ଭ ହେଉ ହେଉ ଆମ ପତ୍ରିକାର ପ୍ରଥମ ସଂସ୍କରଣ ଉନ୍ମୋଚିତ ହୋଇଗଲା । ସେତେବେଳେ ଏହାକୁ ମଧ୍ୟ ଅନେକ ଲୋକ ପ୍ରଶଂସା କଲେ । ପୁଣି ମାତୃଭାଷା ଦିବସରେ ଶାଶ୍ୱତ ଭାଇଙ୍କ ଗୀତକୁ ସଙ୍ଗୀତରେ ସଜେଇ ମାସନ ଭାଇ ଯେତେବେଳେ "ନବପଲ୍ଲବ"ର ଗୀତ ନିର୍ମାଣ କଲେ ଏବଂ ସମ୍ବିତ ଭିଡ଼ିଓ ଯୋଡ଼ି ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇଲେ, ସେତେବେଳେ "ସମ୍ବାଦ" ଖବରକାଗଜରେ ନବପଲ୍ଲବ ବିଷୟରେ ଲେଖାଟିଏ ବାହାରିଥିଲା । ଆଉ ସେହି ଲେଖା ପଢ଼ି ଜଣେ ବ୍ୟକ୍ତି ଫୋନ୍ କରି ଜଣେଇଲେ କି "ନବପଲ୍ଲବ" ନାମରେ ୧୯୯୪ ମସିହାରୁ ଏକ NGO ସଂସ୍ଥା ଅଛି, ଯାହାକି ଶିଶୁମାନଙ୍କ ପାଇଁ କାର୍ଯ୍ୟ କରୁଛି ଏବଂ ଏହାର ଗୋଟିଏ ବାର୍ଷିକ ପତ୍ରିକା "ନବପଲ୍ଲବ" ଶୀର୍ଷକରେ ବାହାରୁଛି । ଇଂରାଜୀରେ ଏହା "Nabapallav" ଉଲ୍ଲେଖ ଅଛି । ତେଣୁ ଏହି ନାମଟି ଆମେ ବ୍ୟବହାର କରି ଭୁଲ କରିଦେଇଛେ । ଅବଶ୍ୟ ସେମାନେ ଆମର କାର୍ଯ୍ୟକୁ ପ୍ରଶଂସା କରିଥିଲେ, ମାତ୍ର ପତ୍ରିକାଟିର ଶୀର୍ଷକ ବଦଳେଇବାକୁ ଉପଦେଶ ଦେଇଥିଲେ । ତେଣୁ ତାଙ୍କଠାରୁ କିଛିଦିନ ସମୟ ମାଗିଥିଲୁ ।
ପତ୍ରିକାଟିର ନାମ ପରିବର୍ତ୍ତନ କରିବା ପାଇଁ ହେଲେ ଆମକୁ ପୁଣିଥରେ ସବୁକିଛି ନୂଆ କରି ଆରମ୍ଭ କରିବାକୁ ହେବ । ଯେମିତିକି Mail Id, YouTube URL, ଇତ୍ୟାଦି ଇତ୍ୟାଦି... ତଥାପି ସେମାନଙ୍କୁ ସେହି ନାମରେ ପତ୍ରିକାଟି ରଖିବାକୁ ଆମେ ଅନୁରୋଧ କଲୁ, ସାଙ୍ଗରେ କିଛି ଟ୍ୟାଗ୍ ଲାଇନ୍ ଯୋଡ଼ିକି । କିନ୍ତୁ ସେମାନଙ୍କର ଲୋକମାନେ ଏଥିରେ ଆଦୌ ରାଜି ହେଲେ ନାହିଁ । ଫଳରେ ଆମେ ଆଉ ଅଧିକ ଦିନ ଧରି "ନବପଲ୍ଲବ" ଶୀର୍ଷକ ବ୍ୟବହାର କରିପାରିବୁ ନାହିଁ ।
ସେଥିପାଇଁ ଆମକୁ ଆମର ପତ୍ରିକାର ନାମଟି ବଦଳେଇବାକୁ ହେବ । ପୂର୍ବରୁ ଆମେ ଏହି ନାମରେ ଦୁଇଟି ସଂସ୍କରଣ ପ୍ରକାଶିତ କରିସାରିଲେଣି । ତା' ସହିତ ଗୀତଟିଏ ମଧ୍ୟ ତିଆରି କରିଛନ୍ତି । ତେଣୁ ଆମେ ସମ୍ପୂର୍ଣ୍ଣ ନାମଟି ବଦଳାଇପାରିବା ନାହିଁ । "ନବପଲ୍ଲବ" ପୂର୍ବରୁ କିଛି ଶବ୍ଦ ଯୋଡ଼ି ମଧ୍ୟ ଆମେ ବ୍ୟବହାର କଲେ ଏହା ଅଧିକ ଲମ୍ବା ହେଇଯାଉଛି ଏବଂ "ନବପଲ୍ଲବ" ଶବ୍ଦର ବ୍ୟବହାର ପାଇଁ ପୁନଃ କିଛି ବାଧା ନ ଉପୁଜିବା ପାଇଁ ଆମେ "ପଲ୍ଲବ" ଶବ୍ଦଟିକୁ ସେମିତି ରଖି, "ନବ" ବଦଳରେ ଆଉ କିଛି ଯୋଡ଼ିବାର ଉପଦେଶ ଦେଲେ ମୋ ବାପାଙ୍କର ଗୁରୁ ତଥା ଅବସରପ୍ରାପ୍ତ ପ୍ରଧାନ ପଣ୍ଡିତ ଭାଗିରଥି ସାର୍ । ତେଣୁ ଆମେ ପୂର୍ବରୁ କିଛି ନାମ ମଧ୍ୟ ଭାବିଥିଲୁ । ଯାହାସବୁ ତଳେ ଉଲ୍ଲେଖ ଅଛି । ପଣ୍ଡିତ ମହାଶୟ ଏବଂ ମୋ ବାପା ମଧ୍ୟ ଆଜି ସନ୍ଧ୍ୟାରେ ବସି "ନବପଲ୍ଲବ" ବଦଳରେ "ଶୁଭପଲ୍ଲବ" କରିଦେବାକୁ ମୋତେ ଜଣେଇଲେ ।
ଆପଣମାନଙ୍କର ଉପଦେଶ ନିହାତି ଦରକାର । ତେଣୁ ଆପଣମାନଙ୍କ ମନରେ ଆସୁଥିବା ନାମଟିକୁ ତଳେ ଯୋଡ଼ିପାରିବେ ଏବଂ ଶେଷରେ ଭଲ ଲାଗୁଥିବା ନାମଟିକୁ ବାଛି ପତ୍ରିକାର ନାମ ପରିବର୍ତ୍ତନ କରିବା ।
ଇତି
ସଂଗ୍ରାମ କେଶରୀ ସେନାପତି
* ସୃଜନୀର ନବପଲ୍ଲବ
* ଶୁଭପଲ୍ଲବ
* ଉତ୍କଳପଲ୍ଲବ
* ସବୁଜପଲ୍ଲବ
* ଓଡ଼ିଆପଲ୍ଲବ
* ହରିତପଲ୍ଲବ
* ଉତ୍କଳୀୟ ନବପଲ୍ଲବ
* ମୃଦୁପଲ୍ଲବ
* ପ୍ରଗଳ୍ଭ ନବପଲ୍ଲବ
* ନୂତନପଲ୍ଲବ
* ନୂଆପଲ୍ଲବ
Please Subscribe to my Channel: https://www.youtube.com/channel/UC8B2yR9AJ-eD1gGKNwHnsHw
Subscribe to: https://www.youtube.com/c/SangramKeshariSenapati
Visit My Photography Website: http://gapuphotography.com/
Visit My Blog: http://sangramkesharisenapati.blogspot.in/
Visit My Odia Blog: http://ssgapu22.blogspot.in/
Like this video and share with your friends through Facebook, Twitter and What's App. And please Subscribe my Channel.
Follow me on
* Facebook: http://facebook.com/ssgapu22/
* Twitter: http://twitter.com/ssgapu22
* Instagram: https://www.instagram.com/ssgapu22/
* Google Plus: https://plus.google.com/+SangramKeshariSenapati
* Tumblr: http://tumblr.com/ssgapu22 and http://tumblr.com/ssgapu
Видео Nabapallaba Would Change It's Name || VLOG 11 канала Odia Vlogger Gapu
Vlogger, Odia, Odia Vlogger, Odia Boy, Odia Toka, Odia Pila, Odia Vlogger Gapu, My Odia Vlog, Odia Vlog, Odia Vlogging, Vlogging, People & Blog, Blogger, Odia Blogger, Nabapallaba, Odia e-magazine, Nabapallaba Odia e-magazine, Audio Magazine, Odia Song, New Odia Song, Nabapallaba Title Change

Показать
Комментарии отсутствуют
Информация о видео
9 апреля 2018 г. 15:47:18
00:06:44
Другие видео канала

![Bhadrak Mahotsav Bhadrayani - 2018 [Odia Vlog]](https://i.ytimg.com/vi/Vn_-EAO6jGc/default.jpg)

![When I was in New Delhi [Vlog]](https://i.ytimg.com/vi/NlRsiCQck00/default.jpg)

![The Beauty of Chitrakote Waterfall, Chhatishgarh || #Shorts [Video by: Liman] || #IndianTourism](https://i.ytimg.com/vi/GKnqJrbrWK8/default.jpg)

![My Time Before COVID || #Shorts #OdiaVloggerGapu #Vlog #Travel #Odisha [My last visit to Hadagarh]](https://i.ytimg.com/vi/2tq7NrutN-k/default.jpg)