Загрузка страницы

ଅଭିଶପ୍ତ ଅଟ୍ଟାଳିକା-ଶ୍ରୀ ଜଗନ୍ନାଥ ଧାମରେ(ଏକ ଦିଵ୍ୟ,ଅନନ୍ୟ ଓ ରୋମାଞ୍ଚକର ଅନୁଭୂତି ) || Rabindra Narayan Mishra

ଅଭିଶପ୍ତ ଅଟ୍ଟାଳିକା-ଶ୍ରୀ ଜଗନ୍ନାଥ ଧାମରେ(ଏକ ଦିଵ୍ୟ,ଅନନ୍ୟ ଓ ରୋମାଞ୍ଚକର ଅନୁଭୂତି ) || Rabindra Narayan Mishra

OFFICIAL CHANNEL OF-
Sri Rabindra Narayan Mishra (former Administrator of Shree Jagannath Temple Puri) |
Watch and share divya kathamrita with your family and friend

"ମୋ ନାମ ଶ୍ରବଣ କୀର୍ତ୍ତନେ । ଶ୍ରଦ୍ଧା ଉପୁଜେ ଯା'ର ମନେ ॥ ସେ ଭକ୍ତିଯୋଗେ ଅଧିକାରୀ , କେବେହେଁ ନୁହଁଇ ସଂସାରୀ ॥ ମୁଁ ତାକୁ କରଇ ସଦୟ । ତାହାର ସୁବୁଦ୍ଧି ଉଦୟ ॥
ସକଳ ସିଦ୍ଧି ସେ ସାଧଇ । ତାହାର କର୍ମବନ୍ଧ ନାହିଁ "॥
(ଏକାଦଶ ସ୍କନ୍ଧ
,ଏକବିଂଶ ଅଧ୍ୟାୟ,ଭାଗବତ)

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କର ଓ ପରିବାରର ସମସ୍ତଙ୍କର ମଙ୍ଗଳ କରନ୍ତୁ ।।

ଭଗବାନଙ୍କ କଥା କର୍ଣ୍ଣରେ ଶ୍ରବଣ କରିବାମାତ୍ରେ,ମୁଖରେ ଉଚ୍ଚାରଣ କରିବାମାତ୍ରେ,ଚିତ୍ତରେ ସ୍ମରଣ କରିବାମାତ୍ରେ,ତାହାକୁ ହୃଦୟରେ ଆଦର ଓ ଅନୁମୋଦନ କରିବାମାତ୍ରେ ହିଁ ମନୁଷ୍ୟ ପବିତ୍ର ହୋଇଯାଏ। ଭଗବାନଙ୍କ କଥା ରେ ଏପରି ପ୍ରଭାବ ଯେ,ତାହା ଅବଲମ୍ବନ କଲେ ଜୀବ ଯେତେ କଷ୍ଟ ରେ ଥିଲେ ବି,ତତକ୍ଷଣାତ୍ ମନର ଶାନ୍ତି ପାଏ ଓ ପବିତ୍ର ହୋଇଯାଏ । ଭଗବାନ ହେଉଛନ୍ତି ପରମକଲ୍ୟାଣସ୍ବରୂପ । ତାଙ୍କର ନାମ ଶ୍ରବଣ ଓ କୀର୍ତ୍ତନ ବହୁ ପୁଣ୍ୟ ପ୍ରଦାନ କରେ ।

🙏🏻ଶ୍ରୀ ଜଗନ୍ନାଥ ଶରଣଂ🙏🏻

(ମହାପ୍ରଭୁଙ୍କର ଓ ଏହି ଧର୍ମ କଥା ଗୁଡିକୁ ସମସ୍ତଙ୍କ ପାଖରେ share କରି ଉପଲବ୍ଧ କରେଇବାକୁ ଓ ଚେଷ୍ଟା କରିବାକୁ ଆପଣଙ୍କୁ ଅନୁରୋଧ ।। )

ଶ୍ରୀ ରବୀନ୍ଦ୍ର ନାରାୟଣ ମିଶ୍ର
ପୂର୍ବତନ ପ୍ରଶାସକ, ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ

#jagannath
#RabindraNarayanMishra
#odisha
#ଜଗନ୍ନାଥ
#puri
#ODISHA365
#BhaktiSamarpan
#SrikhetraDarshan
#MeeraJhanjaaTales

@ODISHA 365
@Bhakti Samarpan
@Srikhetra Darshan
@Meera Jhanjaa Tales

Видео ଅଭିଶପ୍ତ ଅଟ୍ଟାଳିକା-ଶ୍ରୀ ଜଗନ୍ନାଥ ଧାମରେ(ଏକ ଦିଵ୍ୟ,ଅନନ୍ୟ ଓ ରୋମାଞ୍ଚକର ଅନୁଭୂତି ) || Rabindra Narayan Mishra канала Divya Kathamrita (ଦିବ୍ୟ କଥାମୃତ)
Показать
Комментарии отсутствуют
Введите заголовок:

Введите адрес ссылки:

Введите адрес видео с YouTube:

Зарегистрируйтесь или войдите с
Информация о видео
22 октября 2021 г. 10:37:12
00:35:36
Другие видео канала
ଶ୍ରୀ ଜଗନ୍ନାଥ ମନ୍ଦିରରେ ମକର ସଂକ୍ରାନ୍ତି || Rabindra Narayan Mishraଶ୍ରୀ ଜଗନ୍ନାଥ ମନ୍ଦିରରେ ମକର ସଂକ୍ରାନ୍ତି || Rabindra Narayan Mishraମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିଳାଦ୍ରି ବିଜେ || Rabindra Narayan Mishraମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିଳାଦ୍ରି ବିଜେ || Rabindra Narayan Mishraଶ୍ରୀ ଜଗନ୍ନାଥଙ୍କ ଗଜଉଦ୍ଧାର ବେଶ || Rabindra Narayan Mishraଶ୍ରୀ ଜଗନ୍ନାଥଙ୍କ ଗଜଉଦ୍ଧାର ବେଶ || Rabindra Narayan Mishraଜଗନ୍ନାଥ ରଥଯାତ୍ରାର ହେରାପଞ୍ଚମୀ ||ରଥକୁ ଭାଙ୍ଗୀ ଦେଲେ ମା' ଜଗତଜନନୀ || Rabindra Narayan Mishraଜଗନ୍ନାଥ ରଥଯାତ୍ରାର ହେରାପଞ୍ଚମୀ ||ରଥକୁ ଭାଙ୍ଗୀ ଦେଲେ ମା' ଜଗତଜନନୀ || Rabindra Narayan Mishraଇଶ୍ୱରଙ୍କ ସମ୍ପର୍କିୟ || Rabindra Narayan Mishraଇଶ୍ୱରଙ୍କ ସମ୍ପର୍କିୟ || Rabindra Narayan Mishraଜୀବନ ଶୈଳୀର ନୀତି ନିୟମ || Rabindra Narayan Mishraଜୀବନ ଶୈଳୀର ନୀତି ନିୟମ || Rabindra Narayan Mishraବୋହୂର ଶାଶୁଙ୍କ ପ୍ରତି ଭକ୍ତି ଓ ସମ୍ମାନ || କିପରି ଘର ହେଲା ସ୍ଵର୍ଗପୁର || Rabindra Narayan Mishraବୋହୂର ଶାଶୁଙ୍କ ପ୍ରତି ଭକ୍ତି ଓ ସମ୍ମାନ || କିପରି ଘର ହେଲା ସ୍ଵର୍ଗପୁର || Rabindra Narayan Mishraମା 'ଙ୍କ ପାର୍ବଣ ଋତୁରେ ମହାପ୍ରଭୁଙ୍କର ଅପୂର୍ଵ ପୁଷ୍ପ ବେଶ || Rabindra Narayan Mishraମା 'ଙ୍କ ପାର୍ବଣ ଋତୁରେ ମହାପ୍ରଭୁଙ୍କର ଅପୂର୍ଵ ପୁଷ୍ପ ବେଶ || Rabindra Narayan Mishraମା' ଶୁମ୍ଭ-ନିଶୁମ୍ଭ ମର୍ଦ୍ଦିନି || Rabindra Narayan Mishraମା' ଶୁମ୍ଭ-ନିଶୁମ୍ଭ ମର୍ଦ୍ଦିନି || Rabindra Narayan Mishraଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାରେ ଇଂରେଜ ସାହେବ ଙ୍କ ଅପରାଧ || Rabindra Narayan Mishraଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାରେ ଇଂରେଜ ସାହେବ ଙ୍କ ଅପରାଧ || Rabindra Narayan Mishraଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ କରିବା ର ଏକ ପ୍ରଚେଷ୍ଟା  ବିଫଳ  || Rabindra Narayan Mishraଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ କରିବା ର ଏକ ପ୍ରଚେଷ୍ଟା ବିଫଳ || Rabindra Narayan Mishraଶ୍ରୀ ଜଗନ୍ନାଥ ଓ ମାନବବାଦ || Rabindra Narayan Mishraଶ୍ରୀ ଜଗନ୍ନାଥ ଓ ମାନବବାଦ || Rabindra Narayan Mishraମହାପ୍ରଭୁଙ୍କ କୃପାଲାଭ ହେଲା  ||ଏକ ସତ୍ୟ ଘଟଣା ||  Rabindra Narayan Mishraମହାପ୍ରଭୁଙ୍କ କୃପାଲାଭ ହେଲା ||ଏକ ସତ୍ୟ ଘଟଣା || Rabindra Narayan Mishraମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ଦିବ୍ୟ କଥାମୃତ ଆରମ୍ଭ କଲେ || Rabindra Narayan Mishra || Dr. Srikanta Parijaମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ଦିବ୍ୟ କଥାମୃତ ଆରମ୍ଭ କଲେ || Rabindra Narayan Mishra || Dr. Srikanta Parijaମିଳିଲା ଗୁରୁଙ୍କ ଆଶୀର୍ବାଦ || ଏକ ଦିବ୍ୟ ଅନୁଭୂତି ଶ୍ରୀ ମନ୍ଦିରରେ|| Rabindra Narayan Mishraମିଳିଲା ଗୁରୁଙ୍କ ଆଶୀର୍ବାଦ || ଏକ ଦିବ୍ୟ ଅନୁଭୂତି ଶ୍ରୀ ମନ୍ଦିରରେ|| Rabindra Narayan Mishraପୁରୁଷତ୍ତମ ଧାମରେ ଶ୍ରୀ ଜଗନ୍ନାଥ || Rabindra Narayan Mishraପୁରୁଷତ୍ତମ ଧାମରେ ଶ୍ରୀ ଜଗନ୍ନାଥ || Rabindra Narayan Mishraଅର୍ଥ ହିଁ ସବୁ ଅନର୍ଥ ର କାରଣ || Rabindra Narayan Mishraଅର୍ଥ ହିଁ ସବୁ ଅନର୍ଥ ର କାରଣ || Rabindra Narayan Mishraମୋହିନୀ ଏକାଦଶୀ || Rabindra Narayan Mishraମୋହିନୀ ଏକାଦଶୀ || Rabindra Narayan Mishraଗୁରୁଙ୍କ କୃପା ରୁ କିପରି ମିଳିଲେ ଗୁରୁ || Rabindra Narayan Mishraଗୁରୁଙ୍କ କୃପା ରୁ କିପରି ମିଳିଲେ ଗୁରୁ || Rabindra Narayan Mishraସାଧୁ ସାଜନା , ସାଧୁ ହୁଅ ||Rabindra Narayan Mishraସାଧୁ ସାଜନା , ସାଧୁ ହୁଅ ||Rabindra Narayan Mishraନୃତ୍ୟ ସଙ୍ଗୀତ ପ୍ରିୟ ଶ୍ରୀ ଜଗନ୍ନାଥ || Rabindra Narayan Mishraନୃତ୍ୟ ସଙ୍ଗୀତ ପ୍ରିୟ ଶ୍ରୀ ଜଗନ୍ନାଥ || Rabindra Narayan Mishra
Яндекс.Метрика