- Популярные видео
- Авто
- Видео-блоги
- ДТП, аварии
- Для маленьких
- Еда, напитки
- Животные
- Закон и право
- Знаменитости
- Игры
- Искусство
- Комедии
- Красота, мода
- Кулинария, рецепты
- Люди
- Мото
- Музыка
- Мультфильмы
- Наука, технологии
- Новости
- Образование
- Политика
- Праздники
- Приколы
- Природа
- Происшествия
- Путешествия
- Развлечения
- Ржач
- Семья
- Сериалы
- Спорт
- Стиль жизни
- ТВ передачи
- Танцы
- Технологии
- Товары
- Ужасы
- Фильмы
- Шоу-бизнес
- Юмор
Dengue-Free Cuttack Mission | CMC Awareness Meeting at Saheed Bhawan
ତୃଣମୂଳ ସ୍ତରରେ କାମ କରୁଥିବା ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ସିଏମସିର ଡେଙ୍ଗୁ ସଚେତନତା ଓ ସମନ୍ୱୟ ବୈଠକ। ଆଗାମୀ ମୌସୁମୀକୁ ଦୃଷ୍ଟିରେ ରଖି କଟକବାସୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସ୍ଥାନୀୟ ସହିଦ ଭବନଠାରେ ଡେଙ୍ଗୁ ସଚେତନତା ଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । ସିଏମସିର ମାନ୍ୟବର ମେୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମନ୍ଵୟ ବୈଠକରେ ଅଶା, ଅଙ୍ଗନୱାଡି, ସ୍ୱଚ୍ଛ ସାଥୀ ଓ ଜଳ ସାଥୀ ପ୍ରମୁଖ ସାମିଲ ହୋଇଥିଲେ। ସପ୍ତାହରେ ଦୁଇଦିନ ଶୁକ୍ରବାର ଏବଂ ରବିବାରକୁ 'ଡ୍ରାଏ ଡେ' ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ସଚେତନତା ଓ ପରିଚ୍ଛନ୍ନତାରେ ସକ୍ରିୟ ଅଂଶଗ୍ରହଣ କରି ଆମେ ସମସ୍ତେ ଏକ ସୁସ୍ଥ ଓ ସୁରକ୍ଷିତ କଟକ ଗଠନ କରିପାରିବା ବୋଲି ମେୟର ଶ୍ରୀ ସୁବାସ ସିଂହ ପ୍ରତିକ୍ରିୟା ରଖିଛନ୍ତି ।
Connect With Us:
Facebook: https://www.facebook.com/cuttackmunicipalcorporation/
Instagram: https://www.instagram.com/cuttackmunicipalcorporation/
X: https://x.com/CMCCuttack
YouTube: https://www.youtube.com/@CuttackMunicipalCorporation
#ସ୍ୱଚ୍ଛକଟକସୁସ୍ଥକଟକ
#CleanCuttackHealthyCuttack
#CuttackMunicipalCorporation
#CMC
#SocialResponsibility
#UrbanGovernance
#InclusiveCuttack
Видео Dengue-Free Cuttack Mission | CMC Awareness Meeting at Saheed Bhawan канала Cuttack Municipal Corporation
Connect With Us:
Facebook: https://www.facebook.com/cuttackmunicipalcorporation/
Instagram: https://www.instagram.com/cuttackmunicipalcorporation/
X: https://x.com/CMCCuttack
YouTube: https://www.youtube.com/@CuttackMunicipalCorporation
#ସ୍ୱଚ୍ଛକଟକସୁସ୍ଥକଟକ
#CleanCuttackHealthyCuttack
#CuttackMunicipalCorporation
#CMC
#SocialResponsibility
#UrbanGovernance
#InclusiveCuttack
Видео Dengue-Free Cuttack Mission | CMC Awareness Meeting at Saheed Bhawan канала Cuttack Municipal Corporation
Комментарии отсутствуют
Информация о видео
19 ч. 15 мин. назад
00:01:00
Другие видео канала





















