Загрузка...

ପଞ୍ଚାକ୍ଷର ମନ୍ତ୍ର କାହିଁକି ଶିବଙ୍କ ପାଇଁ ପବିତ୍ରତମ? | ଶିବ ଭକ୍ତି ଓ ମୋକ୍ଷ ର ମୁଖପଥ | JAY JAGANNATH TV

🙏 ଓଂ ନମଃ ଶିବାୟ | ଶିବଙ୍କ ପଞ୍ଚାକ୍ଷରୀ ମନ୍ତ୍ର କେବଳ ଏକ ଶବ୍ଦ ନୁହେଁ, ଏହା ହେଉଛି ଶୁଦ୍ଧି, ଭକ୍ତି, ମୋକ୍ଷ ଓ ଶାନ୍ତିର ଶକ୍ତିଶାଳୀ ଦ୍ୱାର ଏହି ଭିଡ଼ିଓରେ ଆମେ ଅନ୍ତର୍ନିହିତ ଧାର୍ମିକ ତତ୍ତ୍ୱ, ଶାସ୍ତ୍ର ଅନୁମୋଦିତ ମାହାତ୍ମ୍ୟ ଓ ଜପ ର ଶ୍ରେଷ୍ଠ ରୀତି ବିଷୟରେ ଆଲୋଚନା କରିଛୁ।

📿 ଏହି ଭିଡ଼ିଓରେ ଜାଣନ୍ତୁ:

ପଞ୍ଚାକ୍ଷର ମନ୍ତ୍ର କ'ଣ ଓ ତାହାର ଅର୍ଥ

ପୁରାଣ ଓ ଶାସ୍ତ୍ର ରେ ଏହାର ମହତ୍ତ୍ୱ

ଏହି ମନ୍ତ୍ର ଜପ କରିବା ଦ୍ୱାରା କଣ ଫଳ ମିଳେ?

ଶିବ ଭକ୍ତି ଓ ଧ୍ୟାନରେ ଏହା କିପରି ମୁଖ୍ୟ

📌 ଦେଖନ୍ତୁ | ଜପ କରନ୍ତୁ | ଆନ୍ତରିକ ଶାନ୍ତି ଓ ଶିବ ଦୟା ଅନୁଭବ କରନ୍ତୁ
🔔 Subscribe କରନ୍ତୁ Jay Jagannath TV ଅନ୍ୟାନ୍ୟ ଶିବ ଭକ୍ତି ଓ ଧାର୍ମିକ ଭିଡ଼ିଓ ପାଇଁ

ଜୟ ଜଗନ୍ନାଥ 🙏
"ଜୟ ଜଗନ୍ନାଥ ଟିଭି" ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଓଡ଼ିଶାର ଏକମାତ୍ର ଶୁଦ୍ଧ ଆଧ୍ୟାତ୍ମିକ ୨୪ ଘଣ୍ଟିଆ ସାଟେଲାଇଟ୍ ଚାନେଲ୍, ଯେଉଁଠାରେ ଘରେ ବସି ପ୍ରତିଦିନ ସିଧା ପ୍ରସାରଣରେ ଦେଖିପାରିବେ ପୁରୀ ଶ୍ରୀମନ୍ଦିରର ସମସ୍ତ ବାହାର ଲୀଳା ଓ ଦିବ୍ୟ ନୀତିମାନ :
🔹 ଦ୍ୱାରଫିଟା ନୀତି
🔹 ପତିତପାବନ ମଙ୍ଗଳ ଆଳତୀ
🔹 ପତାକା ଲାଗି ଦର୍ଶନ
🔹 ସନ୍ଧ୍ୟା ଆଳତୀ
🔹 ଶ୍ରୀମନ୍ଦିର ପହୁଡ଼ ନୀତି
🔹 ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବ I
ଏହି ଚ୍ୟାନେଲରେ କୌଣସି ବିଜ୍ଞାପନ ନାହିଁ, ତେଣୁ ଶୁଦ୍ଧ ଆଧ୍ୟାତ୍ମିକତାର ସହିତ ଦର୍ଶନ କରନ୍ତୁ ଓ ଶ୍ରୀଜୀଉଙ୍କ ଦିବ୍ୟତାକୁ ଅନୁଭବ କରନ୍ତୁ।

📺 "ଜୟ ଜଗନ୍ନାଥ ଟିଭି" ସିଦ୍ଧାର୍ଥ ଟେଲିଭିଜନ୍ ନେଟୱର୍କର ଚତୁର୍ଥ ଚାନେଲ | ଓଡ଼ିଆ ଲୋକଙ୍କ ପାଇଁ ଗର୍ବର ବିଷୟ!

📡 Watch “JAY JAGANNATH TV” on DTH:

Dish TV – Channel 1397
Airtel Digital – Channel 615
Videocon D2H – Channel 1397
Sun Direct – Channel 490

Also available on all cable networks across Odisha.

📞 Contact : 6372804618 if could not watch our channel
🌐 Follow us on social media for daily LIVE updates and darshan :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U
#JayJagannathTV #JagannathLive #namitaagrawal #LiveFromPuri #shreemandir

Видео ପଞ୍ଚାକ୍ଷର ମନ୍ତ୍ର କାହିଁକି ଶିବଙ୍କ ପାଇଁ ପବିତ୍ରତମ? | ଶିବ ଭକ୍ତି ଓ ମୋକ୍ଷ ର ମୁଖପଥ | JAY JAGANNATH TV канала JAY JAGANNATH TV
Страницу в закладки Мои закладки
Все заметки Новая заметка Страницу в заметки