Загрузка страницы

ଅର୍ଶ, ମଳକଣ୍ଟକ, ଭଗନ୍ଦର - କାରଣ, ଲକ୍ଷଣ, ଚିକିତ୍ସା | Dr Narahari Panda on Piles, Fissures and Fistula

#Piles #Fissures #OdiaHealthTips #Fistula #DoctorAdvice

ଅର୍ଶ, ମଳକଣ୍ଟକ ଓ ଭଗନ୍ଦର ଏ ସମସ୍ତ ହେଉଛି ମଳାଶୟ ଓ ମଳଦ୍ଵାରଗତ ରୋଗ। କେତେକ ବ୍ୟକ୍ତିଙ୍କର ମଳତ୍ୟାଗ ସମୟରେ ବା ପରେ ମଳଦ୍ଵାରରୁ ରକ୍ତ ନିର୍ଗତ ହୋଇଥାଏ। ଏହା ସହିତ ମଳତ୍ୟାଗ ସମୟରେ ପ୍ରବଳ କଷ୍ଟ ମଧ୍ୟ ହୁଏ। ଏହା ମଳକଣ୍ଟକ, ଅର୍ଶ ହୋଇପାରେ। ଅନ୍ୟ କେତେକଙ୍କ ମଳଦ୍ଵାର ପାର୍ଶ୍ୱରେ ଏକ ଛିଦ୍ର ହେବା ସହ ସେଥିରୁ ମଳ, ରକ୍ତ ପଡ଼ିଥାଏ। ଏହାର ଭଗନ୍ଦର ବୋଲି କୁହାଯାଏ? ତେବେ ମଳକଣ୍ଟକ, ଅର୍ଶ, ଭଗନ୍ଦର କାହିଁକି ହୁଏ? କେମିତି କରିବେ ଏହି ରୋଗର ଚିକିତ୍ସା? ଏନେଇ ବରିଷ୍ଠ ସର୍ଜରୀ କନସଲଟାଣ୍ଟ ଡାକ୍ତର ନରହରି ପଣ୍ଡା କ'ଣ କହୁଛନ୍ତି ଆସନ୍ତୁ ଜାଣିବା।

ଏହି ଭିଡିଓରେ ରହିଛି,
ଅର୍ଶ, ମଳକଣ୍ଟକ, ଭଗନ୍ଦର କ'ଣ?
ଅର୍ଶ, ମଳକଣ୍ଟକ, ଭଗନ୍ଦରର ପ୍ରକାରଭେଦ
ଅର୍ଶ, ମଳକଣ୍ଟକ, ଭଗନ୍ଦର ହେବାର କାରଣ
ଅର୍ଶ, ମଳକଣ୍ଟକ, ଭଗନ୍ଦରର ଲକ୍ଷଣ
ଅର୍ଶ, ମଳକଣ୍ଟକ, ଭଗନ୍ଦରର ଚିକିତ୍ସା
ଅର୍ଶ, ମଳକଣ୍ଟକ, ଭଗନ୍ଦରର ନିରାକରଣ

Piles, Fissures and Fistula are all diseases of the rectum and anus. Some people have severe pain and pass blood during or after defecation. These could be symptoms of Piles, Fissures or Fistula. Some have a hole in the side of the rectum and cause feces and blood to leak. Is it called Bhagandar or fistula. So why do Piles, Fissure and fistula happen? How to treat this disease? Let's find out from Senior surgeon Dr. Narhari Panda.

In this video,
What is Fissure, Fistula and Piles
Different types of Fissure, Piles and Fistula
Causes of Fissure, Piles and Fistula
Symptoms of Fissure, Piles and Fistula
Treatment of Fissure, Piles and Fistula
Prevention of Fissure, Piles and Fistula
Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍‌ସ୍କ୍ରାଇବ୍ କରନ୍ତୁ।

SwasthyaPlus, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!

Connect with us at https://www.swasthya.plus

Видео ଅର୍ଶ, ମଳକଣ୍ଟକ, ଭଗନ୍ଦର - କାରଣ, ଲକ୍ଷଣ, ଚିକିତ୍ସା | Dr Narahari Panda on Piles, Fissures and Fistula канала Swasthya Plus Odia
Показать
Комментарии отсутствуют
Введите заголовок:

Введите адрес ссылки:

Введите адрес видео с YouTube:

Зарегистрируйтесь или войдите с
Информация о видео
27 августа 2020 г. 6:30:02
00:12:13
Другие видео канала
ପାଇଲସ୍ ର ହୋମିଓ ଚିକିତ୍ସା | Homeopathic treatment for piles | Dr. Kedarnath Nayakପାଇଲସ୍ ର ହୋମିଓ ଚିକିତ୍ସା | Homeopathic treatment for piles | Dr. Kedarnath Nayakକାହିଁକି ହୁଏ କିଡନି ଫେଲ୍ୟୁଅର? | Dr. Nisith Kumar Mohanty on kidney failure - Causes, Symptoms in Odiaକାହିଁକି ହୁଏ କିଡନି ଫେଲ୍ୟୁଅର? | Dr. Nisith Kumar Mohanty on kidney failure - Causes, Symptoms in Odiaଅର୍ଶ ରୋଗର ସମ୍ପୂର୍ଣ୍ଣ ଘରୋଇ ଚିକିତ୍ସା | piles treatment at home | piles symptoms odia |ଅର୍ଶ ରୋଗର ସମ୍ପୂର୍ଣ୍ଣ ଘରୋଇ ଚିକିତ୍ସା | piles treatment at home | piles symptoms odia |କୋଭିଡ୍ ପଜିଟିଭ୍‌ ଥିଲେ କ'ଣ କରିବେ? | Dr Jyoti Ranjan Parida Advice for COVID Positive Patients, in Odiaକୋଭିଡ୍ ପଜିଟିଭ୍‌ ଥିଲେ କ'ଣ କରିବେ? | Dr Jyoti Ranjan Parida Advice for COVID Positive Patients, in Odiaଋତୁସ୍ରାବ (ପିରିୟଡ୍‌ସ) ଅନିୟମିତତା କାହିଁକି ହୁଏ? | Dr Chinmayee Kar on Menstrual Cycle in Odiaଋତୁସ୍ରାବ (ପିରିୟଡ୍‌ସ) ଅନିୟମିତତା କାହିଁକି ହୁଏ? | Dr Chinmayee Kar on Menstrual Cycle in Odiaଘରେ ମଶା, ମାଛି, ପିମ୍ପୁଡ଼ି, ଉଇ, ଅସରପା ହଉଥିଲେ କରନ୍ତୁ ଏହି ଉପାୟଘରେ ମଶା, ମାଛି, ପିମ୍ପୁଡ଼ି, ଉଇ, ଅସରପା ହଉଥିଲେ କରନ୍ତୁ ଏହି ଉପାୟକୋଭିଡ୍-୧୯: କାହାକୁ ରହିଛି ପୁନଃ ସଂକ୍ରମଣର ଭୟ? | Dr Manoj Kumar Sahu on COVID-19 Reinfections in Odiaକୋଭିଡ୍-୧୯: କାହାକୁ ରହିଛି ପୁନଃ ସଂକ୍ରମଣର ଭୟ? | Dr Manoj Kumar Sahu on COVID-19 Reinfections in Odiaଧଳା ଛଉର ସଫଳ ଚିକିତ୍ସା | Dr Manas Ranjan Puhan on Causes & Treatment of Vitiligo in Odiaଧଳା ଛଉର ସଫଳ ଚିକିତ୍ସା | Dr Manas Ranjan Puhan on Causes & Treatment of Vitiligo in Odiaଆଣ୍ଠୁଗଣ୍ଠି ବ୍ୟଥାର କାରଣ ଓ ଚିକିତ୍ସା | Dr Smarajit Patnaik on Joint Pain Causes & treatment in Odiaଆଣ୍ଠୁଗଣ୍ଠି ବ୍ୟଥାର କାରଣ ଓ ଚିକିତ୍ସା | Dr Smarajit Patnaik on Joint Pain Causes & treatment in Odiaପୁରୁଣା ରୁ ପୁରୁଣା ଅର୍ଶ ମୂଳରୁ ଶେଷ କରିବ କେବଳ ୧ ଦିନରେ | Piles Treatment at Home in Odiaପୁରୁଣା ରୁ ପୁରୁଣା ଅର୍ଶ ମୂଳରୁ ଶେଷ କରିବ କେବଳ ୧ ଦିନରେ | Piles Treatment at Home in Odiaକେମିତି ଚାଲିଛି କୋଭିଡ୍ ଚିକିତ୍ସା? | Dr Manoj Kumar Sahu on COVID treatment in Odishaକେମିତି ଚାଲିଛି କୋଭିଡ୍ ଚିକିତ୍ସା? | Dr Manoj Kumar Sahu on COVID treatment in OdishaFistula (Bhagandar) Homeopathic treatment By Dr Rawat ChoudharyFistula (Bhagandar) Homeopathic treatment By Dr Rawat ChoudharyHello Doctor || "PILES" ||Dr Biranchi Narayan Lenka (Piles Surgeon) || MBCTvHello Doctor || "PILES" ||Dr Biranchi Narayan Lenka (Piles Surgeon) || MBCTvଯଦି ଆପଣଙ୍କ ଅର୍ଶ ହେଇଛି, ଜମା ବି ଭଲ ହେଉନାହିଁ, ତେବେ ଖାଇ ନିଅନ୍ତୁ ଏହି ଗୋଟିଏ ଜିନିଷ, ଅର୍ଶ ଭଲ ହେବ ରାତାରାତିଯଦି ଆପଣଙ୍କ ଅର୍ଶ ହେଇଛି, ଜମା ବି ଭଲ ହେଉନାହିଁ, ତେବେ ଖାଇ ନିଅନ୍ତୁ ଏହି ଗୋଟିଏ ଜିନିଷ, ଅର୍ଶ ଭଲ ହେବ ରାତାରାତିପିଲାର ବୁଦ୍ଧିର କ୍ଷମତା କେତେ | Sambit Nanda on Intelligence & Cognitive development in Children in Odiaପିଲାର ବୁଦ୍ଧିର କ୍ଷମତା କେତେ | Sambit Nanda on Intelligence & Cognitive development in Children in Odiaକାହିଁକି ବଢୁଛି ମେଦ ବହୁଳତା? | Dr. Abhay Kumar Sahoo on causes & treatment of obesity in Odiaକାହିଁକି ବଢୁଛି ମେଦ ବହୁଳତା? | Dr. Abhay Kumar Sahoo on causes & treatment of obesity in OdiaMy Doctor: ଝାଡ଼ାରେ ପଡ଼ୁଛି ରକ୍ତ !My Doctor: ଝାଡ଼ାରେ ପଡ଼ୁଛି ରକ୍ତ !କେମିତି ବଢ଼ାଇବେ ଶରୀରର ରୋଗ ପ୍ରତିରୋଧକ ଶକ୍ତି | Dr Jyoti Ranjan Parida on Boosting of Immunity in Odiaକେମିତି ବଢ଼ାଇବେ ଶରୀରର ରୋଗ ପ୍ରତିରୋଧକ ଶକ୍ତି | Dr Jyoti Ranjan Parida on Boosting of Immunity in Odia୨୪ ଘଣ୍ଟା ଭିତରେ ଅର୍ଶ ହେବ ଦୂର ,ଜାଣନ୍ତୁ କେମିତି  | Home Tips #Dtvodia୨୪ ଘଣ୍ଟା ଭିତରେ ଅର୍ଶ ହେବ ଦୂର ,ଜାଣନ୍ତୁ କେମିତି | Home Tips #DtvodiaCure Piles, Fisher, Fistula In 3 Days | Swami Ramdev | Health Tips | Yog Se Arogya TakCure Piles, Fisher, Fistula In 3 Days | Swami Ramdev | Health Tips | Yog Se Arogya Tak
Яндекс.Метрика