JISU MU TUMAKU HRUDE RAKHIBI | ANTARA CHAKRABARTY | NEW ODIA CHRISTIAN SONG | AMIT BADANAYAK
JISU MU TUMAKU HRUDE RAKHIBI || ଯୀଶୁ ମୁଁ ତୁମକୁ ହୃଦେ ରଖିବି || STUDIO VERSION || ANTARA CHAKRABARTY || LYRICS AND MUSIC AMIT BADANAYAK || NEW ODIA CHRISTIAN SONG 2020
FULL LYRICS
ଯୀଶୁ ମୁଁ ତୁମକୁ ହୃଦେ ରଖିବି
ମନ ପ୍ରାଣ ଦେଇ ପୂଜା କରିବି
ସଞ୍ଜ ସକାଳେ ମୁଁ ମଧ୍ୟାହ୍ନ କାଳେ (୨ଥର)
ତୁମ ନାମ ଭଜୁଥିବି.....
ଯୀଶୁ ମୁଁ ତୁମକୁ ହୃଦେ ରଖିବି
ମନ ପ୍ରାଣ ଦେଇ ପୂଜା କରିବି...=୦=
ତୁମ ପ୍ରେମ ମୁଁ ସ୍ମରିବି
ତୁମ ଗୁଣ ମୁଁ ଗାଇବି
ତୁମ ସେବା ମୁଁ କରିବି
ତୁମ ଆଜ୍ଞା ମୁଁ ମାନିବି
ପ୍ରାତଃ କାଳରେ ଦିବା ରଜନୀରେ (୨ଥର)
ପ୍ରାର୍ଥନାରେ ଜାଗି ରହିବି.....
ଯୀଶୁ ମୁଁ ତୁମକୁ ହୃଦେ ରଖିବି
ମନ ପ୍ରାଣ ଦେଇ ପୂଜା କରିବି...=୦=
ତୁମ ରବ ମୁଁ ଶୁଣିବି
ତୁମ ବାକ୍ୟ ମୁଁ ପଢିବି
ତୁମ ପଛେ ମୁଁ ଚାଲିବି
ତୁମ ବିଧି ମୁଁ ଶିଖିବି
ସ୍ଥିର ଚିତ୍ତରେ ଭୟ ଭକତିରେ
ତୁମ ସ୍ତୁତି କରୁଥିବି .....
ଯୀଶୁ ମୁଁ ତୁମକୁ ହୃଦେ ରଖିବି
ମନ ପ୍ରାଣ ଦେଇ ପୂଜା କରିବି...=୦=
ଗୀତ ରଚନା ଓ ସ୍ୱର ସଂଯୋଜନା
ଅମିତ୍ ବଡ଼ନାୟକ (ଶିକ୍ଷକ)
(8895583382)
କଣ୍ଠଦାନ - ଅନ୍ତରା ଚକ୍ରବର୍ତ୍ତୀ
Amit Badanayak YouTube Channel is Presenting The Studio Version of the most waited new odia christian song "Jisu Mu Tumaku Hrude Rakhibi" Nicely Sung by Antara Chakrabarty. Lyrics and Music Direction by Amit Badanayak. Kindly Watch The Studio Version and be blessed.
SONG CREDITS :
* SONG : ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
* SINGER : Antara Chakrabarty
* LYRICS : Amit Badanayak
* MUSIC : Amit Badanayak (8895583382)
* Music Arrangement : Amit & Chinu
* Recording & Mixing : MRR STUDIO, CUTTACK
* Recordist : Saktiswar mohapatra
* Edited by : Amit Badanayak
* Music label : AB music
* WhatsApp : 8895583382
* Contact : 7978601423
" Amit Badanayak "ଙ୍କ ଦ୍ଵାରା ପ୍ରସ୍ତୁତ ଏହି Studio Version ଭଡିଓଟି ଯଦି ଭଲ ଲାଗିଥାଏ ତେବେ " Amit Badanayak " YouTube channel କୁ like , comment ଏବଂ share କରନ୍ତୁ। ଆମ ସହ ଯୋଡ଼ି ହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ର notification ପାଇବା ପାଇଁ " Amit Badanayak " YouTube channel କୁ subscribe କରନ୍ତୁ ଏବଂ bell button 🔔 ନିଶ୍ଚୟ press କରନ୍ତୁ ।। ଧନ୍ୟବାଦ ।। PRAISE THE LORD ||
#jisumutumakuhruderakhibi
#newodiachristiansong
#antarachakrabarty
#amitbadanayak
!!* ANTI-PIRACY WARNING *!!
This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.
Видео JISU MU TUMAKU HRUDE RAKHIBI | ANTARA CHAKRABARTY | NEW ODIA CHRISTIAN SONG | AMIT BADANAYAK канала Amit Badanayak
FULL LYRICS
ଯୀଶୁ ମୁଁ ତୁମକୁ ହୃଦେ ରଖିବି
ମନ ପ୍ରାଣ ଦେଇ ପୂଜା କରିବି
ସଞ୍ଜ ସକାଳେ ମୁଁ ମଧ୍ୟାହ୍ନ କାଳେ (୨ଥର)
ତୁମ ନାମ ଭଜୁଥିବି.....
ଯୀଶୁ ମୁଁ ତୁମକୁ ହୃଦେ ରଖିବି
ମନ ପ୍ରାଣ ଦେଇ ପୂଜା କରିବି...=୦=
ତୁମ ପ୍ରେମ ମୁଁ ସ୍ମରିବି
ତୁମ ଗୁଣ ମୁଁ ଗାଇବି
ତୁମ ସେବା ମୁଁ କରିବି
ତୁମ ଆଜ୍ଞା ମୁଁ ମାନିବି
ପ୍ରାତଃ କାଳରେ ଦିବା ରଜନୀରେ (୨ଥର)
ପ୍ରାର୍ଥନାରେ ଜାଗି ରହିବି.....
ଯୀଶୁ ମୁଁ ତୁମକୁ ହୃଦେ ରଖିବି
ମନ ପ୍ରାଣ ଦେଇ ପୂଜା କରିବି...=୦=
ତୁମ ରବ ମୁଁ ଶୁଣିବି
ତୁମ ବାକ୍ୟ ମୁଁ ପଢିବି
ତୁମ ପଛେ ମୁଁ ଚାଲିବି
ତୁମ ବିଧି ମୁଁ ଶିଖିବି
ସ୍ଥିର ଚିତ୍ତରେ ଭୟ ଭକତିରେ
ତୁମ ସ୍ତୁତି କରୁଥିବି .....
ଯୀଶୁ ମୁଁ ତୁମକୁ ହୃଦେ ରଖିବି
ମନ ପ୍ରାଣ ଦେଇ ପୂଜା କରିବି...=୦=
ଗୀତ ରଚନା ଓ ସ୍ୱର ସଂଯୋଜନା
ଅମିତ୍ ବଡ଼ନାୟକ (ଶିକ୍ଷକ)
(8895583382)
କଣ୍ଠଦାନ - ଅନ୍ତରା ଚକ୍ରବର୍ତ୍ତୀ
Amit Badanayak YouTube Channel is Presenting The Studio Version of the most waited new odia christian song "Jisu Mu Tumaku Hrude Rakhibi" Nicely Sung by Antara Chakrabarty. Lyrics and Music Direction by Amit Badanayak. Kindly Watch The Studio Version and be blessed.
SONG CREDITS :
* SONG : ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
* SINGER : Antara Chakrabarty
* LYRICS : Amit Badanayak
* MUSIC : Amit Badanayak (8895583382)
* Music Arrangement : Amit & Chinu
* Recording & Mixing : MRR STUDIO, CUTTACK
* Recordist : Saktiswar mohapatra
* Edited by : Amit Badanayak
* Music label : AB music
* WhatsApp : 8895583382
* Contact : 7978601423
" Amit Badanayak "ଙ୍କ ଦ୍ଵାରା ପ୍ରସ୍ତୁତ ଏହି Studio Version ଭଡିଓଟି ଯଦି ଭଲ ଲାଗିଥାଏ ତେବେ " Amit Badanayak " YouTube channel କୁ like , comment ଏବଂ share କରନ୍ତୁ। ଆମ ସହ ଯୋଡ଼ି ହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ର notification ପାଇବା ପାଇଁ " Amit Badanayak " YouTube channel କୁ subscribe କରନ୍ତୁ ଏବଂ bell button 🔔 ନିଶ୍ଚୟ press କରନ୍ତୁ ।। ଧନ୍ୟବାଦ ।। PRAISE THE LORD ||
#jisumutumakuhruderakhibi
#newodiachristiansong
#antarachakrabarty
#amitbadanayak
!!* ANTI-PIRACY WARNING *!!
This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.
Видео JISU MU TUMAKU HRUDE RAKHIBI | ANTARA CHAKRABARTY | NEW ODIA CHRISTIAN SONG | AMIT BADANAYAK канала Amit Badanayak
Показать
Комментарии отсутствуют
Информация о видео
Другие видео канала
![ACHI DINE MARANA SONG RECORDING TIME | HUMANE SAGAR #humanesagarchristiansongs](https://i.ytimg.com/vi/6Qd--I2MXnw/default.jpg)
![#abadhyamanishasong #shorts ABADHYA MANISHA | ଅବାଧ୍ୟ ମଣିଷ | NEW ODIA CHRISTIAN SONG |SHASANK SEKHAR](https://i.ytimg.com/vi/nqHDO601SN8/default.jpg)
![ସରଗର ଫୁଲ || SARAGARA PHULA || NEW ODIA CHRISTIAN SONG ।। SHASANK SEKHAR](https://i.ytimg.com/vi/qN_CiQ6HPIE/default.jpg)
![KETE KALARE MANA | ORIGINAL TRACK/KARAOKE | NEW ODIA CHRISTIAN SONG | AMIT PANI |AMIT BADANAYAK](https://i.ytimg.com/vi/pyMsmgfTDRo/default.jpg)
![FULL DANCE || BADADINARA ABHINANDANA || HUMANE SAGAR CHRISTMAS SPECIAL SONG || AMIT BADANAYAK](https://i.ytimg.com/vi/HQ6NwWd-Wqo/default.jpg)
![HE KRUSHADHARI | ହେ କ୍ରୁଶଧାରୀ | ORIGINAL TRACK | GOOD FRIDAY SPECIAL SONG |AMIT PANI|AMIT BADANAYAK](https://i.ytimg.com/vi/J3OktupB8DE/default.jpg)
![daringibadi christmas special full dance video #saragaraphula #newodiachristiansongs](https://i.ytimg.com/vi/Szv5iyNbArc/default.jpg)
![ପ୍ରଭୁଙ୍କର କ୍ରୋଧର ଦିନ ଅତି ନିକଟବର୍ତ୍ତୀ #Madiasuchishorts#humanesagarchristiansongs #odiachristiansong](https://i.ytimg.com/vi/8so9BJzqXyA/default.jpg)
![#bhalapaejisumutumakushorts #Ananyasritamnandachristiansongs #odiachristiansong #amitbadanayaksongs](https://i.ytimg.com/vi/xxTFVjTjpOg/default.jpg)
![#Shorts | BHALA PAE JISU MU TUMAKU | ଭଲ ପାଏ ଯୀଶୁ ମୁଁ ତୁମକୁ #Bhalapaejisumutumaku #Ananyasritamnanda](https://i.ytimg.com/vi/mq7riI3BovM/default.jpg)
![ତୁ ଆସିଛୁ ଏକା ଏକା ଯିବୁ ଦିନେ ଏକା ଏକା || JIBANA DIPA NEW ODIA CHRISTIAN SONG || SHASANK SEKHAR](https://i.ytimg.com/vi/76cDEeqnfN4/default.jpg)
![HE KRUSHADHARI || ହେ କ୍ରୁଶଧାରୀ || NEW ODIA GOOD FRIDAY SPECIAL SONG || AMIT PANI || AMIT BADANAYAK](https://i.ytimg.com/vi/QGsue_Q7jB0/default.jpg)
![ASICHI BADADINA || TRACK/KARAOKE || ASIMA PANDA NEW ODIA CHRISTMAS SPECIAL SONG || AMIT BADANAYAK](https://i.ytimg.com/vi/1jHWdB5gAbk/default.jpg)
![#dustaatmasong #newodiachristiansong #odiachristiansong #shasanksekharchristiansongs #amitbadanayak](https://i.ytimg.com/vi/wDAAuFBITYw/default.jpg)
![AHE DUKHAHARI | ଆହେ ଦୁଃଖହାରୀ | PROMO VIDEO | NEW ODIA CHRISTIAN SONG |SULOCHANA SINGH|AMIT BADANAYAK](https://i.ytimg.com/vi/VNzIixVW3xE/default.jpg)
![କି ଦେଇ ଶୁଝିବି ମୁଁ ପ୍ରଭୁ ତୁମ ମହା ଋଣ || ASIMA PANDA || NEW ODIA CHRISTIAN SONG || AMIT BADANAYAK](https://i.ytimg.com/vi/aS8VLAeVY7Q/default.jpg)
![TU ASICHU EKA EKA JIBU DINE EKA EKA | JIBANA DIPA CHRISTIAN SONG SHASANK SEKHAR #JIBANADIPASONG](https://i.ytimg.com/vi/4VA4wqI23eM/default.jpg)
![ସମୁଦାୟ ଦେଶ ଅଗ୍ନିରେ ଗ୍ରାସିତ ହେବ ମଣିଷର ମାଂସ ମଳ ପରି ଢଳାଯିବ #humanesagarchristiansongs #Madiasuchi](https://i.ytimg.com/vi/OItFa6aRAD0/default.jpg)
![#JIBANADIPASONG || ଜୀବନ ଦୀପ || SHASANK SEKHAR NEW ODIA CHRISTIAN SONG || AMIT BADANAYAK](https://i.ytimg.com/vi/rcuViLfvljA/default.jpg)
![DUSTA ATMA | ଦୁଷ୍ଟ ଆତ୍ମା | SHASANK SEKHAR NEW ODIA CHRISTIAN SONG #dustaatmasong #odiachristiansong](https://i.ytimg.com/vi/Qbeen9c3BRU/default.jpg)
![ମୁଁ ଅବାଧ୍ୟ ଅଯୋଗ୍ୟ ପାପୀ ମଣିଷ ହେ ପ୍ରଭୁ କ୍ଷମା କର ପାପ ଦୋଷ ହେ ଯୀଶୁ ଧୋଇ ଦିଅ ମୋ କଳୁଷ #newodiachristiansongs](https://i.ytimg.com/vi/73b3ZtQVLpo/default.jpg)