Загрузка...

ବ୍ରଜରାଜ ସୁତ @kotiodiankamaudamani #jagannath #ytshorts #festival #krishna

ବ୍ରଜରାଜ ସୁତ @kotiodiankamaudamani #jagannath #ytshorts #festival #krishna

ଗୀତର ସଂଳାପ

=======================================
++++××××++++××××++++××××
ବ୍ରଜରଜ ସୁତ ଫାନ୍ଦେ ପଡି ମିତ ! କେଢେ କ‌ଥା ଦେହ ସହୁଛୁ ।
ହେଜ ମନେ ବ୍ୟଜ କହୁ ନାଈଁ ଲାଜ-ପଙ୍କେ ମନ ବୁଡି ଯାଉଛି । ଘୋଷା
ଏ ଗୋପରେ କେହି ଅଛି ଯୁବତୀ, ଶ୍ୟାମ ସଙ୍ଗ ରଙ୍ଗ ରସେ ନ ମାତି।
ଫୁଲାଇଣ ଛାତି ସର୍ବେ ହେଲେ ସତୀ, ମୋ ନାମେ କଳଙ୍କ ରହୁଛି । ୧|
କିଏ ଯାଉ ନାହଁ ଅବା ଯମୁନା, ମୋହ ଯିବାପାଇଁ ହୋଇଛି ମନା ।
ପାଟାକ କୁଳ ଅଟକକୁ ନ ମାନି ଏତେ ସରି ସିନା ହେଉଛି । ୨ ।
ଆହୁରି କାତରେ ହୃଦୟ ଥରେ, ଡେରି ଶୁଣ ଏବେ ଶ୍ରୁତି ପଥରେ ।
କଦମ୍ବମୂଳରେ କି ମଧୁର ସ୍ଵରେ ବଂଶୀ ରାଧେ ରାଧେ ଗାଉଛି । ୩ ।
ଦିଶିବ କି ସତେ ସୁଗତି ପଥ ଦୋଷି ବୋଲି ନ ବୋଲିବ କୃତାନ୍ତ
ନିଶି ଦିନ ଭାଳି ଦିନ ବନମାଳୀ ଯୁଗଳ ପଦକୁ ଧ୍ୟାଉଛି ।୪|

Видео ବ୍ରଜରାଜ ସୁତ @kotiodiankamaudamani #jagannath #ytshorts #festival #krishna канала Koti Odia nka Maudamani
Яндекс.Метрика
Все заметки Новая заметка Страницу в заметки
Страницу в закладки Мои закладки
На информационно-развлекательном портале SALDA.WS применяются cookie-файлы. Нажимая кнопку Принять, вы подтверждаете свое согласие на их использование.
О CookiesНапомнить позжеПринять