- Популярные видео
- Авто
- Видео-блоги
- ДТП, аварии
- Для маленьких
- Еда, напитки
- Животные
- Закон и право
- Знаменитости
- Игры
- Искусство
- Комедии
- Красота, мода
- Кулинария, рецепты
- Люди
- Мото
- Музыка
- Мультфильмы
- Наука, технологии
- Новости
- Образование
- Политика
- Праздники
- Приколы
- Природа
- Происшествия
- Путешествия
- Развлечения
- Ржач
- Семья
- Сериалы
- Спорт
- Стиль жизни
- ТВ передачи
- Танцы
- Технологии
- Товары
- Ужасы
- Фильмы
- Шоу-бизнес
- Юмор
PLATINUM JUBILEE CELEBRATION PM SHRI PABITRA MOHAN HIGH SCHOOL KANIHA TALCHER ANGUL
ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ପି.ଏମ. ଶ୍ରୀ ପବିତ୍ର ମୋହନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ‘ପ୍ଲାଟିନମ୍ ଜୁବିଲି’ ସମାରୋହରେ ଓଡ଼ିଶାରେ ମହାମହିମ ରାଜ୍ୟପାଳ Dr. Hari Babu Kambhampati , ଭାରତ ସରକାର ଙ୍କର ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ର ମାନ୍ୟବର ସାଂସଦ ଶ୍ରୀଯୁକ୍ତ Dharmendra Pradhan, ଢେଙ୍କାନାଳ ଲୋକସଭା ର ମାନ୍ୟବର ମାନ୍ୟବର ସାଂସଦ ଶ୍ରୀଯୁକ୍ତ Rudra Narayan Pany , ପାଳଲହଡାର ମାନ୍ୟବର ବିଧାୟକ ଶ୍ରୀ Ashok Mohanty , ପରଜଙ୍ଗର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ Bibhuti Pradhan ,ଛେଣ୍ଡିପଦା ର ମାନ୍ୟବର ବିଧାୟକ ଶ୍ରୀ Agasti Behera ଓ ତାଳଚେର ର ମାନ୍ୟବର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନଙ୍କ ସହ ଯୋଗଦେବା ସହିତ ବିଦ୍ୟାଳୟର ସ୍ମରଣିକା ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନୀ ଉପରେ ଆଧାରିତ ଏକ ପୁସ୍ତକ ଉନ୍ମୋଚନ କରିଥିଲୁ ଯାହା ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ସହ ସେମାନଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଜାଗ୍ରତ କରିବାରେ ସହାୟକ ହେବ । ଏହାସହିତ ଏହି ପ୍ଲାଟିନମ୍ ଜୁବୁଲି ଅବସରରେ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ, ଆଲୁମିନି ବା ପୁରାତନ ଛାତ୍ର ସଂଘ, ଅଧ୍ୟାପକ, ଅଧ୍ୟାପିକା ଏବଂ ଶିକ୍ଷାନୁଷ୍ଠାନ ସହ ଜଡିତ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲୁ ।
#PlatinumJubileeCelebration
#PMShriPabitraMohanHighSchool
#KanihaTalcherAngul
Видео PLATINUM JUBILEE CELEBRATION PM SHRI PABITRA MOHAN HIGH SCHOOL KANIHA TALCHER ANGUL канала PRATAP CHANDRA PRADHAN (NILU BHAI)
#PlatinumJubileeCelebration
#PMShriPabitraMohanHighSchool
#KanihaTalcherAngul
Видео PLATINUM JUBILEE CELEBRATION PM SHRI PABITRA MOHAN HIGH SCHOOL KANIHA TALCHER ANGUL канала PRATAP CHANDRA PRADHAN (NILU BHAI)
Комментарии отсутствуют
Информация о видео
10 февраля 2026 г. 6:13:04
00:00:56
Другие видео канала





















