Загрузка...

Special Story: ପୁରୀ ବ୍ୟତୀତ ଅନ୍ୟ କେଉଁ ଜଗନ୍ନାଥ ମନ୍ଦିର ଥିବା ସ୍ଥାନ ଜଗନ୍ନାଥ ଧାମ ନୁହେଁ

#ଦୀଘା_ମନ୍ଦିର_ଧାମ_ନୁହେଁ
ପୁରୀ ବ୍ୟତୀତ ଅନ୍ୟ ଯେ କୌଣସି ସ୍ଥାନରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ବିଗ୍ରହ ଶାସ୍ତ୍ରୀୟ ଅନୁସାରେ ପ୍ରତିଷ୍ଠା କରା ଗଲେ ବି ତାହାକୁ ଜଗନ୍ନାଥ ଧାମ, ଶ୍ରୀପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର ବା ନୀଳାଚଳ ଧାମର ଆକ୍ଷା ଦିଆଯାଇ ପାରିବ ନାହିଁ । ତେଣୁ ଦୀଘାରେ ପଶ୍ଚିମବଙ୍ଗ ସରକାର ଗଢିଥିବା ମନ୍ଦିର ମଧ୍ୟ ଏ ପଦୋବାଚ୍ୟ ନୁହେଁ ବୋଲି ମହାରାଜ ଶୁଣାଇ ଦେଇଛନ୍ତି । ବେଦବ୍ୟାସଙ୍କ ଦ୍ୱାରା ରଚିତ ସ୍କନ୍ଦ ପୁରାଣର ବୈଷ୍ଣବ ଖଠରେ ବର୍ଣ୍ଣିତ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟକୁ ଆଧାର କରି ଗଜପତି ଏହା ସ୍ପଷ୍ଟ କରିଦେଇଛନ୍ତି ।
#Odisha #OdishaTV #SpecialStory #OTV
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
#OdishaTV #OTV

Видео Special Story: ପୁରୀ ବ୍ୟତୀତ ଅନ୍ୟ କେଉଁ ଜଗନ୍ନାଥ ମନ୍ଦିର ଥିବା ସ୍ଥାନ ଜଗନ୍ନାଥ ଧାମ ନୁହେଁ канала OTV
Страницу в закладки Мои закладки
Все заметки Новая заметка Страницу в заметки