Загрузка страницы

ଦାଉଦଙ୍କ ମୂଳ ଦ୍ୱାରା ସ୍ଥାପିତ କରା ଯାଇଥିବା ଚର୍ଚ୍ଚ ଏବଂ ନୂତନ ନିୟମର ସତ୍ୟ 【ଆନ୍ ସାଙ୍ଗ୍ ହୋଙ୍ଗ୍】

[କେଉଁ ଚର୍ଚ୍ଚରେ ପରିତ୍ରାଣର ସତ୍ୟ ଅଛି?]
ଯଦିଓ ଅନେକ ଲୋକ ପରମେଶ୍ବରଙ୍କଠାରେ ବିଶ୍ୱାସ କରିବାକୁ ଦାବି କରନ୍ତି,
କିନ୍ତୁ ଆତ୍ମିକ ଶୋଷରେ ପୀଡିତ ଏହି ଅନ୍ଧକାର ଦୁନିଆରେ କୌଣସି ସତ୍ୟ ନାହିଁ ।
ତେଣୁ ଆମର ଆତ୍ମିକ ଶୋଷ ମେଣ୍ଟାଇବା ପାଇଁ ପରମେଶ୍ୱରଙ୍କୁ ଦ୍ୱିତୀୟ ଥର ପ୍ରକାଶ ହେବା ଜରୁରୀ ।

[ଚର୍ଚ୍ଚ ଅଫ୍ ଗଡ୍ ଦାଉଦଙ୍କ ମୂଳ ଦ୍ୱାରା ସ୍ଥାପନ କରାଯାଇଅଛି ଏବଂ ଏଥିରେ ନିତ୍ୟସ୍ଥାୟୀ ନିୟମ ଅଛି]
ଆମର ଆତ୍ମା ଜୀବନଦାୟକ ଜଳର ପରମେଶ୍ବରଙ୍କ ବାକ୍ୟ ଦ୍ୱାରା କେବଳ ସେତେବେଳେ
ପୁନର୍ଜୀବିତ ହୋଇପାରିବ ଯେତେବେଳେ ଆମେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଙ୍କୁ ଗ୍ରହଣ କରୁ,
ଯିଏ ବାଇବଲର ରହସ୍ୟକୁ ପ୍ରକାଶ କରିବା ପାଇଁ ଦାଉଦଙ୍କ ମୂଳ ଭାବରେ ଆସିଲେ,
ଏବଂ ସେହି ଚର୍ଚ୍ଚକୁ ଯାଆନ୍ତି ଯାହା ନୂତନ ନିୟମର ନିସ୍ତାରପର୍ବ ପାଳନ କରେ,
ଯାହା କେବଳ ଦାଉଦଙ୍କ ସହିତ ସ୍ଥିର ହୋଇଥିବା ନିତ୍ୟସ୍ଥାୟୀ ନିୟମ ଅଛି ।

ହେ ତୃଷିତ ଲୋକସକଳ, ତୁମ୍ଭେମାନେ ଜଳ ନିକଟକୁ ଆସ, ପୁଣି ଯାହାର କିଛି ଅର୍ଥ ନାହିଁ, ସେ ଆସୁ...
ମନୋଯୋଗ କରି ଆମ୍ଭର କଥା ଶୁଣ ଓ ଉତ୍ତମ ଦ୍ରବ୍ୟ ଭୋଜନ କର ଓ ପୁଷ୍ଟିକର ଦ୍ରବ୍ୟରେ
ତୁମ୍ଭମାନଙ୍କର ପ୍ରାଣକୁ ସନ୍ତୁଷ୍ଟ ହେବାକୁ ଦିଅ । କର୍ଣ୍ଣ ଡେର ଓ ଆମ୍ଭ ନିକଟକୁ ଆସ;
ଶୁଣ, ତହିଁରେ ତୁମ୍ଭମାନଙ୍କର ପ୍ରାଣ ବଞ୍ଚିବ; ପୁଣି, ଆମ୍ଭେ ତୁମ୍ଭମାନଙ୍କ ସହିତ ଏକ ନିତ୍ୟସ୍ଥାୟୀ ନିୟମ,
ଅର୍ଥାତ୍, ଦାଉଦଙ୍କ ପ୍ରତି ନିଶ୍ଚିତ ଦୟା ସ୍ଥିର କରିବା ।
ଯିଶାଇୟ ୫୫:୧-୩
ଏହି ଭିଡିଓ ର ପ୍ରକାଶନକାର ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍ ପାଖରେ ଅଛି । ଆଇନଗତ ଅଧିକାର ନଥିବା ନକଲ ଓ ବିତରଣ ନିଷିଦ୍ଧ ଅଟେ ।

〖World Mission Society Church of God〗https://watv.org
〖WATV Media Cast〗 https://watvmedia.org/or
〖Church of God Introduction〗https://introwmscog.com

Видео ଦାଉଦଙ୍କ ମୂଳ ଦ୍ୱାରା ସ୍ଥାପିତ କରା ଯାଇଥିବା ଚର୍ଚ୍ଚ ଏବଂ ନୂତନ ନିୟମର ସତ୍ୟ 【ଆନ୍ ସାଙ୍ଗ୍ ହୋଙ୍ଗ୍】 канала World Mission Society Church of God
Показать
Комментарии отсутствуют
Введите заголовок:

Введите адрес ссылки:

Введите адрес видео с YouTube:

Зарегистрируйтесь или войдите с
Информация о видео
18 июня 2019 г. 8:00:00
00:31:54
Другие видео канала
ชีวิตที่มีคุณค่า 【สมาคมเผยแพร่ข่าวประเสริฐทั่วโลก คริสตจักรของพระเจ้า】ชีวิตที่มีคุณค่า 【สมาคมเผยแพร่ข่าวประเสริฐทั่วโลก คริสตจักรของพระเจ้า】The Instruments God Uses to Perform Miracles | WMSCOG, Church of GodThe Instruments God Uses to Perform Miracles | WMSCOG, Church of GodRepent, for the Kingdom of Heaven Is NearⅠ | World Mission Society Church of GodRepent, for the Kingdom of Heaven Is NearⅠ | World Mission Society Church of God若知道,就会爱 【安商洪,母亲上帝】若知道,就会爱 【安商洪,母亲上帝】Tushinde Majaribu na Tuupate Ufalme wa Mbinguni 【Jamii ya Misheni ya Dunia ya Kanisa la Mungu】Tushinde Majaribu na Tuupate Ufalme wa Mbinguni 【Jamii ya Misheni ya Dunia ya Kanisa la Mungu】天国家族和爱 【上帝的教会世界福音宣教协会,安商洪,母亲上帝】天国家族和爱 【上帝的教会世界福音宣教协会,安商洪,母亲上帝】大赎罪日大圣会 [上帝的教会世界福音宣教协会]大赎罪日大圣会 [上帝的教会世界福音宣教协会]ВОЗНЕСЕНИЕ НА НЕБО ЧЕРЕЗ ХОЖДЕНИЕ С БОГОМ 【Ан Санг Хонг, Бог Мать】ВОЗНЕСЕНИЕ НА НЕБО ЧЕРЕЗ ХОЖДЕНИЕ С БОГОМ 【Ан Санг Хонг, Бог Мать】All the Words of God Contain Blessings | WMSCOG, Church of God, Ahnsahnghong, God the MotherAll the Words of God Contain Blessings | WMSCOG, Church of God, Ahnsahnghong, God the MotherGod Is Love | Christ Ahnsahnghong, God the MotherGod Is Love | Christ Ahnsahnghong, God the Mother天国家族和夸耀上帝【安商洪,母亲上帝,天上母亲】天国家族和夸耀上帝【安商洪,母亲上帝,天上母亲】[Seminar Video] WHY DOES THE BIBLE SAY THAT A MAN RETURNS WHEN HE DIES? WMSCOG[Seminar Video] WHY DOES THE BIBLE SAY THAT A MAN RETURNS WHEN HE DIES? WMSCOG智慧的开端——上帝 【 上帝的教会世界福音宣教协会 】智慧的开端——上帝 【 上帝的教会世界福音宣教协会 】以信心走的天国路【上帝的教会世界福音宣教协会,安商洪】以信心走的天国路【上帝的教会世界福音宣教协会,安商洪】Obedience & Sacrifice | WMSCOG, Church of GodObedience & Sacrifice | WMSCOG, Church of GodThose Who Are God’s People & Those Who Are Not | WMSCOG, Church of GodThose Who Are God’s People & Those Who Are Not | WMSCOG, Church of GodThe Meaning of the Feast of Tabernacles | World Mission Society Church of GodThe Meaning of the Feast of Tabernacles | World Mission Society Church of GodBlessing Given in Zion | WMSCOG, Church of GodBlessing Given in Zion | WMSCOG, Church of GodThe Day Father Came | AhnsahnghongThe Day Father Came | AhnsahnghongWe Who Have Met God the MotherWe Who Have Met God the MotherCard News: Do You Know the Bride of the Heavenly Wedding Banquet? | God the MotherCard News: Do You Know the Bride of the Heavenly Wedding Banquet? | God the Mother
Яндекс.Метрика