ଜଣଙ୍କୁ ଚାପି ମାରିଲା ଜେସିବି | Odisha Reporter

#ଭୋ_ଭୋ_କାନ୍ଦିଲେ_ମହିଳା
ନୂଆ ରେଳ ଲାଇନ ନିର୍ମାଣକୁ ବିରୋଧ ବେଳେ ତୁମୁଳକାଣ୍ଡ । ଜେସିବି ଆଗକୁ ଚାଲି ଆସିବାରୁ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ । ରାଉରକେଲା ବନ୍ଧମୁଣ୍ଡା ଥାନା ବରକାନି ଲୋକଙ୍କ ବିରୋଧ ବେଳେ ଯୁବକ ମୃତ । ଘଟଣା ସମ୍ପର୍କରେ କହିବା ବେଳେ କାନ୍ଦିପକାଇଲେ ମହିଳା ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#odishareporter #OdishaReporter #rourkela #protest #Policeprotestorfight

Видео ଜଣଙ୍କୁ ଚାପି ମାରିଲା ଜେସିବି | Odisha Reporter канала Odisha Reporter
Страницу в закладки Мои закладки ( 0 )
Все заметки Новая заметка Страницу в заметки