Загрузка...

2026 ର ଶେଷ ସୂର୍ଯ୍ୟ ପରାଗ – ଅଗଷ୍ଟ 12 ରେ ଦେଖିବେ ଦୁର୍ଲଭ ମହାଜାଗତିକ ଘଟଣା!

2026 ର ଶେଷ ସୂର୍ଯ୍ୟ ପରାଗ – ଅଗଷ୍ଟ 12 ରେ ଦେଖିବେ ଦୁର୍ଲଭ ମହାଜାଗତିକ ଘଟଣା!
2026 ମସିହାର ଶେଷ ସୂର୍ଯ୍ୟ ପରାଗ (Surya Grahan) 12 ଅଗଷ୍ଟ 2026 ରେ ଘଟିବ। ଏହା ଏକ ପୂର୍ଣ୍ଣ ସୂର୍ଯ୍ୟ ପରାଗ (Total Solar Eclipse) ହେବ, ଯାହା ୟୁରୋପ, ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ ଓ କିଛି ଅଞ୍ଚଳରେ ଦୃଶ୍ୟମାନ ହେବ। ଭାରତରେ ଏହା ଦେଖାଯିବ ନାହିଁ। ଏହି ଭିଡିଓରେ ଜାଣନ୍ତୁ ସୂର୍ଯ୍ୟ ପରାଗର ସମୟ, ପ୍ରଭାବ ଓ ଜ୍ୟୋତିଷ ଦୃଷ୍ଟିକୋଣରୁ ଏହାର ମହତ୍ତ୍ୱ।
#SuryaGrahan2026 #SolarEclipse2026 #SuryaGrahan #OdiaAstrology #Grahan2026 #OdiaRashifala #AstrologyOdia #August2026 #SolarEclipse #Jyotisha

Видео 2026 ର ଶେଷ ସୂର୍ଯ୍ୟ ପରାଗ – ଅଗଷ୍ଟ 12 ରେ ଦେଖିବେ ଦୁର୍ଲଭ ମହାଜାଗତିକ ଘଟଣା! канала Bhagya Lipi Tips
Яндекс.Метрика
Все заметки Новая заметка Страницу в заметки
Страницу в закладки Мои закладки
На информационно-развлекательном портале SALDA.WS применяются cookie-файлы. Нажимая кнопку Принять, вы подтверждаете свое согласие на их использование.
О CookiesНапомнить позжеПринять