ଅଶାନ୍ତ ପ୍ରେତାତ୍ମା-ଶ୍ରୀ ଜଗନ୍ନାଥ ଧାମରେ | Restless Spirit-In The Abode of Shri Jagannath |R.N. MISHRA
ଅଶାନ୍ତ ପ୍ରେତାତ୍ମା-ଶ୍ରୀ ଜଗନ୍ନାଥ ଧାମରେ ||Restless spirit-In the abode of Shri Jagannath
OFFICIAL CHANNEL OF-
Sri Rabindra Narayan Mishra (former Administrator of Shree Jagannath Temple Puri) |
Watch and share divya kathamrita with your family and friend
"ମୋ ନାମ ଶ୍ରବଣ କୀର୍ତ୍ତନେ । ଶ୍ରଦ୍ଧା ଉପୁଜେ ଯା'ର ମନେ ॥ ସେ ଭକ୍ତିଯୋଗେ ଅଧିକାରୀ , କେବେହେଁ ନୁହଁଇ ସଂସାରୀ ॥ ମୁଁ ତାକୁ କରଇ ସଦୟ । ତାହାର ସୁବୁଦ୍ଧି ଉଦୟ ॥
ସକଳ ସିଦ୍ଧି ସେ ସାଧଇ । ତାହାର କର୍ମବନ୍ଧ ନାହିଁ "॥
(ଏକାଦଶ ସ୍କନ୍ଧ
,ଏକବିଂଶ ଅଧ୍ୟାୟ,ଭାଗବତ)
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କର ଓ ପରିବାରର ସମସ୍ତଙ୍କର ମଙ୍ଗଳ କରନ୍ତୁ ।।
ଭଗବାନଙ୍କ କଥା କର୍ଣ୍ଣରେ ଶ୍ରବଣ କରିବାମାତ୍ରେ,ମୁଖରେ ଉଚ୍ଚାରଣ କରିବାମାତ୍ରେ,ଚିତ୍ତରେ ସ୍ମରଣ କରିବାମାତ୍ରେ,ତାହାକୁ ହୃଦୟରେ ଆଦର ଓ ଅନୁମୋଦନ କରିବାମାତ୍ରେ ହିଁ ମନୁଷ୍ୟ ପବିତ୍ର ହୋଇଯାଏ। ଭଗବାନଙ୍କ କଥା ରେ ଏପରି ପ୍ରଭାବ ଯେ,ତାହା ଅବଲମ୍ବନ କଲେ ଜୀବ ଯେତେ କଷ୍ଟ ରେ ଥିଲେ ବି,ତତକ୍ଷଣାତ୍ ମନର ଶାନ୍ତି ପାଏ ଓ ପବିତ୍ର ହୋଇଯାଏ । ଭଗବାନ ହେଉଛନ୍ତି ପରମକଲ୍ୟାଣସ୍ବରୂପ । ତାଙ୍କର ନାମ ଶ୍ରବଣ ଓ କୀର୍ତ୍ତନ ବହୁ ପୁଣ୍ୟ ପ୍ରଦାନ କରେ ।
🙏🏻ଶ୍ରୀ ଜଗନ୍ନାଥ ଶରଣଂ🙏🏻
(ମହାପ୍ରଭୁଙ୍କର ଓ ଏହି ଧର୍ମ କଥା ଗୁଡିକୁ ସମସ୍ତଙ୍କ ପାଖରେ share କରି ଉପଲବ୍ଧ କରେଇବାକୁ ଓ ଚେଷ୍ଟା କରିବାକୁ ଆପଣଙ୍କୁ ଅନୁରୋଧ ।। )
ଶ୍ରୀ ରବୀନ୍ଦ୍ର ନାରାୟଣ ମିଶ୍ର
ପୂର୍ବତନ ପ୍ରଶାସକ, ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ
#jagannath
#RabindraNarayanMishra
#odisha
#sprit
#RestlessSprit
Видео ଅଶାନ୍ତ ପ୍ରେତାତ୍ମା-ଶ୍ରୀ ଜଗନ୍ନାଥ ଧାମରେ | Restless Spirit-In The Abode of Shri Jagannath |R.N. MISHRA канала Divya Kathamrita (ଦିବ୍ୟ କଥାମୃତ)

Показать
Комментарии отсутствуют
Информация о видео
14 августа 2021 г. 8:30:11
00:26:32
Другие видео канала
![ଶ୍ରୀ ଜଗନ୍ନାଥ ମନ୍ଦିରରେ ମକର ସଂକ୍ରାନ୍ତି || Rabindra Narayan Mishra](https://i.ytimg.com/vi/XPEar1xSsE8/default.jpg)
![ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିଳାଦ୍ରି ବିଜେ || Rabindra Narayan Mishra](https://i.ytimg.com/vi/97ZFJkVy-TQ/default.jpg)
![ଶ୍ରୀ ଜଗନ୍ନାଥଙ୍କ ଗଜଉଦ୍ଧାର ବେଶ || Rabindra Narayan Mishra](https://i.ytimg.com/vi/l3cyEtRouHw/default.jpg)
![ଜଗନ୍ନାଥ ରଥଯାତ୍ରାର ହେରାପଞ୍ଚମୀ ||ରଥକୁ ଭାଙ୍ଗୀ ଦେଲେ ମା' ଜଗତଜନନୀ || Rabindra Narayan Mishra](https://i.ytimg.com/vi/IXzPRi5q13g/default.jpg)
![ଜୀବନ ଶୈଳୀର ନୀତି ନିୟମ || Rabindra Narayan Mishra](https://i.ytimg.com/vi/a8RK4I_3OCk/default.jpg)
![ବୋହୂର ଶାଶୁଙ୍କ ପ୍ରତି ଭକ୍ତି ଓ ସମ୍ମାନ || କିପରି ଘର ହେଲା ସ୍ଵର୍ଗପୁର || Rabindra Narayan Mishra](https://i.ytimg.com/vi/pS-MfCofKmI/default.jpg)
![ମା' ଶୁମ୍ଭ-ନିଶୁମ୍ଭ ମର୍ଦ୍ଦିନି || Rabindra Narayan Mishra](https://i.ytimg.com/vi/iftQZWNpVug/default.jpg)
![ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାରେ ଇଂରେଜ ସାହେବ ଙ୍କ ଅପରାଧ || Rabindra Narayan Mishra](https://i.ytimg.com/vi/iLm4NpzVEm8/default.jpg)
![ପବିତ୍ର ଜନ୍ମାଷ୍ଟମୀର ଅନେକ ଅଭିନନ୍ଦନ || Rabindra Narayan Mishra](https://i.ytimg.com/vi/E_uztoa718o/default.jpg)
![ଶ୍ରୀ ଜଗନ୍ନାଥ ଓ ମାନବବାଦ || Rabindra Narayan Mishra](https://i.ytimg.com/vi/OaY4BfhAEhU/default.jpg)
![ମହାପ୍ରଭୁଙ୍କ କୃପାଲାଭ ହେଲା ||ଏକ ସତ୍ୟ ଘଟଣା || Rabindra Narayan Mishra](https://i.ytimg.com/vi/6012nnLwdYw/default.jpg)
![ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ଦିବ୍ୟ କଥାମୃତ ଆରମ୍ଭ କଲେ || Rabindra Narayan Mishra || Dr. Srikanta Parija](https://i.ytimg.com/vi/e_MtRGWHuNs/default.jpg)
![ମିଳିଲା ଗୁରୁଙ୍କ ଆଶୀର୍ବାଦ || ଏକ ଦିବ୍ୟ ଅନୁଭୂତି ଶ୍ରୀ ମନ୍ଦିରରେ|| Rabindra Narayan Mishra](https://i.ytimg.com/vi/OyeqynvnMXY/default.jpg)
![ଅରନ୍ୟାନୀ ରେ ଚଣ୍ଡିମାତା || ନବରାତ୍ର ଉପଲକ୍ଷେ...ଭାଗ-୩ Rabindra Narayan Mishra](https://i.ytimg.com/vi/XcDByVRKLOs/default.jpg)
![ପୁରୁଷତ୍ତମ ଧାମରେ ଶ୍ରୀ ଜଗନ୍ନାଥ || Rabindra Narayan Mishra](https://i.ytimg.com/vi/mN9vYqkFzmg/default.jpg)
![ଅର୍ଥ ହିଁ ସବୁ ଅନର୍ଥ ର କାରଣ || Rabindra Narayan Mishra](https://i.ytimg.com/vi/n_RXN8G5vhQ/default.jpg)
![ମୋହିନୀ ଏକାଦଶୀ || Rabindra Narayan Mishra](https://i.ytimg.com/vi/R7qsmHVyqYQ/default.jpg)
![ଭକ୍ତ ପ୍ରିୟ ଶ୍ରୀ ଜଗନ୍ନାଥ || Rabindra Narayan Mishra](https://i.ytimg.com/vi/LZgiyIBe_vs/default.jpg)
![ଗୁରୁଙ୍କ କୃପା ରୁ କିପରି ମିଳିଲେ ଗୁରୁ || Rabindra Narayan Mishra](https://i.ytimg.com/vi/AWJ0sYfYfUk/default.jpg)
![ସାଧୁ ସାଜନା , ସାଧୁ ହୁଅ ||Rabindra Narayan Mishra](https://i.ytimg.com/vi/1lsNmUaFxvw/default.jpg)
![ନୃତ୍ୟ ସଙ୍ଗୀତ ପ୍ରିୟ ଶ୍ରୀ ଜଗନ୍ନାଥ || Rabindra Narayan Mishra](https://i.ytimg.com/vi/v27LWrdIbuQ/default.jpg)