Загрузка страницы

Puo || Sambalpuri Drama || ପୁଓ ସମଲପୁରି ଡ୍ରାମା || ନୂଆଖାଇ ଭେଟ୍ ଘାଟ୍ ୨୦୨୩ , ଜାରିଂ , @Jaring

Jaring || Puo || ପୁଓ || ନୂଆଖାଇ ଭେଟ୍ ଘାଟ୍ ୨୦୨୩ , ଜାରିଂ (ଭାଗ - ୧) Nuakhai bhet ghat 2023 , Jaring

ବ୍ରଜେଶ୍ୱରି ଯୁବକ ସଂଘ ( ଜାରିଂ ) , ଆପଣ ମାନଙ୍କୁ ଭେଟି ଦଉଛେ , ଗୁଟେ ସୁନ୍ଦର୍ ଡ୍ରାମା , " ପୁଓ " , ଲେଖିଛନ୍ - ଲେଖକ ଶ୍ରୀ ଶଶିଭୂଷଣ ସାହୁ ,

ଆଶା କର୍ମୀ ଆପଣ ମାନଙ୍କୁ ଆମର୍ ଇ ଅଭିନୟ , ତଥା ତାର୍ ସଙ୍ଗେ ସଙ୍ଗେ ଲେଖନ୍ କାର୍ ସାହୁ ଆଜ୍ଞା ଇ ମୋଡେନ୍ ସମାଜ୍ କେ ଦେଇଯାଉଥିବାର୍ ଗୁଟେ ବାର୍ତା , ଜେନ୍ ଟା କି ହେଲା , ଆଜି କାଲି ର ପିଲା ମାନେ ବଡ଼ ବଡ଼ ଚାକରି କରି କରି ବିଦେଶ କେ ପଳେଇ ଯାଉଛନ ଆଉ ସେନୁ ଏସ ଆରମ୍ ର ଜୀବନ ଜିଉଁଛନ ଆଉ ଯାହାର ଲାଗି ଆଜି ସେମାନେ ଏତେ ବଡ଼ ହେଇ ପାରିଛନ ସେ " ମାଁ ବାପା " କେ ପାସରି ନାଉଛନ , ଏନ୍ତା ଗୁଟେ ଘଟଣା କେ ସାହୁ ଆଜ୍ଞା ଅତି ସୁନ୍ଦର୍ ଭାବେ ଲେଖିକରି ସଜେଇଛନ , ଜେନ୍ ଟା କି ଆମେ ଆପଣ ମାନଙ୍କୁ ଅଭିନୟ ଆକର୍ ରେ ଦେଖାବର୍ ଲାଗିଁ ଚେଷ୍ଟା କରିଛୁଁ

ତ ଆସୁନ୍ ଦେଖମା ଆମର୍ ଛୋଟିଆ ଡ୍ରାମା , ଯାହାର ଶୀର୍ଷକ ହଉଛେ

" ପୁଓ "

ଲେଖନ୍ କାର୍ - ଶଶିଭୂଷଣ ସାହୁ

🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
jaring
jaring
jaring
jaring
jaring
jaring
jaring
jaring

Видео Puo || Sambalpuri Drama || ପୁଓ ସମଲପୁରି ଡ୍ରାମା || ନୂଆଖାଇ ଭେଟ୍ ଘାଟ୍ ୨୦୨୩ , ଜାରିଂ , @Jaring канала Vlogs Odisha
puo, jaring, nuakhai bhet ghat, nuakhai, 2023, drama, Jaring, jarinG, JARING, jaring mandir pada, mandir pada jaring, pratha bibad, Jay koshal, kushli movie, koshli movie
Показать
Страницу в закладки Мои закладки
Все заметки Новая заметка Страницу в заметки