Загрузка...

⛴️ଭାରତର ଅର୍ଥନୈତିକ ବିକାଶର ମୂଳ ଚାବି ହେଉଛି Export #automobile #export #mundraIndia #adanigroup

⛴️ଭାରତର ଅର୍ଥନୈତିକ ବିକାଶର ମୂଳ ଚାବି ହେଉଛି Export! 🇮🇳

ଯେତେବେଳେ ଭାରତରେ ତିଆରି ହୋଇଥ‌ିବା ଗାଡ଼ି, ଟେକ୍ନୋଲୋଜି ଓ ଅନ୍ୟାନ୍ୟ ଉତ୍ପାଦ ସାରା ବିଶ୍ବକୁ ପହଞ୍ଚେ, ସେତେବେଳେ ଦେଶର ଅର୍ଥନୀତି ଅଧୂକ ଶକ୍ତିଶାଳୀ

ଆଜି Mundra Port ଭାରତର ସବୁଠାରୁ ବଡ଼ Automobile Export Hub ଭାବେ ପରିଚିତ। ଏକମାତ୍ର ଜାହାଜରେ 6,008ଟି ଗାଡ଼ି ରପ୍ତାନି କରି ଜାତୀୟ ରେକର୍ଡ ସୃଷ୍ଟି କରିଛି। ..--

ଏହା କେବଳ ଏକ ସଂଖ୍ୟା ନୁହେଁ, ବରଂ ଏହା ପ୍ରମାଣ କରେ ଯେ ଆଧୁନିକ Port Infrastructure କିପରି "Made in India” ଉତ୍ପାଦକୁ ଆଫ୍ରିକା, ଲାଟିନ ଆମେରିକା ଓ Southeast Asia ପର୍ଯ୍ୟନ୍ତ ଦ୍ରୁତ ଏବଂ କ୍ଷମତାଶୀଳ ଭାବେ ପହଞ୍ଚାଉଛି।

#automobile

#export

#mundra

India| Largest Automobile | Export| Hub | Mundra

Видео ⛴️ଭାରତର ଅର୍ଥନୈତିକ ବିକାଶର ମୂଳ ଚାବି ହେଉଛି Export #automobile #export #mundraIndia #adanigroup канала Kumar Communication
Яндекс.Метрика
Все заметки Новая заметка Страницу в заметки
Страницу в закладки Мои закладки
На информационно-развлекательном портале SALDA.WS применяются cookie-файлы. Нажимая кнопку Принять, вы подтверждаете свое согласие на их использование.
О CookiesНапомнить позжеПринять