Загрузка...

Live: କଟିବନି ବିଜୁଳି | Odisha Govt Decision |No Power Disconnection for Domestic Consumers |Odia News

Odisha Govt Decision | No Power Disconnection for Domestic Consumers During Summer Despite Pending Bills

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଏବର୍ଷ ଗ୍ରୀଷ୍ମ ଦିନେ ବକେୟା ବିଦ୍ୟୁତ୍ ବିଲ୍ ଥିଲେ ମଧ୍ୟ କୌଣସି ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯିବ ନାହିଁ। ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ । ଉପମୁଖ୍ୟମନ୍ତ୍ରୀ କହିଛନ୍ତିି, ଏବର୍ଷ ମୌସୁମି ବର୍ଷା ନ ଆସିବା ଯାଏଁ କୌଣସି ଘରୋଇ ଗ୍ରାହକଙ୍କ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯିବ ନାହିଁ । ବିଲ୍ ପୈଠ ନକରିବା କାରଣରୁ କୌଣସି ବି ଡିସକମ୍ ବା ସରବରାହ କଂପାନୀ ଦ୍ୱାରା ଘରୋଇ ଗ୍ରାହକଙ୍କ ଅଘୋଷିତ ବିଦ୍ୟୁତ୍ କାଟ୍ କରାଯାଇପାରିବ ନାହିଁ

The Odisha government has announced that no domestic electricity connections will be disconnected this summer, even if bills remain unpaid. Deputy Chief Minister and Energy Minister Kanak Vardhan Singh Deo directed that until the arrival of monsoon rains, DISCOMs and supply companies cannot cut household power for non‑payment.

#OdishaGovernment #ElectricityDecision #PowerSupply #KanakVardhanSinghDeo #CMMohanMajhi #EnergyCrisis #DomesticConsumers #SummerRelief #DISCOM #OdishaPolitics #News18Odia #OdiaNews #OdishaNews

Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.

News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।

Download our News18 Mobile App - https://onelink.to/desc-youtube

Please visit our website https://bit.ly/2YaikeJ for the latest opinions and detailed news coverage.

Follow us on
Facebook: https://www.facebook.com/News18Odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ

Subscribe to our channel to get the latest news and updates https://tinyurl.com/y46bt2fm

ID_OD_KU

Видео Live: କଟିବନି ବିଜୁଳି | Odisha Govt Decision |No Power Disconnection for Domestic Consumers |Odia News канала News18 Odia
Яндекс.Метрика
Все заметки Новая заметка Страницу в заметки
Страницу в закладки Мои закладки
На информационно-развлекательном портале SALDA.WS применяются cookie-файлы. Нажимая кнопку Принять, вы подтверждаете свое согласие на их использование.
О CookiesНапомнить позжеПринять