Загрузка...

କୋଶଲ କଲାମଣ୍ଡଲ କହୁଛେ କଲାକାରର କଥା ||Koshal Kalamandal Raises Voice for Artists ||Bolangir News

ମାଏଟରର ବାସ୍ନାକେ ପରମ୍ପରାର ଝଲକ୍। ଗୁଟେ ଆଡ଼େ ଆସାମର ବିହୁକେ ଆରଆଡ଼େ ଘୁଡ଼ୁକାର ଛାପ୍ | ଢୋଲ,ନିଶାନ ତାସା ଆର୍ ସଂକୀର୍ତ୍ତନେ ଫାଟି ପଡ଼ୁଛେ କୋଶଲ କଲାମଣ୍ଡଲ ପଡ଼ିଆ | କଲାକାରକଁର ଗୀତନେ ରାତିନେ ଭିଲ୍ ତାତି ବଢୁଛେ | | ବଲାଙ୍ଗୀରର ଐତିହାସିକ କୋଶଲ କଳାମଣ୍ଡଳ ପଡ଼ିଆନେ ଆୟୋଜିତ ହେଇଯାଇଛେ ନବମ ଲୋକକଳା ଉତ୍ସବର ୨ ନମ୍ଵର ସନ୍ଧ୍ୟା। ଦୂଲଦୁଲି କଳା ପରିଷଦର ସଭାପତି ଅନନ୍ତ ଦାଶକଁର ସଭାପତିତ୍ୱନେ ଆୟୋଜିତ ଇ ସାଂସ୍କୃତିକ ସଭାନେ ମୁଖିଆ କୁନୁଆଁ ଭାବେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଯୋଗ ଦେଇଥିବାରବେଳେ, ମୁଖ୍ୟ ପୃଷ୍ଠପୋଷକ ଭାବେ ଚଳଚ୍ଚିତ୍ର ଅଭିନେତ୍ରୀ ବିଦୁସ୍ମିତା ଦାଶ ମନ୍ତ୍ରୀ, ରସରାଜ ଅଚ୍ୟୁତ ପୁରୋହିତ ଆର୍ ଏନଏସଡିଏନର ରାମଚନ୍ଦ୍ର ସାହୁ ଉପସ୍ଥିତ ଥିଲେ। ମା’ ସମଲେଶ୍ୱରୀ ଆର୍ ମା’ ପାଟଣେଶ୍ୱରୀକଁର ପୂଜାର୍ଚ୍ଚନା ସଙ୍ଗେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଅତିଥିମାନେ ଇ ରଙ୍ଗାରଙ୍ଗ ସନ୍ଧ୍ୟାର ଶୁଭାରମ୍ଭ କରିଥିଲେ।

#KoshalKalamandal #ArtistsVoice #CulturalNews #OdishaCulture #SambalpuriCulture #OdiaNews #BreakingNews #ArtistSupport #FolkArt #CulturalProgram #AamarKhabarDinBhar #LatestNews #OdishaArtists #KalaMandal #NewsUpdate
ଖବର୍ ଦୁନିଆନେ ନୂଆ ସୂର୍ଯ୍ଯୋଦୟ ଆମର୍ ଖବର୍ ଦିନଭର୍ (24*7) ଡିଜିଟାଲ୍ ପ୍ଲାଟଫର୍ମନେ...

Amar Khabar is a digital news platform dedicated to delivering accurate, unbiased, and timely news from Western Odisha. We cover a wide range of topics including politics, culture, education, social change, and local achievements, ensuring our audience stays informed and empowered.

..
Follow us In One Quick Click👉 :
https://www.facebook.com/aamarkhabardinbhar
https://www.youtube.com/@Aamarkhabardinbhar
https://www.youtube.com/@ArgusNews_in

-------
#Sambalpur #WesternOdisha #OdishaNews #SambalpurNews #BreakingNews #LocalNews #OdishaUpdates #IndiaNews #RegionalNews #DailyNews #TrendingNews #LatestNews #NewsUpdate #SambalpurCity #Burla #Jharsuguda #Bargarh #Balangir #Kalahandi #Subarnapur #WesternOdishaNews #OdishaDistricts #OdishaLocal

--------
#aamarkhabar #aamarkhabardinbhar #argusnews #argusodia #odishanews #westernodisha

Видео କୋଶଲ କଲାମଣ୍ଡଲ କହୁଛେ କଲାକାରର କଥା ||Koshal Kalamandal Raises Voice for Artists ||Bolangir News канала Aamar Khabar Din Bhar
Яндекс.Метрика
Все заметки Новая заметка Страницу в заметки
Страницу в закладки Мои закладки
На информационно-развлекательном портале SALDA.WS применяются cookie-файлы. Нажимая кнопку Принять, вы подтверждаете свое согласие на их использование.
О CookiesНапомнить позжеПринять