Загрузка...

ସମତୁଲ ରାସାୟନିକ ସମୀକରଣ।। Questions discussion of Balanced Chemical Equations।। ଦଶମ ଶ୍ରେଣୀ।। ଓଡ଼ିଆ।।

WELCOME TO THE CLASS ROOM STUDY. 🙏🙏🙏🙏🌹🌹🌹🌹

CLASS ROOMSTUDY provides you video lactures of Mathematics, Physical Science, Chemical Science, Life Science & English Grammar of class 9th & 10th.

THE CLASS ROOM STUDY ରେ ଆପଣଙ୍କୁ ସ୍ଵାଗତ 🌹🌹🙏🙏🌹🌹।
ଆମ ଚ୍ୟାନ୍ନେଲ ମାଧ୍ୟମରେ ଆପଣମାନେ ନବମ ଏବଂ ଦଶମ ଶ୍ରେଣୀର ଗଣିତ, ଭୌତିକ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଜୀବ ବିଜ୍ଞାନ ଏବଂ ଇଂରେଜୀ ବିଷୟରେ ଭିଡିଓ ଲେକ୍ଚର ପାଇପାରିବେ।
ଯଦି ଆପଣ ମାନଙ୍କୁ ଆମ ଭିଡିଓ ଲେକ୍ଚର ଭଲ ଲାଗେ, ତେବେ like, share ଏବଂ subscribe କରିବାକୁ ଜମାରୁ ଭୁଲିବେନି।
Physical science class 10.
Class 10 Physical science chapter 1.
Chemical reaction and Chemical Equation Class 10 in odia.
In this video we describe how to balance chemical equations easily with examples in odia. It also described the physical state of chemical equations in odia.we discuss some Questions of balanced chemical equations with describing chemical formula in odia.
We hope you will enjoy this video lacture. If you enjoy this lacture then like, share it with your friends, and subscribe our channel and press the 🔔 icon to get the notification of upcoming lactures. And be a member of the class room study.
🙏🌹 Thank you.🌹🙏

ଏହି ଭିଡିଓ ରେ ଦଶମ ଶ୍ରେଣୀର ଭୌତିକ ବିଜ୍ଞାନ ଆଲୋଚନା କରାଯାଇଛି. ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣର କେତେକ ପ୍ରଶ୍ନ ଆଲୋଚନା କରାଯାଇଛି। ସମୀକରଣ ଗୋଡ଼ିକ ସମତୁଲ କିପରି କରିବା? ତାହା ଆପଣ ମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ। ଏହା ମଧ୍ୟ ଭୌତିକ ଅବସ୍ଥା ପାଇଁ ପ୍ରତୀକର ସୂଚନା ପ୍ରଶ୍ନ ମାଧ୍ୟମରେ ଉଦାହରଣ ସହ ବର୍ଣ୍ଣନା କରାଯାଇଛି।
ଆଶା କରେ ଆପଣ ମାନଙ୍କୁ ଭିଡିଓ ଭଲ ଲାଗିବ। ଭିଡିଓ ଭଲ ଲାଗିଲେ ଆମ channel କୁ subscribe କରିବେ।
Thank you.
#the_class_room_study
#THE_CLASS_ROOM_STUDY
#The_Class_Room_Study
the class room study
THE CLASS ROOM STUDY
The class room study

Видео ସମତୁଲ ରାସାୟନିକ ସମୀକରଣ।। Questions discussion of Balanced Chemical Equations।। ଦଶମ ଶ୍ରେଣୀ।। ଓଡ଼ିଆ।। канала SCHOOLING ERUDITION
Страницу в закладки Мои закладки
Все заметки Новая заметка Страницу в заметки