Загрузка...

ଦାରୁବ୍ରହ୍ମଙ୍କ ରଥ ପାଇଁ ସେବକଙ୍କ ସେବା ll Ratha Construction, RathaYatra, PuriNews

#ରଥଖଳା_ଅପଡେଟ

ପାଖେଇ ଆସୁଛି ମହାପ୍ରଭୁଙ୍କ #ଘୋଷଯାତ୍ରା। ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଯିବେ #ଦାରୁବ୍ରହ୍ମ। ଏଥି ପାଇଁ ଚାଲିଛି #ଶ୍ରୀକ୍ଷେତ୍ର ପୁରୀରେ ଜୋରଦାର ପ୍ରସ୍ତୁତି। ବଡ଼ଦାଣ୍ଡର ରଥ ଖଳାରେ ଭୋଇ ସେବକ ମାନେ ଶ୍ରୀଜିଉଙ୍କ ରଥ ନିର୍ମାଣକୁ ଆଗେଇ ନେଉଛନ୍ତି । ରଥ ନିର୍ମାଣ ଆଜି ୩୩ ଦିନରେ ପହଞ୍ଚିଛି। ଦେଖନ୍ତୁ #ରଥଖଳାରୁ ରଥ ନିର୍ମାଣର ଦୃଶ୍ୟ।

#ଜୟ_ଶ୍ରୀଜଗନ୍ନାଥ #ରଥଖଳା #ରଥଖଳା_ଅପଡେଟ୍ #ରଥଯାତ୍ରା_୨୦୨୬ #Ratha_Khala #Ratha_Khala_Update #RathaYatra 2026

Видео ଦାରୁବ୍ରହ୍ମଙ୍କ ରଥ ପାଇଁ ସେବକଙ୍କ ସେବା ll Ratha Construction, RathaYatra, PuriNews канала Mini Vlogs Mini
Яндекс.Метрика
Все заметки Новая заметка Страницу в заметки
Страницу в закладки Мои закладки
На информационно-развлекательном портале SALDA.WS применяются cookie-файлы. Нажимая кнопку Принять, вы подтверждаете свое согласие на их использование.
О CookiesНапомнить позжеПринять