Загрузка...

10 ଦିନିଆ ରିମାଣ୍ଡରେ କୁବେର ଯନ୍ତ୍ରୀ | Odisha Reporter

ଗିରଫ ପରେ ବିଚାର ବିଭାଗୀୟ ହାଜତକୁ ଗଲେ RW ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ RW ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କୁ ଅନୁଗୋଳ ଜିଲ୍ଲାର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହଜାର କରା ଯାଇଥିବା ବେଳେ ସେଠାରୁ ତାଙ୍କୁ ଅନୁଗୋଳ କାରାଗାରକୁ ପଠାଯାଇଛି।

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter #chiefengineer #baikunthanathsarangi #anugol #vigilance #odishareporter

Видео 10 ଦିନିଆ ରିମାଣ୍ଡରେ କୁବେର ଯନ୍ତ୍ରୀ | Odisha Reporter канала Odisha Reporter
Страницу в закладки Мои закладки
Все заметки Новая заметка Страницу в заметки