Загрузка страницы

ଏମିତି କଷ୍ଟ କାହା ଭାଗ୍ୟରେ ନ ଆସୁ। ପୁଣି ପ୍ରମାଣିତ ହେଲା ଏକତା ହିଁ ବଳ।

#ପୁଣି_ପ୍ରମାଣିତ_ହେଲା_ଏକତା_ହିଁ_ବଳ
ଓଃ ! #ଏମିତି_କଷ୍ଟ_କାହା_ଭାଗ୍ୟରେ_ନଆସୁ

ଏମାନଙ୍କ କଥା କିଏ ବି ବୁଝିବେ ନାହିଁ । ଜଣେ ମାନସିକ ବିକୃତ ତାର ନାମ ଶିବୁଆ ଘର ଗନ୍ଧନ ପଞ୍ଚାୟତ ମାସୁରପୁର ଗ୍ରାମରେ । ଅତ୍ୟନ୍ତ ଦରିଦ୍ର ପରିବାର, କେହି ମାନସିକ ବିକୃତକୁ ଭଲ କରିବା ସ୍ଥିତିରେ ନାହାଁନ୍ତି । କୁଆଖିଆ ବଜାରରେ ଆସି ରହୁଛି ଶିବୁଆ । ଗୋଟିଏ ହାତ ପାପୁଲି ଫୁଲି ପଚି ଯାଇଛି । ପୋକ ସାଲୁ ସାଲୁ । କୁଆଖିଆର #କଳିଙ୍ଗ_ଯୁବ_ସଂଘ ଏହିକଥା ଦେଖି , ଆମ #ନୂଆ_ଆଲୋକ ଅନୁଷ୍ଠାନ କୁ ଅବଗତ କରାଇଥିଲେ । ନୂଆ ଆଲୋକ ସେଠାରେ ପହଁଚି, ରସୁଲପୁର ତହସିଲ୍‌ଦାରଙ୍କୁ ଅବଗତ କରାଇଥିଲେ । ତହସିଲଦାର ସେଠାରେ ପହଁଚିଥିଲେ । ତହସିଲଦାର ମଧ୍ୟ କୁଆଖିଆ ଥାନା ଅଧିକାରୀ ଙ୍କୁ ସେହି ସ୍ଥଳକୁ ଡକାଇଥିଲେ । ତତ୍ପରେ ମଧୁବନ ଡାକ୍ତରଖାନା ଚିକିତ୍ସକଙ୍କୁ ତହଦିଲଦାରଙ୍କ ଅନୁମତି କ୍ରମେ ସେହି ସ୍ଥଳକୁ ଡକାଯାଇଥିଲା । ଡାକ୍ତର ଓ ଡ୍ରେସର ଆସି ସ୍ୱେଚ୍ଛାସେବୀ ମାନଙ୍କ ସହେଯାଗରେ ବହୁ ଶ୍ରମ କରି ପାଗଳାକୁ ଡ୍ରେସିଙ୍ଗ କରାଇଥିଲେ । ତା ପରେ ୧୦୮ କୁ ଡକାଇ ଯାଜପୁର ନିଆ ଯାଇଥିଲା । ଯାଜପୁର ଡାକ୍ତରଖାନା ସେହି ରୋଗୀଙ୍କୁ କଟକ ପଠାଇ ଦେଇଥିଲେ । ବର୍ତ୍ତମାନ ପରିସ୍ଥିତିରେ କଟକ ମୁଖ୍ୟ ଚିକିତ୍ସାଳୟ ପଠାଇବା ସମ୍ଭବ ହେଲା ନାହିଁ। ଶେଷରେ ପୁଣି ସେହି କୁଆଖିଆରେ ସେହି ପାଗଳକୁ ରଖାଗଲା । ତାଙ୍କର ଦେଖା ଶୁଣା ଲାଗି କଳିଙ୍ଗ ଯୁବକ ସଂଘ ଦାୟିତ୍ୱ ନେଇଛି । ଏହି କାର୍ଯ୍ୟରେ କୁଆଖିଆ #ଲକ୍ଷ୍ମୀ_ନାରାୟଣ_ପୂଜା_କମିଟି ସମସ୍ତ ସହଯୋଗ କରିଥିଲେ । ଏଥି ସହିତ #ସୂର୍ଯ୍ୟାଲୋକ_ସମାଜ_ସେବାର ଅନୁଷ୍ଠାନ ଯାଜପୁର ମେଡିକାଲ ରେ ପହଞ୍ଚି ଥିଲେ । ତେବେ ସେହି ପାଗଳ ପରିବାର ଏହିକଥା ଶୁଣି ସ୍ଥାନୀୟ ଯୁବକ ସଙ୍ଘ ମାଧ୍ୟମରେ ନୂଆ ଆକୋଲ ଫୋନ ନମ୍ବର ପାଇ ନୂଆ ଆଲୋକକୁ ଅଶେଷ ଅଶେଷ କୃତଜ୍ଞତା ଜଣାଇଛନ୍ତି । କିନ୍ତୁ ସଠିକ ଢଙ୍ଗରେ ସେହି ଅସହାୟ ପାଗଳାର ସେବା କରି ହୋଇ ନଥିବାରୁ ନୂଆ ଆଲୋକ ଦୁଃଖ ପ୍ରକାଶ କରିଛି । ପ୍ରତ୍ୟେହ କଳିଙ୍ଗ ଯୁବ ସଂଘ , ଲକ୍ଷ୍ମୀ ନାରାୟଣ ପୂଜା କମିଟିର ବଂଧୁ ମାନଙ୍କ ମାଧ୍ୟମରେ ତାର ଚିକିତ୍ସା କରାଇବାର ବ୍ୟବସ୍ଥା କରିବାକୁ ଅନୁଷ୍ଠାନ ନିଷ୍ପତି ନେଇଛି । କରୋନା ମହାମାରୀର ପ୍ରଭାବ ପରେ ସେହି ଅସହାୟ ଶିବୁଆର ସମସ୍ତ ବ୍ୟବସ୍ଥା କରାଯିବ ବୋଲି ନୂଆ ଆଲୋକ ଚିନ୍ତା କରିଛି ।

Видео ଏମିତି କଷ୍ଟ କାହା ଭାଗ୍ୟରେ ନ ଆସୁ। ପୁଣି ପ୍ରମାଣିତ ହେଲା ଏକତା ହିଁ ବଳ। канала Nua Alok
Показать
Комментарии отсутствуют
Введите заголовок:

Введите адрес ссылки:

Введите адрес видео с YouTube:

Зарегистрируйтесь или войдите с
Информация о видео
1 мая 2020 г. 12:36:37
00:03:51
Другие видео канала
Rara enfermedad cubre de enormes verrugas sus manos | Mi cuerpo, mi desafío | Discovery H&HRara enfermedad cubre de enormes verrugas sus manos | Mi cuerpo, mi desafío | Discovery H&H하루생산량만 20톤! 무려 10만명이 먹을수 있는양! 대통령상 받은 만두공장이 선보이는! 압도적인 만두 대량생산 과정 / Dumpling mass production process하루생산량만 20톤! 무려 10만명이 먹을수 있는양! 대통령상 받은 만두공장이 선보이는! 압도적인 만두 대량생산 과정 / Dumpling mass production processPelepasan 6 cincin di jari ODGJ, ngak nyangka isi dalam cincinya. part2Pelepasan 6 cincin di jari ODGJ, ngak nyangka isi dalam cincinya. part2Biggest Satisfaction 😍 || एक गरीब असहाय बूढ़े पागल आदमी की मदद 💖 || By Nua Alok Social Organization.Biggest Satisfaction 😍 || एक गरीब असहाय बूढ़े पागल आदमी की मदद 💖 || By Nua Alok Social Organization.CAPTURANDO OS RATOS SELVAGENS DO SUL! | RICHARD RASMUSSENCAPTURANDO OS RATOS SELVAGENS DO SUL! | RICHARD RASMUSSENMa' Nenek Balle Pangala part 2Ma' Nenek Balle Pangala part 2SPENDING A DAY WITH HADZABE, LAST HUNTING TRIBE OF THE WORLD.SPENDING A DAY WITH HADZABE, LAST HUNTING TRIBE OF THE WORLD.El Mercado más TERRIBLE del MUNDO!El Mercado más TERRIBLE del MUNDO!ILS ONT OUBLIÉ QU'ILS ÉTAIENT EN DIRECT ET VOICI CE QU'ILS ONT FAIT !ILS ONT OUBLIÉ QU'ILS ÉTAIENT EN DIRECT ET VOICI CE QU'ILS ONT FAIT !ନୂଆ ଆଲୋକ ଦ୍ୱାରା ଯାଜପୁର ଜିଲ୍ଲା ବାରବାଟି ସ୍ଥିତ ସୋଲି ମାଆର ଘର ଚଟାଣ ପକ୍କାରେ ରୂପାନ୍ତରୀତ ହେଲାନୂଆ ଆଲୋକ ଦ୍ୱାରା ଯାଜପୁର ଜିଲ୍ଲା ବାରବାଟି ସ୍ଥିତ ସୋଲି ମାଆର ଘର ଚଟାଣ ପକ୍କାରେ ରୂପାନ୍ତରୀତ ହେଲାCHHADAPATRA  {ଛାଡପତ୍ର} Baghajatin Lokanatya- ବାଘାଜତିନ୍ ଲୋକନାଟ୍ୟCHHADAPATRA {ଛାଡପତ୍ର} Baghajatin Lokanatya- ବାଘାଜତିନ୍ ଲୋକନାଟ୍ୟCALEM A BOCA, ESSA É A GUERRA DOS CURIÓS! | RICHARD RASMUSSENCALEM A BOCA, ESSA É A GUERRA DOS CURIÓS! | RICHARD RASMUSSENREVELION 2022 MUZICA DE REVELION 2022 🥂 COLAJ SARBE SI HORE DE PETRECERE MANELE REVELION 2022REVELION 2022 MUZICA DE REVELION 2022 🥂 COLAJ SARBE SI HORE DE PETRECERE MANELE REVELION 2022ଦୃଢ ଇଛାଶକ୍ତି ଓ କଠିନ ପରିଶ୍ରମ ଆଗରେ ହାର ମାନିଛି ଦାରିଦ୍ର, ବାରିପଦାଦୃଢ ଇଛାଶକ୍ତି ଓ କଠିନ ପରିଶ୍ରମ ଆଗରେ ହାର ମାନିଛି ଦାରିଦ୍ର, ବାରିପଦା૨ દિવસ મા ઘર । Khajur Bhai VLOGS | Nitin Jani | Jigli and Khajur | Janidada Foundation | Saurashtra૨ દિવસ મા ઘર । Khajur Bhai VLOGS | Nitin Jani | Jigli and Khajur | Janidada Foundation | SaurashtraSulia yatraSulia yatraWho said there is no Khira maa ?ନୂଆ ଆଲୋକ ଦ୍ୱାରା ଅସହାୟା କ୍ଷୀର ମାଆ ଏକାଦଶାହ ସମାପନ କରାଗଲାWho said there is no Khira maa ?ନୂଆ ଆଲୋକ ଦ୍ୱାରା ଅସହାୟା କ୍ଷୀର ମାଆ ଏକାଦଶାହ ସମାପନ କରାଗଲାMAA TARINI TENT HOUSE [Kuakhia,Jajpur,odisha] In Marriage Reception DanagadeMAA TARINI TENT HOUSE [Kuakhia,Jajpur,odisha] In Marriage Reception Danagadeတာေတ - က်ိန္စာသင့္တဲ့ဓား | တာတေ - ကျိန်စာသင့်တဲ့ဓား (Myanmar Ghost Entertainment)တာေတ - က်ိန္စာသင့္တဲ့ဓား | တာတေ - ကျိန်စာသင့်တဲ့ဓား (Myanmar Ghost Entertainment)
Яндекс.Метрика