- Популярные видео
- Авто
- Видео-блоги
- ДТП, аварии
- Для маленьких
- Еда, напитки
- Животные
- Закон и право
- Знаменитости
- Игры
- Искусство
- Комедии
- Красота, мода
- Кулинария, рецепты
- Люди
- Мото
- Музыка
- Мультфильмы
- Наука, технологии
- Новости
- Образование
- Политика
- Праздники
- Приколы
- Природа
- Происшествия
- Путешествия
- Развлечения
- Ржач
- Семья
- Сериалы
- Спорт
- Стиль жизни
- ТВ передачи
- Танцы
- Технологии
- Товары
- Ужасы
- Фильмы
- Шоу-бизнес
- Юмор
ଗୋଟିଏ ଜାଗାରେ ବି ବ୍ୟବସ୍ଥିତ ମଣ୍ଡି ଖୋଲିନାହିଁ! BJD slams delays in issuing tokens, arbitrary deductions
ଗୋଟିଏ ଜାଗାରେ ବି ବ୍ୟବସ୍ଥିତ ମଣ୍ଡି ଖୋଲିନାହିଁ! ଚାଷୀ ଗତ ଦୁଇ ବର୍ଷ ଧରି ଓଡ଼ିଶାକୁ ପ୍ରଭାବିତ କରି ରଖିଛି। ନୂତନ ସରକାର ଆସିବା ପୂର୍ବରୁ ଚାଷୀଙ୍କୁ କହିଥିଲେ ଆମ ଇନପୁଟ ସବସିଡ ୮୦୦ ଟଙ୍କା ଦେଇ ବଳକା ଧାନ ମଧ୍ୟ ସଂଗ୍ରହ କରିବୁ। ଏହା ଭିତରେ ଦୁଇ ବର୍ଷରେ ସରକାରଙ୍କ ଅପାରଗତା ଦେଖା ଦେଇଛି। ଆଜି ମୁଖ୍ୟମନ୍ତ୍ରୀ ପୂର୍ବାଞ୍ଚଳ କୃଷି ସମ୍ମିଳନୀରେ ସ୍ୱିକାର କରିଛନ୍ତି। ଚାଷୀମାନେ ରେଜିଷ୍ଟ୍ରସନ୍ ସହ ଓ ସବୁ କାମ ପାଇଁ ଆନ୍ଦୋଳନ କରିବାକୁ ପଡ଼ିଥିଲା। ସାରା ଓଡ଼ିଶାରେ ସମସ୍ତ ପ୍ୟାକ୍ସ ଓ ଲମ୍ପାସ ଆଗରେ ଚାଷୀଙ୍କୁ ଲମ୍ବା ଲାଇନ୍ ଲଗାଇବାକୁ ପଡ଼ିଲା । ଏ ସମସ୍ୟା ଆହୁରି ବଢ଼ିବ ସହ ଖରିଫ୍ ଧାନ ସଂଗ୍ରହ ସମୟରେ ମଧ୍ୟ ଅନିୟମିତତା ଦେଖା ଗଲା। ଯେତେବେଳେ ପ୍ରଥମ କ୍ୟାବିନେଟ ରେ ମୁଖ୍ୟମନ୍ତ୍ରୀ ଏ ନେଇ ସ୍ପଷ୍ଟ କରିଥିଲେ ହେଲେ ଏବେ କହିଲେ ୧୫୦୦ କ୍ୱିଣ୍ଟାଲ ରୁ ଅଧିକ ଗ୍ରହଣ କରି ପାରିବୁ ନାହିଁ। ରାଜ୍ୟ ସରକାର ଏବେ ରବି ଧାନ ସଂଗ୍ରହରେ ଅନିୟମିତତା କରିଛନ୍ତି। ବରଗଡ଼ରେ ୪ ଦିନ ହେଲାଣି ଚାଷୀ ମାନେ ଭାରି ଦୟନୀୟ ଅବସ୍ଥାରେ ଧାନ ଧରି ମଣ୍ଡିକୁ ଯାଉଛନ୍ତି। ୫୦୦୦ ରୁ ଅଧିକ ଚାଷୀ ୬୬ ଦିନ ଧରି ଧାରଣାରେ ବସିଛନ୍ତି। ଆଜି କେନ୍ଦ୍ର କୃଷି ମନ୍ତ୍ରୀ ଙ୍କ ଉପସ୍ଥିତିରେ ମୂଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି କି କୃଷି କ୍ଷେତ୍ର ପ୍ରଭାବିତ ହେଉଛି। ଆଜି ଓଡ଼ିଶାର ଚାଷୀ ଉଦ୍ଦେଶ୍ୟରେ ମୂଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଙ୍କ ସମ୍ମାନରେ କହିଲେ କି ଗୋଦାମ ଘର ଏ ସରକାର କରି ପାରିଲେ ନାହିଁ । ସରକାର କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ଧାରଣା ନାହିଁ ଖରିଫ ଓ ରବି ହେଉଛି ଗୋଟିଏ ସିଯିନ। ତେଣୁ ସରକାର ଙ୍କୁ ଆହ୍ୱାନ କରୁଛି ଚାଷୀଙ୍କ ଦୁଃଖ ବୁଝନ୍ତୁ ନହେଲେ ଆଗାମୀ ଦିନରେ ପରିଣାମ ଭୟଙ୍କର ହେବ। ଏହା ସହ ଓଡ଼ଶାର ଅନେକ ଗ୍ରାମାଞ୍ଚଳରେ ଡିଜେଲ ଓ ପେଟ୍ରୋଲ ର ସଙ୍କଟ ଏବେବି ଦେଖା ଦେଇଛି। ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ତୁରନ୍ତ ବୈଠକ ଡାକନ୍ତୁ। BJD fresh allegations against Paddy procurement irregularities. #sanjaydasburma #bjd
#OdishaFarmers #PaddyProcurement# MandiCrisis #KatniChatni #FarmerProtestOdisha #JusticeForOdishaFarmers
Vist our Website :https://www.pratidintv.com/
Like Our Facebook Page: https://www.facebook.com/PratidinOdisha
Folllow Us Instagram :-https://www.instagram.com/pratidintv/?hl=en
Follow On X :- https://x.com/pratidin_tv
Subscribe To Our YouTube Channel: https://www.youtube.com/channel/UCVcnPfraEC8kaQCvRVLybzw
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Видео ଗୋଟିଏ ଜାଗାରେ ବି ବ୍ୟବସ୍ଥିତ ମଣ୍ଡି ଖୋଲିନାହିଁ! BJD slams delays in issuing tokens, arbitrary deductions канала Pratidin TV

Комментарии отсутствуют
Информация о видео
19 мая 2026 г. 14:51:00
00:17:39
Другие видео канала