Загрузка страницы

Who said there is no Khira maa ?ନୂଆ ଆଲୋକ ଦ୍ୱାରା ଅସହାୟା କ୍ଷୀର ମାଆ ଏକାଦଶାହ ସମାପନ କରାଗଲା

https://youtu.be/nEgTH-iPNlM

କ୍ଷୀର ମା' ର କିଏ ନାହିଁ କିଏ କହିଲା ???
#ନୂଆ_ଆଲୋକ_ଦ୍ୱାରା_ଅସହାୟା_କ୍ଷୀର_ମାଆ_ଏକାଦଶାହ_ସମାପନ_କରାଗଲା

ଦୁନିଆରେ ପରଲାଗି କେହି ବି କାନ୍ଦିଥାଏ । ବସୁଦେବ କୁଟୁମ୍ବକମ୍ , ଗୀତାର ଏହି ବାଣୀକୁ ବହୁତ ବ୍ୟକ୍ତିବିଶେଷ ବା ଅନଷ୍ଠାନ ପାଳନ କରି ନିଜକୁ କୃତାର୍ଥ ଲଭନ୍ତି । ସେହି ପରି ଏକ କଥା । ଅସହାୟା କ୍ଷୀର ମାଆର ଇତି ମଧ୍ୟରେ ବିୟୋଗର ୧୧ ଦିନ ଅତିକ୍ରମ କରିଛି । ଗତ ତା ୨୮.୭.୨୦ ରିଖ ରାତ୍ରରେ କୁଆଖିଆ ଥାନା ଅନ୍ତର୍ଗତ ନରସିଂହପୁର ପଂଚାୟତର ଗୈାରୀଶ୍ୟାମ ପାଟଣା ଗାଁର କ୍ଷୀର ମାଆ, ଛତିଆ ସ୍ଥିତ ସେବକ ଆଶ୍ରମରେ ଦେହତ୍ୟାଗ କରିଥିଲେ । ଯାହାର କେହି ନାହିଁ ତାହାର Nua Alok ନୂଆ ଆଲୋକ ଅଛି ବୋଲି ଅନୁଷ୍ଠାନ ଚିନ୍ତା କରିଛି । ତେବେ ସେହି ଅସହାୟ ମାଆ ସେ ପୁରରେ ଥାଇ ନଭାବୁ ଯେ ମୋର କେହି ନାହାଁନ୍ତି ବୋଲି ମୃତ୍ୟୁ ପରେ ମୋତେ ପାଣି, ଫୁଲ ଟିଏ କେହି ଦେଲେ ନାହିଁ । ତେଣୁ ଆଜି ଏକାଦଶାହ ଅବସରରେ ନରସିଂହପୁର ଗାଙ୍ଗୁଲା ମହାରାଜ ମଠ ଠାରେ ନୂଆ ଆଲୋକ ର ସଦସ୍ୟ ତଥା କର୍ମକର୍ତ୍ତା ମାନେ ଗୀତା ପାଠ, ତିଳ ତର୍ପଣ, ବ୍ରାହ୍ମଣ ଭୋଜନ , ବସ୍ତ୍ର ଦାନ ସହିତ ଅସହାୟ ଲୋକ ମାନଙ୍କୁ ଅନ୍ନଦାନ କରାଯାଇଛି। ଏଠାରେ ପ୍ରକାଶ କରାଯାଇ ପାରେ କି ନରସିଂହ ପୁର ପଂଚାୟତର ଗୈାରୀଶ୍ୟାମ ପଟଣାର କ୍ଷୀର ମାଆ(୭୫) ସ୍ୱା- ଓ ୰ନାରାୟଣ ସାହୁ ନିଜର କେହି ସନ୍ତାନ ସନ୍ତତି ନଥିବାରୁ ଭଣଜାକୁ ପୁଅ କରି ତା ହାତରେ ସମସ୍ତ ସ୍ଥାବର ଅସ୍ଥାବର ସଂପତ୍ତି ଟେକି ଦେଇ ଥିଲେ । ସଂପତି ହାତେଇବା ପରେ ଭଣଜା କେଉଁ ଆଡେ ମାଆ କୁ ଛାଡ଼ି ଚାଲି ଗଲେ। କିନ୍ତୁ ସ୍ୱାମୀ ବିୟୋଗ ପରେ କ୍ଷୀର ମାଆ ଏକୁଟିଆ ହୋଇ ଖାଇବାକୁ ନପାଇ ବାର ଓଳି ହେଉଥିଲା । ଶେଷରେ ନୂଆ ଅଲୋକ ତାକୁ ଛତିଆ ସେବକ ଆଶ୍ରମରେ ଅବସ୍ଥାପିତ କରାଇ ଥିଲା । ଦୁଃର୍ଭାଗ୍ୟତଃ ସେଠାରେ ସେ ବେଶି ଦିନ ବଂଚିଲେ ନାହିଁ । ତାର ମୂର୍ତ୍ୟୁ ଖବର ପାଇ ନୂଆ ଅଲୋକ ଅନୁଷ୍ଠାନ ର ସଦସ୍ୟ ସଦସ୍ୟା ମାନେ ଯାଇ ତାଙ୍କର ଶେଷ ସଂସ୍କାର କରିଥିଲେ । ପରେ ଏକାଦଶାହ ଦିବସରେ ଗୀତା ପାଠ, ବ୍ରାହ୍ମଣ ଭୋଜନ , ବସ୍ତ୍ରଦାନ, ଅନ୍ନ ଦାନ ଆଦି କାର୍ଯ୍ୟକ୍ରମ ନୂଆ ଆଲୋକ କରି ଏକ ମହତ କାର୍ଯ୍ୟ କରିଛି ।

#ତେବେ_ଯାହାର_କେହି_ନାହିଁ_ତାର_ନୂଆ_ଆଲୋକ_ଅଛି ।

Видео Who said there is no Khira maa ?ନୂଆ ଆଲୋକ ଦ୍ୱାରା ଅସହାୟା କ୍ଷୀର ମାଆ ଏକାଦଶାହ ସମାପନ କରାଗଲା канала Nua Alok
Показать
Комментарии отсутствуют
Введите заголовок:

Введите адрес ссылки:

Введите адрес видео с YouTube:

Зарегистрируйтесь или войдите с
Информация о видео
8 августа 2020 г. 8:03:26
00:04:53
Другие видео канала
ଦିବ୍ୟାଙ୍ଗଙ୍କ ହାତରେ ରକ୍ଷା ବନ୍ଧନ କରି ତାଙ୍କ ମନରେ ଅଫୁରନ୍ତ ଆନନ୍ଦ ଦେଇଛି || NUA ALOKଦିବ୍ୟାଙ୍ଗଙ୍କ ହାତରେ ରକ୍ଷା ବନ୍ଧନ କରି ତାଙ୍କ ମନରେ ଅଫୁରନ୍ତ ଆନନ୍ଦ ଦେଇଛି || NUA ALOKମାନବିକତାର ପ୍ରମାଣ 🙏🏻ମାନବିକତାର ପ୍ରମାଣ 🙏🏻Donate Blood, Save Life ⛑️ Voluntary Blood Donation Camp 🚑Donate Blood, Save Life ⛑️ Voluntary Blood Donation Camp 🚑ନିସ୍ବ ମାନସରେ ଚେନାଏ ଖୁସି ଦେଖିବାର ପ୍ରୟାସ ସଦା ସର୍ବଦା ନୂଆ ଆଲୋକ କରିଚାଲିଛି।। NUA ALOKନିସ୍ବ ମାନସରେ ଚେନାଏ ଖୁସି ଦେଖିବାର ପ୍ରୟାସ ସଦା ସର୍ବଦା ନୂଆ ଆଲୋକ କରିଚାଲିଛି।। NUA ALOKସଭିଙ୍କ ଶ୍ରଦ୍ଧା ଓ ଶୁଭେଚ୍ଛାର କଥା କୁହେ ନୂଆ ଆଲୋକ ⛑️ ରକ୍ତଦାନ ଶିବିର ⛑️ || Nua Alok ||ସଭିଙ୍କ ଶ୍ରଦ୍ଧା ଓ ଶୁଭେଚ୍ଛାର କଥା କୁହେ ନୂଆ ଆଲୋକ ⛑️ ରକ୍ତଦାନ ଶିବିର ⛑️ || Nua Alok ||ଏବେ ମୁଁ ଗର୍ବରେ କହିବି, ମୁଁ ଜଣେ ରକ୍ତଦାତା ⛑️ଏବେ ମୁଁ ଗର୍ବରେ କହିବି, ମୁଁ ଜଣେ ରକ୍ତଦାତା ⛑️Blood Donation Camp Organised By Joint Venture Of Nua Alok And Odianee Restaurant।।NUA ALOK।।ODIANEEBlood Donation Camp Organised By Joint Venture Of Nua Alok And Odianee Restaurant।।NUA ALOK।।ODIANEEଏବେ ମୁଁ ଗର୍ବରେ କହିବି କି, ମୁଁ ଜଣେ ରକ୍ତଦାତା ⛑️ଏବେ ମୁଁ ଗର୍ବରେ କହିବି କି, ମୁଁ ଜଣେ ରକ୍ତଦାତା ⛑️Raksha Bandhan Program For Divyang Brothers By ।। Nua Alok ।।Raksha Bandhan Program For Divyang Brothers By ।। Nua Alok ।।Voluntary Blood Donation Camp।। Rj Swati।। Nua Alok।। OdianeeVoluntary Blood Donation Camp।। Rj Swati।। Nua Alok।। OdianeeA Helpless Person Is Revived By || The Nua Alok ||A Helpless Person Is Revived By || The Nua Alok ||I AM A BLOOD DONOR ⛑️I AM A BLOOD DONOR ⛑️#International_Day_of_YogaDate- 21 June#International_Day_of_YogaDate- 21 Juneଦୃଶ୍ୟଟି ଅତ୍ୟନ୍ତ ହୃଦୟ ବିଦାରକ। 😥ଦୃଶ୍ୟଟି ଅତ୍ୟନ୍ତ ହୃଦୟ ବିଦାରକ। 😥The Help Of A Mute Animal Makes Humanity Worth It... 😥😥😥The Help Of A Mute Animal Makes Humanity Worth It... 😥😥😥10- Minutes Meditation ।। Nua Alok10- Minutes Meditation ।। Nua AlokThe Nua Alok Has Brought Eternal Bliss To The Service of The Bull God || NUA ALOK ||The Nua Alok Has Brought Eternal Bliss To The Service of The Bull God || NUA ALOK ||Stop Animal Cruelty।।Nua AlokStop Animal Cruelty।।Nua AlokYoga For All ।। Nua AlokYoga For All ।। Nua AlokSave Trees ।। Save Life ।। NUA ALOKSave Trees ।। Save Life ।। NUA ALOKNo Plastic Pollution ।। Nua alokNo Plastic Pollution ।। Nua alok
Яндекс.Метрика